Monthly Archives

May 2022

ସାମ୍ଭାବ୍ୟ ବାତ୍ୟା ସମ୍ପର୍କରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ସୂଚନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ରାଜୀବ ଭବନଠାରେ ଗଣମାଧ୍ୟମର ଉପସ୍ଥିତ ପ୍ରତିନିଧିମାନଙ୍କୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା କହିଲେ ଯେ, ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଘୁର୍ଣ୍ଣିବଳୟ ଅବପାତର ରୂପ ନେଇପାରେ । ଅବପାତରୁ
Read More...

କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀଙ୍କ ସହ ସାକ୍ଷାତ୍ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ

ଅନୁଗୋଳ ଓ କୁଲାଡ଼ରେ ଟ୍ରକ୍ ଦ୍ୱାରା ଆଲୁମିନିୟମ ପରିବହନ ଏବଂ ଠିକା ଶ୍ରମିକଙ୍କ ଦୈନିକ ମଜୁରୀ ବୃଦ୍ଧି ନେଇ ଆଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ• ନାଲକୋ ଦ୍ୱାରା ସ୍ମେଲଟର ପ୍ଲାଣ୍ଟର ସମ୍ପ୍ରସାରଣ ନେଇ ଆଲୋଚନା• କୋଇଲା ଖନନ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଲୋକଙ୍କ ମୌଳିକ ସମସ୍ୟାକୁ ପ୍ରାଥମିକତା
Read More...

ଦେଶରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ଏବଂ ମୌସୁମୀ ପ୍ରସ୍ତୁତିର ସ୍ଥିତି ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ…

• ଗ୍ରୀଷ୍ମ ପ୍ରବାହ କିମ୍ବା ଅଗ୍ନିକାଣ୍ଡ କାରଣରୁ ଜୀବନହାନି ରୋକିବା ପାଇଁ ଯଥାସମ୍ଭବ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ• ନିଆଁ ଦାଉରୁ ଦେଶର ବିଭିନ୍ନ ଜଙ୍ଗଲକୁ ସୁରକ୍ଷିତ ରଖିବା ଲାଗି ସାମୂହିକ ପ୍ରୟାସର ଆବଶ୍ୟକତା ରହିଛି : ପ୍ରଧାନମନ୍ତ୍ରୀ• ‘ବନ୍ୟା ମୁକାବିଲା
Read More...

ବରଗଡ ଡିଷ୍ଟ୍ରିକ୍ଟ ପ୍ରିମୀୟର ଲିଗ୍ କ୍ରିକେଟ ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ସିଂ ୱାରିୟରସ୍‌ ବିଜୟୀ

ବରଗଡ ରୟାଲ ଟାଇଗର ଓ ବରଗଡ ସ୍ପାରଟନ ମଧ୍ୟରେ ଦ୍ଵିତୀୟ ମ୍ୟାଚ୍ ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ ଡିଷ୍ଟ୍ରିକ୍ଟ ପ୍ରିମୀୟର ଲିଗ୍, ବିଡିପିଏଲ କ୍ରିକେଟ ପ୍ରତିଯୋଗିତାରେ ଆଜି ସିଂ ୱାରିୟର ଓ ଅତାବିରା ହୁଆଇଟ ହର୍ଷ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ରେ ସିଂ ୱାରିୟର ଦଳ ଟସ୍ ଜିତି
Read More...

ପଦ୍ମପୁରରେ ବିପର୍ଯ୍ୟୟ ପ୍ରଶମନ ପ୍ରଶିକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍‌ଡିଆର୍‌ଏଫ୍‌), ମୁଣ୍ଡୁଲି, କଟକ ତରଫରୁ ବିପର୍ଯ୍ୟୟ ପ୍ରଶମନ ପ୍ରଶିକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର
Read More...

