Monthly Archives

September 2022

ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଅନିୟମିତତା ଅଭିଯୋଗ ଘଟଣାର ତଦନ୍ତ ବେଳେ…

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ପଡ଼ିଆବାହାଲ ପଞ୍ଚାୟତରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅନିୟମିତତା ଅଭିଯୋଗ ଘଟଣାର ତଦନ୍ତ ବୁଧବାର ହେବାକୁ ଥିବା ବେଳେ ଅଧିକାରୀ ମାନେ ପହଞ୍ଚିବା ପୂର୍ବରୁ ଉତ୍ତେଜନା ପ୍ରକାଶ ପାଇଥିଲା ।…
Read More...

ସଚେତନ ହେମା ସାଂସ୍କୃତିକ ସଂଗଠନ ପକ୍ଷରୁ ‘ମା ସାବିତ୍ରୀବାଇ ଫୁଲେ’ ନାଟକ ପ୍ରଦର୍ଶିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଚେତନ ହେମା, ସାଂସ୍କୃତିକ ସଂଗଠନ ଢୋଲବନ୍ଧ, ସର୍ଗିବାହାଲ ପକ୍ଷରୁ କମଗାଁ କନିଷ୍ଠ ମହାବିଦ୍ୟାଳୟ, କମଗାଁ, ବରଗଡଠାରେ 'ମା ସାବିତ୍ରୀବାଇ ଫୁଲେ' ନାଟକ ପ୍ରଦର୍ଶିତ ହୋଇଟାଇଛି । ନାଟକକୁ ରଚନା ଓ ନିର୍ଦ୍ଦେଶନା ଦେଇଥିଲେ ରାଜକୁମାର ସାହୁ । ସାବିତ୍ରୀ…
Read More...

ଓଡିଶୀ ନୃତ୍ୟଶିଳ୍ପୀ ଗୁରୁ ଅଳକା ସାହୁଙ୍କୁ ଗୁରୁ ପଦ୍ମ ସମ୍ମାନ-୨୦୨୨ରେ ସମ୍ମାନିତ

ରାଜ୍ୟସ୍ତରୀୟ ଉର୍ବଶୀ ସମ୍ମାନ ସାମାରୋହରେ ଗୋପାଳପୁର ଆର୍ମି ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ପ୍ରଥମ ସ୍ଥାନ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱର ସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ତଥା ଉତ୍କଳ ରଙ୍ଗମଞ୍ଚରେ କଲ୍‌ଚରାଲ ଡେଭଲପ୍‌ମେଣ୍ଟ ଫାଉଣ୍ଡେସନ…
Read More...

କୂଷ୍ମାଣ୍ଡା ବେଶରେ ଆଜି ମା’

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମା’ ଦୁର୍ଗା ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି କୂଷ୍ମାଣ୍ଡା ବେଶରେ । ସହର ତଥା ଜିଲ୍ଲାର ସମସ୍ତ ଦେବୀ ପୀଠରେ ଆଜି କୂଷ୍ମାଣ୍ଡା ରୂପରେ ପୂଜା ପାଇଛନ୍ତି ଜଗତ୍‌ଜନନୀ ଦୁର୍ଗତିନାଶିନୀ ମା’ । ତେବେ ତାଙ୍କ କୂଷ୍ମାଣ୍ଡା ବେଶ ସଂପର୍କରେ ପୌରାଣିକ କଥାବସ୍ତୁ…
Read More...

ମା’ ଗଜଲକ୍ଷ୍ମୀ ପୂଜା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହର ଲୋଏର ବସ୍‌ଷ୍ଟାଣ୍ଡ ସ୍ଥିତ ଲକ୍ଷ୍ମୀ ବଜାର ପରିସରରେ ଚଳିତ ବର୍ଷ ହେବାକୁ ଥିବା ମା' ଗଜଲକ୍ଷ୍ମୀ ପୂଜା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି । ପୂଜା କମିଟି ପକ୍ଷରୁ ବୁଧବାର ସନ୍ଧ୍ୟାରେ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ହୋଇ ଶୁଭଖୁଣ୍ଟି…
Read More...

ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଯୁକ୍ତ ଦୁଇ ଧର୍ମଶାଳା ମହାବିଦ୍ୟାଳୟ, ଧର୍ମଶାଳାର ସଭାକକ୍ଷରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅନୁଷ୍ଠାନର…
Read More...

ସାନଖେମୁଣ୍ଡି ଗ୍ରାମୀଣ ଦିନ ମଜୁରିଆ ପରିବାର ସାଜିଲେ ଏକ ଅନ୍ୟତମ ଉଦାହରଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମହିଳା ଶ୍ରମିକଙ୍କ ବିୟୋଗ ପରେ ପରିବାର ଲୋକଙ୍କ ତରଫରୁ ମୃତ ବ୍ୟକ୍ତିଙ୍କ ମହତ ଅଙ୍ଗ ଚକ୍ଷୁ ଦାନ କରାଗଲା । ସୂଚନା ଅନୁସାରେ, ସାନଖେମୁଣ୍ଡି ବ୍ଲକ ଉସ୍ତା ଜଗନ୍ନାଥପୁର ଗ୍ରାମର ରବୀନ୍ଦ୍ର ଜେନା ଓ ତାଙ୍କ ପତ୍ନୀ କୁମାରୀ ଜେନା ଭୁବନେଶ୍ୱରରେ ଦିନ…
Read More...

ମୃତ ପ୍ରବାସୀ ଶ୍ରମିକ କେ. ସୀମା ରେଡିଙ୍କ ପରିବାର ବର୍ଗଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବାଲିବଗଡ ଗ୍ରାମର କେ. ସୀମା ରେଡି ଦୀର୍ଘ ବର୍ଷ ଧରି ସୁରତ ସହରରେ ରହି ସୁତାକଳରେ କାମ କରି ନିଜ ପରିବାର ପ୍ରତିପୋଷଣ କରି ଆସୁଥିଲେ । ତେବେ ଗତ ୧୫.୦୯.୨୦୨୨ ଦିନ ବଜାରରୁ ଫେରୁଥିବା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା,…
Read More...

ଗାନ୍ଧୀନଗରପଡା ମା’ ଦୁର୍ଗାଙ୍କ ଆଳତୀରେ ଯୋଗ ଦେଲେ ପୌରାଧ୍ୟକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗାନ୍ଧୀନଗରପଡା ଠାରେ ମହାସମାରେହାରେ ମା’ ଦୁର୍ଗାଙ୍କ ନବରାତ୍ର ପୂଜା ପାଳିତ ହୋଇଯାଇଥିବା ବେଳେ ଆଜିର ଆଳତୀରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ପୌରପରିଷଦର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗଦାନ କରି ମା’ଙ୍କୁ ଆଳତୀ ଦେଇଥିଲେ । ପରେ ଉପସ୍ଥିତ…
Read More...

ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ ବଲାଙ୍ଗିରରେ ବିଶ୍ୱ ଜଳାତଙ୍କ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ୱ ଜଳାତଙ୍କ ଦିବସ ୨୮ ସେପ୍ଟେମ୍ବର ୨୦୨୨ ଅବସରରେ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ ବଲାଙ୍ଗିର ଠାରେ ଏକ ମାଗଣା ଜଳାତଙ୍କ ପ୍ରତିଷେଧକ ଟୀକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଳା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡ. ସନ୍ତୋଷ କୁମାର…
Read More...