Daily Archives

ଗୁରୁଦିବସ ସମାରୋହ

ଗୁରୁ ହେଉଛନ୍ତି ଆଲୋକ ବର୍ତ୍ତିକା ତଥା ସମାଜ ଗଠନର ସ୍ଥପତି ରାଉରକେଲା, (ସସ୍ମିତା ପ୍ରଧାନ) : ଗୁରୁ ହେଉଛନ୍ତି ଆଲୋକ ବର୍ତ୍ତିକା ତଥା ସମାଜ ଗଠନର ସ୍ଥପତି । ଶିଷ୍ୟ ମୁକ୍ତି ନପାଇଲା ପର୍ଯ୍ୟନ୍ତ ଗୁରୁ ମୁକ୍ତି ପାଇପାରିବା ନାହିଁ । ଗୁରୁଙ୍କୁ ପ୍ରାପ୍ତ ହେଲେ ଭଗବାନଙ୍କୁ ପାଇପାରିବା
Read More...

ବଲାଙ୍ଗିର-ଖୋର୍ଦ୍ଧା ରେଳ ଲାଇନ୍‌ ସଂଘର୍ଷ ସମିତିର ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ଖୋର୍ଦ୍ଧା ରେଳ ଲାଇନ୍‌ କାମରେ ଅହେତୁକ ବିଳମ୍ବ ହୋଇ ଚାଲିଥିବା ବେଳେ ଏହାକୁ ତ୍ୱରାନ୍ୱିତ କରିବା ପାଇଁ ଏବେ ବଲାଙ୍ଗିର-ଖୋର୍ଦ୍ଧା ରେଳ ଲାଇନ୍‌ ସଂଘର୍ଷ ସମିତିି ଗଠିତ ହୋଇଯାଇଛି । ବିଗତ ଦିନରେ ଲୋୟର୍‌ ସୁକ୍‌ତେଲ୍‌ ଓ ବଲାଙ୍ଗିର ବାଏପାସ୍‌ କାମକୁ
Read More...

ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସେପ୍ଟେମ୍ବର ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ମାସର ପ୍ରଥମ ସୋମବାର ଦିନ ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମଳନୀ କକ୍ଷଠାରେ ଯୁଗ୍ମ ଜନ ଅଭିଯୋଗ
Read More...

ଉପର ନୂଆଗାଁଠାରେ ନୂଆଁଖାଇ ଭେଟଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ବ୍ଲକ ଅନ୍ତର୍ଗତ ମାଣିକେରା ଗ୍ରାମ ପଞ୍ଚାୟତ ସ୍ଥିତ ଉପର ନୂଆଗାଁଠାରେ ଗତ ୨ ତାରିଖ ସଂନ୍ଧ୍ୟା ୭ ଘଣ୍ଟା ସମୟରେ ‘ନୂଆଁଖାଇ ଭେଟଘାଟ୍‌’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟଙ୍କଧର ପନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ
Read More...

କବି ଓ କବିତା : କବି ଆନନ୍ଦ ଚନ୍ଦ୍ର ସାହୁଙ୍କ କବିତା ସଂକଳନ ‘ଗଦା ଗଦା ଜୀବନ’, ପ୍ରକାଶକ -ଦେବଶ୍ରୀ…

ରତ୍ନମୟ ତ୍ରିପାଠୀ ଆଧୁନିକ ସାହିତ୍ୟିକ ଜଗତରେ ଜଣେ ପରିଚିତ ଟାଣୁଆ ସ୍ୱର କବି ଆନନ୍ଦ ଚନ୍ଦ୍ର ସାହୁ । ଉଭୟ ଓଡ଼ିଆ ଓ କୋଶଲି ଭାଷାରେ ତାଙ୍କ ଲେଖନୀ ସଦା ଜାଗ୍ରତ । ନିଜ ମାଟିମାଁ, ନିଜ ଭାଷା, ନିଜ ଆଖପାଖର ମଣିଷଙ୍କ ଦୁଃଖକୁ, ଅବହେଳାକୁ ଅଣଦେଖା କରିପାରନ୍ତି ନାହିଁ କବି । କାହାର ବାରଣ
Read More...