ଭବାନୀପାଟଣାଠାରେ ଖବରକାଗଜ ବିତରକମାନଙ୍କୁ ପରିଚୟ ପତ୍ର ପ୍ରଦାନ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ କୁମାର ପଟେଲଙ୍କ ଅଧ୍ୟକ୍ଷତାରେ ଖବରକାଗଜ ବିତରକମାନଙ୍କୁ ପରିଚୟ ପତ୍ର ପ୍ରଦାନ କାର୍ୟ୍ୟ ଅନୁଷ୍ଠିତ ହୋଇଯାଇଛି । ସୂଚନା ଯୋଗ୍ୟ ଯେ, ଗତ ୨୩/୧୨/୨୦୨୧ ରିଖରେ ମୁଖ୍ୟମନ୍ତ୍ରୀ ନବୀନ
Read More...

ସମସ୍ୟା ଜର୍ଜରିତ ବଲାଙ୍ଗିର ସହର : ସହରର ନବ ନିର୍ମାଣ ପାଇଁ ଅଭିନବ ପ୍ରସ୍ତାବ ସମୁହ ଆଗତ କଲା ପୁରୁଖା କଂଗ୍ରେସ…

ସମାଧାନର ପ୍ରତିଶ୍ରୁତି ଦେଲେ ପୌରାଧ୍ୟକ୍ଷା ଓ ପ୍ରଶାସନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ମୌଳିକ ସମସ୍ୟାର ସମାଧାନ ଏବଂ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଭବିଷ୍ୟତ କାର୍ଯ୍ୟପନ୍ଥା ପ୍ରସ୍ତୁତି ନିମନ୍ତେ ପୌର କର୍ତ୍ତୃପକ୍ଷଙ୍କ ସହିତ ଏକ ସ୍ୱତନ୍ତ୍ର ବରାଦି
Read More...

ମଦନପୁରଠାରେ ମା’ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ଠାରେ ମା' ଠାକୁରାଣୀଙ୍କ ମନ୍ଦିର ରତ୍ନମୁଦ ଓ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇ ଯାଇଅଛି । ବୁଧବାର ସକାଳେ ପୂଜାର୍ଚନା, ମାଧ୍ୟାର୍ହ୍ନରେ ରତ୍ନାମୁଦ ଆରମ୍ଭ କରି ସନ୍ଧ୍ୟାରେ ମନ୍ଦିର ପ୍ରତିଷ୍ଠା ସକାଶେ ଅଙ୍କୁରୋପଣ
Read More...

ଯାଦବ ଭବନ ଠାରେ କୁଲୁତା ସମାଜ ପକ୍ଷରୁ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯାଦବ ଭବନ ବଲାଙ୍ଗିର ଠାରେ କୁଲୁତା ସମାଜ ବଲାଙ୍ଗିର ଆନୁକୁଲ୍ୟରେ ଜିଲ୍ଲାକୁ ପ୍ରତିନିଧିତ୍ୱ କରୁଥିବା ତଥା ନବ ନିର୍ବାଚିତ ଜିଲ୍ଲା ପରିଷଦ ସଭାପତି ଦେବକି ସାହୁ, ପୁଇଁନ୍ତଲା ବ୍ଲକ ଅଧ୍ୟକ୍ଷ ସରୋଜ କୁମାର ପଧାନ ଏବଂ ଆଗଲପୁର ବ୍ଲକ ଉପାଧ୍ୟକ୍ଷା
Read More...

ନକଲି ଆଦିବାସୀ ମାମଲା : ଦୋରା ତେଲେଙ୍ଗା ମାନଙ୍କ ଜାଲ ଜାତି ପ୍ରମାଣ ପତ୍ର ଶୀଘ୍ର ଫଏସଲା କରିବା ପାଇଁ ଦାବୀ କଲା…

ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମ ଓଡିଶାର ଆଦିବାସୀ ମାନଙ୍କ ସରଳତାର ସୁଯୋଗ ନେଇ ଆନ୍ଧପ୍ରଦେଶରୁ ଆସି ବରଗଡ, ବଲାଙ୍ଗିର, କଳାହାଣ୍ଡି, ସୋନପୁର, ସମ୍ବଲପୁର ଜିଲ୍ଲାରେ ବସବାସ କରୁଥିବା ଓବିସି ସଂପ୍ରଦାୟର ଲୋକ ଅନୁସୂଚୀତ ଜନଜାତି ପ୍ରମାଣ ପତ୍ର ହାସଲ କରି ଆଦିବାସୀ ମାନଙ୍କ ପାଇଁ
Read More...