Daily Archives

ଜଏଣ୍ଟ କୋଡିନେସନ କମିଟି ରେଳ ଉପଭୋକ୍ତା ସଂଘ ବଲାଙ୍ଗିର ଓ ବରଗଡ ସଂଘ ପକ୍ଷରୁ ବଲାଙ୍ଗିର ସାଂସଦଙ୍କୁ ଦାବୀପତ୍ର ପ୍ରଦାନ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜଏଣ୍ଟ କୋଡିନେସନ କମିଟି ବଲାଙ୍ଗିର ଓ ବରଗଡ ସଂଘ ପକ୍ଷରୁ ବଲାଙ୍ଗିର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କୁ ତାଙ୍କ ପାଟଣାଗଡ ସ୍ଥିତ ବାସଭବନରେ ସାକ୍ଷାତ କରିବା ଏବଂ ରେଳ ଉପଭୋକ୍ତାଙ୍କ ସୁବିଧା ପାଇଁ ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ସଂଘ
Read More...

ଗୁରୁଦିବସ ଉପଲକ୍ଷେ ବୈତାଳି କ୍ଲଷ୍ଟର ସିଆର୍‌ସିସିଙ୍କ ନିଆରା ଉଦ୍ୟମ : ୧୨ ଶିକ୍ଷକଙ୍କୁ କଲେ ସମ୍ବର୍ଦ୍ଧିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପବିତ୍ର ଗୁରୁଦିବସ ଅବସରରେ ବରଗଡ଼ ଜିଲ୍ଲା ବୈତାଳି କ୍ଲଷ୍ଟରର ସିଆର୍‌ସିସି ଦିବସ କୁମାର ସାହୁଙ୍କ ଉଦ୍ୟମରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବୈତାଳିଠାରେ ଏକ ଶିକ୍ଷକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୁରୁଦିବସ ଦିନ ରାଜ୍ୟ
Read More...

ବରଗଡ ବ୍ଲକସ୍ତରୀୟ କୌତୁକ ପୋଷାକ ପ୍ରତିଯୋଗିତା ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ନିଶାମଣି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ବରଗଡ଼ ବ୍ଲକସ୍ତରୀୟ କୌତୁକ ପୋଷାକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ବରଗଡ଼ ବ୍ଲକ ବରିଷ୍ଠ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀମତୀ
Read More...

ବିନିକା ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ୪୯ ଅଭିଯୋଗ ଦରଖାସ୍ତ ଗ୍ରହଣତୁରନ୍ତ ସମାଧାନ ହେଲା ୧୯ ଅଭିଯୋଗ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ବିନିକା ବ୍ଲକ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ
Read More...

ବ୍ରାହ୍ମଣଡିହି ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ଦୁଲୁକିଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବ୍ରାହ୍ମଣଡିହି ଯୁବ ତାରକା ଅନୁଷ୍ଠାନ ଯୁବକମାନଙ୍କ ଦ୍ୱାରା ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବରଗଡ ସାଂସଦ
Read More...

ବ୍ଲକ ସ୍ତରୀୟ ଗୁରୁ ଦିବସ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ କନ୍‌ଫରେନ୍ସ ହଲ୍‌ଠାରେ ବ୍ଲକସ୍ତରୀୟ ଗୁରୁ ଦିବସ ସୋମବାର ପାଳିତ ହୋଇଯାଇଛି । ସୁସ୍ଥ ସମାଜଗଠନ କରିବାରେ ଗୁରୁଙ୍କ ପ୍ରମୁଖ ଭୂମିକା ରହିଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାର୍ଥୀମାନେ ଅତିଥିଙ୍କୁ ଗୁରୁ ପୂଜନ
Read More...

ବ୍ଲକସ୍ତରୀୟ ପ୍ରଭାତ ଫେରି ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଆଜି ପବିତ୍ର ଗୁରୁଦିବସ ପରିପ୍ରେକ୍ଷୀରେ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତୁରେକେଲା ତରଫରୁ ପ୍ରଭାତ ଫେରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ତୁରେକେଲା ସରକାରୀ ଉଚ୍ଚ ବିଦ୍ୟାଳୟ, ସରକାରୀ
Read More...

ଠିକାଦାରପଡା ଦୁର୍ଗାପୂଜାର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଠିକାଦାରପଡା ପୂଜା ମଣ୍ଡପ ପରିସରରେ ଚଳିତ ବର୍ଷ ମା’ ଜଗତ ଜନନୀ ଦୁର୍ଗାପୂଜା ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ବରିଷ୍ଠ ଆଇନଜୀବୀ ପ୍ରବୀଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଆୟୋଜନ କମିଟିର ସଭାପତି ପ୍ରବିଣ ମିଶ୍ର,
Read More...

କବିତା : ତୁମେ

ଜ୍ୟୋତିର୍ମୟ ତୁମେ ମୋ କବିତାର ଉତ୍ସ ଓ ଉତ୍ସବତୁମେ ମୋ’ କବିତାର ସ୍ୱାଦ ଓ ଶୀର୍ଷକତୁମେ ମୋ’ କବିତାର ଆଦ୍ୟ ଓ ଅନ୍ତତୁମଠାରେ କବିତା ମୋ’ଉଦୟ ଓ ଅସ୍ତ । ତୁମେ ମୋ’ କବିତାର ଅସ୍ଥି ଅବୟବତୁମେ ମୋ’ କବିତାର ନିଃଶ୍ୱାସ ପ୍ରଶ୍ୱାସତୁମେ ମୋ’ କବିତାର ଲହୁ ଓ ଲୁହତୁମ ବିନା ମୋ’ କବିତାହଜାଏ
Read More...

ବଲାଙ୍ଗିର ସିନିୟର ନକ ଆଉଟ୍‌ ଫୁଟ୍‌ବଲ

ଭାଲୁପିଟା, ମହରାପଦର ଓ ସଲତରପାଲି ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆଜି ଚୁଡାପାଲି ପଡିଆରେ ଭାଲୁପିଟା ୩-୦ ଗୋଲରେ ଡଙ୍ଗାଘାଟକୁ ହରାଇ ବିଜୟୀ ହୋଇଛି । କ୍ରୀଡା ସଂସଦର ଟୁର୍ଣ୍ଣାମେଣ୍ଟ ଅଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର ମୁଖ୍ୟ ଅତିଥି
Read More...