Daily Archives

ଅସ୍ଥାୟୀ ବୃହତ ଶକ୍ତି ପ୍ରକଳ୍ପ ପାଇଁ ବୃହତ ଶକ୍ତି ନୀତି ୨୦୦୯ରେ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି ବୈଠକରେ, ଟିକସ କର୍ତ୍ତୃପକ୍ଷମାନଙ୍କୁ ଅନ୍ତିମ ବୃହତ (ମେଗା) ପ୍ରମାଣପତ୍ର ଦାଖଲ କରିବା ଉଦ୍ଦେଶ୍ୟରେ, ଦଶଟି ଅସ୍ଥାୟୀ (ପ୍ରୋଭିଜନାଲ) ବୃହତ (ମେଗା)
Read More...

ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ ସମ୍ପର୍କିତ ପିଆଇବିର ସାମ୍ବାଦିକ ସମ୍ମିଳନୀ

• ଆସନ୍ତା ଏପ୍ରିଲ ୧ରେ ଅନୁଷ୍ଠିତ ହେବପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ର ପଞ୍ଚମ ସଂସ୍କରଣ• ନୂଆଦିଲ୍ଲୀର ତାଲକଟୋରା ଷ୍ଟାଡ଼ିୟମରେ ଦିନ ୧୧ଟାରେ ୧ ହଜାର ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ• ପ୍ରଥମ ଥର ସବୁ ରାଜଭବନରେ ରାଜ୍ୟପାଳଙ୍କ ସହ
Read More...

ପଶ୍ଚିମ ଓଡିଶାର ଲୋକନୃତ୍ୟ ଡାଲଖାଇ ଶିର୍ଷକରେ ଆଲୋଚନାଚକ୍ର ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୁଲଦୁଲି କଳା ପରିଷଦ ଆନୁକୂଲ୍ୟ ତଥା ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ସହଯୋଗିତାରେ ପୁଇଁନ୍ତଳା ସ୍ଥିତ ବୀଣାପାଣୀ ଶିକ୍ଷା ଶୌଧଠାରେ ପଶ୍ଚିମ ଓଡିଶାର ଲୋକନୃତ୍ୟ ଡାଲଖାଇକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ବୀଣାପାଣି ଶିକ୍ଷା ଶୌଧର
Read More...

ଶ୍ରୀ ରାମଚନ୍ଦ୍ରପୁରଠାରେ ମାଗଣା ଚକ୍ଷୁ ଚିକତ୍ସା ଶିବିର ଅନୁଷ୍ଠିତ

ଢେଙ୍କାନାଳ, (ତାପସ ଦାସ) : ଆଜି ଶ୍ରୀ ରାମଚନ୍ଦ୍ରପୁରଠାରେ ଚକ୍ଷୁ ଚିକତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଢେଙ୍କାନାଳ ଜିଲ୍ଲା ଗଂଦିଆ ବ୍ଲକ ଅନ୍ତର୍ଗତ କାବେରା, ଆଙ୍କୁରୁଦା, ବରଦା, କରନ୍ଦା ଗ୍ରାମର ଲୋକମାନଙ୍କୁ ନେଇ ଢେଙ୍କାନାଳ କଳିଙ୍ଗ ଚକ୍ଷୁ ହସ୍ପିଟାଲରେ ମାଗଣା ମୋତିଆ ବିନ୍ଦୁ
Read More...

ବଜାର ଗୃହ ଛୋଟ ହେଉଥିବା ପ୍ରତିବାଦରେ ବଣିକ ସଂଘର ରାସ୍ତା ରୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଖପ୍ରାଖୋଲ ବ୍ଲକର ହରିଶଙ୍କର । ଏଠାରେ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ତଥା ପର୍ଯ୍ୟଟକଙ୍କ ଭିଡ ଜମୁଥିବା ବେଳେ ଏହି ସ୍ଥାନର ଆଶାନୁରୂପକ ବିକାଶ ଆଜି ଯାଏଁ ହୋଇନାହିଁ । ଅନେକ ସମୟରେ ପର୍ଯ୍ୟଟନ ବିଭାଗ ତରଫରୁ
Read More...