ସର୍ଗିବାହାଲ ସରସ୍ୱତୀ ଶିଶୁ ମନ୍ଦିରରେ ଗୁରୁଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସୋମବାର ଦିନ ପଦ୍ମପୁର ବ୍ଲକ୍ ଅନ୍ତର୍ଗତ ସର୍ଗିବାହାଲ ସରସ୍ୱତୀ ଶିଶୁ ମନ୍ଦିରଠାରେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜୟନ୍ତୀ ଓ ଗୁରୁଦିବସ ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଆଦିବାସୀ ଉଚ୍ଚ ବିଦ୍ୟାଳୟ ଅବସରପ୍ରାପ୍ତ
Read More...

ରାଜ୍ୟସଭା ସାଂସଦଙ୍କ ହଠାତ ଇନ୍ଦୁପୁର ଆଶ୍ରମକୁ ପରିଦର୍ଶନ : ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ନୂଆଁଖାଇ ଛୁଟିରେ,…

ପାଟଣାଗଡ, (ଗୋରେଖନାଥ ବରିହା) : ମଣିଷର ଭବିଷ୍ୟତ ନିର୍ମାଣରେ ଶିକ୍ଷା ହିଁ ଚାବିକାଠି ଏବଂ ମଣିଷ ଗଢା କାରଖାନା ହିଁ ବିଦ୍ୟାଳୟ । ଆଜି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଅଚାନକ ପାଟଣାଗଡ଼ ବ୍ଲକ ଖୁର୍ସେଲ ପଞ୍ଚାୟତ ଇନ୍ଦୁପୁର କନ୍ୟାଶ୍ରମକୁ ପରିଦର୍ଶନ କରିଛନ୍ତି । ଆଶ୍ରମର ଛାତ୍ରଛାତ୍ରୀମାନେ
Read More...

ବିଶିପାଲି ଗ୍ରାମରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଶିପାଲି ଗ୍ରାମରେ ଜୟ ଜଗନ୍ନାଥ କ୍ଲବ ତରଫରୁ ମହାଆଡମ୍ବରରେ ନୂଆଁଖାଇ ଭେଟ୍‌ଘାଟ୍‌ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶିରୀଶ ବହିଦାର, ଆଶିଷ ବହିଦାର, ସମ୍ମାନିତ ଅତିଥି
Read More...

ପଦ୍ମପୁର ବିଜେପି ବରିଷ୍ଠ କାର୍ଯ୍ୟକର୍ତ୍ତା ସମ୍ମିଳନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶା ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠ ସ୍ଥିତ ବିନ୍ଧ୍ୟବାସିନୀ ଯାତ୍ରୀ ନିବାସଠାରେ ଭାରତୀୟ ଜନତା ପାର୍ଟି ପଦ୍ମପୁର ନିର୍ବାଚନ ମଣ୍ଡଳୀସ୍ତରୀୟ ବରିଷ୍ଠ କାର୍ଯ୍ୟକର୍ତ୍ତା ଓ ପଦାଧିକାରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ
Read More...

ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୁରୁ ପୂଜନ ଉତ୍ସବ ପାଳନ

ମୋ ଶିକ୍ଷକ ହିଁ ପଥ ପ୍ରର୍ଦଶକ ତାଙ୍କ ପାଇଁ ମୁଁ ଏତେ ଦୂର ପହଞ୍ଚି ପାରିଛି : ବିଧାୟକ ସରୋଜ ମେହେର ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ସକାଳ ୧୧ଟାରେ ସ୍ଥାନୀୟ ଶିକ୍ଷକ ଭବନ ସମ୍ମୁଖରେ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ପବିତ୍ର ଗୁରୁଦିବସ ଅବସରରେ ଗୁରୁ ପୂଜନ ଉତ୍ସବ ପାଳନ କରାଯାଇଛି
Read More...