Daily Archives

ମୁମ୍ବାଇରେ ୨୫.୬୬ ମିଲିମିଟର ବର୍ଷା ରେକର୍ଡ

ନୂଆଦିଲ୍ଲୀ : ମୁମ୍ବାଇରେ ୨୫.୬୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମୁମ୍ବାଇ ଛୁଇଁଛି । ଜୁନ ୧୧ରେ ସ୍ୱାଭାବିକ ଭାବେ ମୌସୁମୀ ମୁମ୍ବାଇ ଛୁଇଁଥାଏ । ଗତକାଲି ରାତିରୁ ମୁମ୍ବାଇରେ ପବନ ସହ ପ୍ରବଳ ବର୍ଷା ଓ ବଜ୍ରପାତ ଘଟିଥିଲା । ପାଗ ଅନୁକୂଳ ରହିବା ଫଳରେ
Read More...

ଚୋରି କରି ଫେରାର୍ ହେବାବେଳେ ଧରାପଡ଼ିବାରୁ ନିର୍ଦ୍ଧୁମ ଛେଚା ଖାଇଲେ ଯୁବକ

ନୀଳଗିରି : ଚୋରି କରି ଫେରାର୍ ହେବାବେଳେ ଧରାପଡ଼ିବାରୁ ନିର୍ଦ୍ଧୁମ ଛେଚା ଖାଇଲେ ଯୁବକ । ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ସନ୍ତରା ଗଡିଆ ବଜାରରେ ଥିବା ଏକ ଡ୍ରେସ୍ ହାଉସ୍ ଭିତରୁ ଜଣେ ଯୁବକ ଟଙ୍କା ଚୋରି କରି ଫେରାର୍ ମାରିବା ବେଳେ ତାଙ୍କର ବାଇକ୍ ଷ୍ଟାର୍ଟ
Read More...

ସୋଆ କୁଳପତି ଅଶୋକ ମହାପାତ୍ରଙ୍କୁ ସି.ଭି. ରମଣ ବିଜ୍ଞାନ ରତ୍ନ ସମ୍ମାନରେ ସମ୍ମାନିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସି.ଭି ରମଣ ଆୱାର୍ଡ ସିଲେକ୍ସନ୍ ବୋର୍ଡ ପକ୍ଷରୁ ଆୟୋଜିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍‌ସ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ନାଇଜର), ଭୁବନେଶ୍ୱର କ୍ୟାମ୍ପସ୍ ଠାରେ ଗତ ଶୁକ୍ରବାର ଦିନ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜ୍ଞାନ କ୍ଷେତ୍ରରେ ଉତ୍କର୍ଷତା
Read More...

ଲୁହାସିଂହା ସର୍ବଦୟ ନୋଡାଲ ବିଦ୍ୟାଳୟର ୫ଟି ରୂପାନ୍ତର ହାଇସ୍କୁଲ ଲୋକାର୍ପିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ଟିରେ ଯୋଜନାରେ ରୂପାନ୍ତର ହାଇସ୍କୁଲ ଲୋକାର୍ପିତ ହୋଇଯାଇଛି । ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲୁହାସିଂହା ପଞ୍ଚାୟତ ଲୁହାସିଂହା ସର୍ବଦୟ ନୋଡାଲ ବିଦ୍ୟାପୀଠ ରୂପାନ୍ତର ନିମନ୍ତେ ଆୟୋଜିତ ଲୋକାର୍ପିତ
Read More...

ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ ଗିରଫ

ମାଲକାନଗିରି : ବିପୁଳ ପରିମାଣର ଗଞ୍ଜେଇ ଜବତ ସହ ୨ଜଣ ଅଭିଯୁକ୍ତ ଗିରଫ ହୋଇଥିବା ଜଣାପଡିଛି । ମାଲକାନଗିରି ଜିଲ୍ଲାରୁ ଆନ୍ଧ୍ର ପ୍ରଦେଶକୁ ୨ଟି ଗାଡିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ମାଲକାନଗିରି ଆଦର୍ଶ ଥାନା ପୋଲିସ ଚଢାଉ କରି ୩୨ ବସ୍ତା ଗଞ୍ଜେଇ ଜବତ କରିଛି । ଏଥିସହ ୨ ଜଣଙ୍କୁ
Read More...