ଦାଦନ ଶ୍ରମିକଙ୍କ ସ୍ୱାମୀ ମୃତ, ଝିଅ ବନ୍ଧକ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲାରେ ଦିନକୁ ଦିନ ଦାଦନ ଶ୍ରମିକଙ୍କ ଦୁଃଖ ଲିଭୁ ନ ଥିବା ବେଳେ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ ବୋଡେନ ବ୍ଲକ ଫରସରା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ସର୍ଗିଗୁଡ଼ା ଗ୍ରାମର କୈକେଇ ଜଗତ(୪୫) ଓ ତାଙ୍କ ଝିଅ ମଞ୍ଜୁଳା ଜଗତ(୧୭)
Read More...

ନବନିର୍ବାଚିତ ସରପଞ୍ଚମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କିତ ଓରିଏଣ୍ଟେସନ୍‌ ଟ୍ରେନିଂ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନବନିର୍ବାଚିତ ସରପଞ୍ଚମାନଙ୍କୁ ବିଭିନ୍ନ ଦାୟିତ୍ୱ ଓ କ୍ଷମତା ସମ୍ପର୍କରେ ଅବଗତ କରାଇବା ସମେତ ମହାତ୍ମାଗାନ୍ଧୀ ନିଶ୍ଚିତ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା, ଗ୍ରାମୀଣ ଗୃହ ନିର୍ମାଣ ଯୋଜନା, ସାମାଜିକ ସୁରକ୍ଷା ଯୋଜନା, ଅନୁସୂଚିତ ଜାତି ଓ ଜନଜାତିଙ୍କ
Read More...

ସାଇ ଭବ୍ୟ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଓ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ପାଇକମାଲ ସତ୍ୟ ସାଇ ଭଜନ କମିଟି ପକ୍ଷରୁ ନବ ନିର୍ମିତ ବାବା ସତ୍ୟ ସାଇ, ଗଣେଶ, ହନୁମାନଙ୍କ ଭବ୍ୟ ମନ୍ଦିରର ବିଗ୍ରହଙ୍କ ପ୍ରତିଷ୍ଠା ମହୋତ୍ସବ ଓ ଏକାଦଶ କୁଣ୍ଡୀୟ ବିଶ୍ଵଶାନ୍ତି ମହାଯଜ୍ଞ ଆସନ୍ତା ତା ୬/୪ ରୁ ତା ୭/୪ ଦୁଇ
Read More...

ଛତ୍ରପୁର ପୌରଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଦାୟିତ୍ୱ ଗ୍ରହଣ

• ଯଥାଶୀଘ୍ର ଛତ୍ରପୁର ଏନ୍.ଏ.ସି.କୁ ମ୍ୟୁନିସିପାଲଟି ପାଇଁ ପଦକ୍ଷେପ ନିଆଯିବ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ନବନିର୍ବାଚିତ ଛତ୍ରପୁର ପୌର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ବୁଧବାର କାର୍ଯ୍ୟଭାର ଦାୟିତ୍ୱ ଗ୍ରହଣ କରିଛନ୍ତି । ସର୍ବପ୍ରଥମେ ତାଙ୍କୁ ଅଧ୍ୟକ୍ଷା ପଦବୀରେ ଆସନ
Read More...

ଚିକିତ୍ସା କେନ୍ଦ୍ର ପାଇଁ ଡାକ୍ତର ଓ ଷ୍ଟାଫ୍‌ ନର୍ସଙ୍କ ସ୍ଥାୟୀ ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ଗମ୍ଭାରୀ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚିକିତ୍ସା କେନ୍ଦ୍ର ପାଇଁ ଡାକ୍ତର ଓ ଷ୍ଟାଫ୍‌ ନର୍ସଙ୍କ ସ୍ଥାୟୀ ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ଗମ୍ଭାରୀ ଆଂଚଳିକ ଯୁବ ସଂଗ୍ରାମ କମିଟି ତଥା ଅଂଚଳବାସୀ । ସୂଚନା ଅନୁସାରେ ସେମାନେ ଏ ସଂପର୍କରେ ଏକ ଦାବୀପତ୍ର ବଲାଙ୍ଗିର ସିଡ଼ିଏମ୍‌ଓଙ୍କୁ
Read More...