Daily Archives

ଯୁବତୀଙ୍କ ମୃତଦେହ ଉଦ୍ଧାର : ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଭଟଲି ଛକ ସାଇ ମନ୍ଦିର ନିକଟରେ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ପୁଲିସ ପହଞ୍ଚିବା ପୂର୍ବରୁ ଅଗ୍ନିଶମ ବିଭାଗ ପହଞ୍ଚି ଝୁଲନ୍ତା ମୃତ ଦେହକୁ ଉଦ୍ଧାର କରି ବରଗଡ଼ ମୁଖ୍ୟ ଚିକିତ୍ସାଳୟକୁ…
Read More...

ବିଭତ୍ସ ଭାବେ ହତ୍ୟାକାଣ୍ଡ : ଡ୍ରେନ୍ କାର୍ଯ୍ୟକୁ ନେଇ ବଚସା ଯୋଗୁଁ ହତ୍ୟାକାଣ୍ଡ ହୋଇଥିବା ସନ୍ଧେହ

ବାଲେଶ୍ଵର : ବାଲେଶ୍ଵର ଟାଉନ୍ ଥାନା ଅନ୍ତର୍ଗତ ନନା ହୋଟେଲ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ତେବେ ଯୁବକଙ୍କର ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ମୃତ ଯୁବକ ଜଣକ କୁଡିଆ ଅଞ୍ଚଳର ରାଜେଶ ପଣ୍ଡା ବୋଲି ଜଣାପଡିଛି । ଯୁବକ ଜଣକ ଏକ ଠିକା ସଂସ୍ଥାର…
Read More...

ଓଡିଶା ଦିବସ ପାଳନ ଉପଲକ୍ଷେ ବକୃତା ଓ ଉତ୍କଳ ବନ୍ଦନା ଗାନ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ଅପ୍ରେଲ ୧ ତାରିଖରେ ଜିଲ୍ଲା ସ୍ତରୀୟ ଓଡିଶା ଦିବସ ପାଳନ ଉପଲକ୍ଷେ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଓଡିଆ ବକୃତା ପ୍ରତିଯୋଗିତା ଓ ଉତ୍କଳ ବନ୍ଦନା ଗାନ ପ୍ରତିଯୋଗିତା ସ୍ଥାନୀୟ ଗାନ୍ଧୀ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଓଡିଆ ବକୃତା ପ୍ରତିଯୋଗିତାରେ…
Read More...

ଭାଲୁ ଆକ୍ରମଣରେ ବୃଦ୍ଧା ଗୁରୁତର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ନୂଆମୁଣ୍ଡା ଜଙ୍ଗଲ ଭିତରେ ମହୁଳ ଗେଟେଇବା ସମୟରେ ବୃଦ୍ଧାଙ୍କୁ ୨ଟି ଭାଲୁ ଆକ୍ରମଣ କରିଥିଲେ । ବୃଦ୍ଧାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ବୋଇରଭାଡି ଗ୍ରାମର ମାଏଲି…
Read More...

ହୁତୁ ହୁତୁ ହୋଇ ଜଳୁଛି କେନ୍ଦୁଝର ଜିଲ୍ଲା ସମାକୋଇ ସଂରକ୍ଷିତ ଜଙ୍ଗଲ

ତେଲକୋଇ : କେନ୍ଦୁଝର ଜିଲ୍ଲା କରଦାଙ୍ଗି ଗାଁ ନିକଟସ୍ଥ ମାଙ୍କଡଚୁଆ ଓ କରଦାଙ୍ଗି ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲାଗିଥିବା ଖବର ମିଳିଛି । ଏକର ଏକର ମୂଲ୍ୟବାନ ଜଙ୍ଗଲ ହୁତୁହୁତୁ ହୋଇ ଜଳିଯାଉଥିବା ଦେଖିବାକୁ ମିଳିଛି । ସନ୍ଧ୍ୟା ହେଲେ ନିଆଁର ପ୍ରକୋପ ବଢିବାରେ ଲାଗୁଛି । ଜଙ୍ଗଲ ନିଆଁରେ ମୂଲ୍ୟବାନ…
Read More...

ଶାସ୍ତ୍ରୀନଗର ସହରାଂଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଓ ମୁଖ୍ୟ ଚିକିତ୍ସାଳୟକୁ ଓଡିଶା ସରକାରଙ୍କ ୨୦୨୧-୨୨ ବର୍ଷ ପାଇଁ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ନେସ୍‌ନାଲ୍‌ ପିସ ୟୁନିସନ (ଭାରତ)ଦ୍ୱାରା ପରିଚାଳିତ ସହରାଂଚଳ ସ୍ୱାସ୍ଥ୍ୟ କେନ୍ଦ୍ର (ୟୁପିଏଚ୍‌ସି) ଶାସ୍ତ୍ରୀନଗର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବିବିଏମ୍‌ସିଏଚ୍‌ ଓ କାନ୍ଧପାଲି ସ୍ଥିତ ସହରାଞ୍ଚଳ ସ୍ୱାସ୍ଥ୍ୟ…
Read More...

ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ

ନୟାଗଡ଼ : ନୟାଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ଜଣାପଡିଛି । ଏକାସାଙ୍ଗେ ୬ଟି ସ୍ଥାନରେ ଚଢାଉ ଚାଲିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ଏକାସାଙ୍ଗେ ନୟାଗଡ଼, କଟକ, ଖୋର୍ଦ୍ଧାର ୬ଟି ସ୍ଥାନରେ ଚଢାଉ…
Read More...

ରାଜ୍ୟରେ ଗତ ୩୭ ଘଂଟା ମଧ୍ୟରେ ୫୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୫୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୦୦ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୫ ଜଣ…
Read More...

ଜନ ନାଟ୍ୟ ମ‌ଞ୍ଚର ବିଶ୍ୱ ନାଟ୍ୟ ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗଦା ସ୍ଥିତ ମାନବ ସେବା ପ୍ରତିଷ୍ଠାନ ପ୍ରାଙ୍ଗଣରେ ବୈଜ୍ଞାନିକ ମନୋଭାବ ବିକାଶ ନିମିତ୍ତ ଦାତବ୍ୟ ଟ୍ରଷ୍ଟ କେନ୍ଦ୍ର ତରଫରୁ ‘ଜନ ନାଟ୍ୟ ମ‌ଞ୍ଚ’ର ସଂପାଦକ ଆର୍ତ୍ତତ୍ରାଣଙ୍କ ସଭାପତିତ୍ୱରେ ଜନ ନାଟ୍ୟ ମ‌ଞ୍ଚର ବିଶ୍ୱ ନାଟ୍ୟ ଦିବସ ପାଳିତ ହୋଇଯାଇଛି ।…
Read More...

ପ୍ରଗତି ଯୁବକ ସଂଘର ନୂତନ କର୍ମକର୍ତ୍ତା ଚୟନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ କଛାରପାଲି ସାହୁପଡ଼ାର ପ୍ରଗତି ଯୁବକ ସଂଘର ନୂତନ କର୍ମକର୍ତ୍ତା ଚୟନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସଦସ୍ୟ ସାଧୁଚରଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକର ପଡ଼ାର ବରିଷ୍ଠ ସଦସ୍ୟଙ୍କ ସହ ସଂଘର ସମସ୍ତ କର୍ମକର୍ତ୍ତା…
Read More...