ସମୁଦ୍ରରେ ଗାଧୋଉଥିବା ବେଳେ ୫ ପର୍ଯ୍ୟଟକ ଆହତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଚୈତନ ଛକ ବେଳାଭୂମିଠାରୁ ଲାଇଟ୍ ହାଉସ ବେଳାଭୂମି ସମୁଦ୍ରରେ ପର୍ଯ୍ୟଟକ ଗାଧୋଉଥିବା ସମୟରେ ଜେଲିଫିସ ଲାଗି ୫ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି । ଏହି ସମୟରେ କିଛି ପର୍ଯ୍ୟଟକ ଜେଲିଫିସ ଆକ୍ରମଣର ଶିକାର ହୋଇଛନ୍ତି । ଜେଲିଫିସର ଲାଳ ଲାଗି ସେମାନେ ଆହତ
Read More...

ଅଭିନବ ଉପାୟରେ କଫସିରପ୍ ମାଫିଆକୁ କାବୁ କଲା ପୋଲିସ

ଆଗଲପୁର, (ସୁଶୀଲ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଭଳିଆମୁଣ୍ଡା ଛକରେ ଅଭିନବ ଉପାୟରେ କଫସିରପ୍ ମାଫିଆକୁ କାବୁ କଲା ବରଗଡ଼ ପୋଲିସ । ଜନଗହଳି ସ୍ଥାନରେ ନାକାବନ୍ଦୀ କରି ମାଫିଆଙ୍କୁ କାବୁ କରିବାରେ ପୋଲିସ ସଫଳ ହୋଇଛି । ତେବେ ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ
Read More...

ଭାରତ- ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ଦେଖିବା ପାଇଁ ଅପରାହ୍ନ ୩ଟାରୁ ଖୋଲାଯିବ ଷ୍ଟାଡିୟମ୍‌ର ସମସ୍ତ ଗେଟ୍‌ : ମାସ୍କ…

କଟକ : ଭାରତ- ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ଦେଖିବା ପାଇଁ ଅପରାହ୍ନ ୩ଟାରୁ ଷ୍ଟାଡିୟମ୍‌ର ସମସ୍ତ ଗେଟ୍‌ ଖୋଲାଯିବ । ଟିକେଟ୍‌ରେ ଉଲ୍ଲେଖ ଥିବା ଗେଟ୍‌ ନମ୍ବର ଅନୁସାରେ ଦର୍ଶକ ଷ୍ଟାଡ଼ିୟମ୍‌କୁ ପ୍ରବେଶ କରିବେ । ଟିକେଟ୍‌ ଯାଞ୍ଚ୍‌ କଡ଼ାକଡ଼ି ହେବ । ଯାଞ୍ଚ୍‌ ସମୟରେ ଜାଲ୍‌ ଟିକେଟ୍‌ ଧରାପଡ଼ିଲେ
Read More...

ଆଜି ମହାପ୍ରଭୁଙ୍କ ଗୁଆଲି ଯାତ୍ରା

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ମହାପ୍ରଭୁଙ୍କ ଗୁଆଲି ଯାତ୍ରା ଅବସରରେ ସନ୍ଧ୍ୟାରେ ଏକ ବର୍ଣ୍ଣାଢ୍ୟ ପଟୁଆରରେ ଦେବଦମ୍ପତି ନଗର ପରିକ୍ରମା କରିବେ । ଶନିବାର ରୁକ୍ମିଣୀରୂପୀ ମା' ଲକ୍ଷ୍ମୀ ଠାକୁରାଣୀଙ୍କ ସହିତ ଶ୍ରୀକୃଷ୍ଣରୂପୀ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନଙ୍କ ବିବାହ
Read More...

ଜମି ବିବାଦକୁ କେନ୍ଦ୍ରକରି ଗୋଷ୍ଠୀ ସଙ୍ଘର୍ଷ

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଶିମିଳିପାଳ ପାଦଦେଶରେ ଥିବା ଗୁରୁଗୁଡିଆ ପଞ୍ଚାୟତ ସାହାରପାଟ ଗାଁରେ ଜମିଜମା ବିବାଦକୁ କେନ୍ଦ୍ରକରି ଗୋଷ୍ଠୀ ସଙ୍ଘର୍ଷ ଘଟି ସାନ ଭାଇର ପରିବାର ଆକ୍ରମଣରେ ବଡ଼ ଭାଇ ଗୁରୁତର ହୋଇଥିବା ଖବର ମିଳିଛି । ସୂଚନାନୁଯାୟୀ, ଯଶୀପୁର ଥାନା ଗୁରୁଗୁଡିଆ
Read More...
error: Content is protected !!