Daily Archives

ରାଜବୋଡାସମ୍ବର କୃଷକ ସଙ୍ଗଠନର ପଞ୍ଚାୟତସ୍ତରୀୟ କମିଟି ଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଗାଇସିଲେଟ ବ୍ଲକର ଫିରିଙ୍ଗିମାଲ ଗ୍ରାମ ପଞ୍ଚାୟତର ଚାଷୀମାନଙ୍କୁ ନେଇ ଆଜି ରାଜବୋଡାସମ୍ବର କୃଷକ ସଙ୍ଗଠନର ବ୍ଲକ ସଭାପତି ଅରବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ବସିଥିଲା । ଏହି ସଭାରେ ରାଜବୋଡାସମ୍ବର
Read More...

ଭାରସାମ୍ୟ ହରାଇ ଓଲଟିଲା ବସ୍ : ୧୫ରୁ ଅଧିକ ଯାତ୍ରୀ ଆହତ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ବଣସିଂହ ନିକଟରେ ସମଲେଇ ନାମକ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟିପଡ଼ିଥିବା ଖବର ମିଳିଛି । ଏହି ଦୁର୍ଘଟଣାରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଢେଙ୍କାନାଳ ଡାକ୍ତରଖାନାରେ
Read More...

ଆଜି ବିଶ୍ୱ ଜଳ ଦିବସ

ଭୁବନେଶ୍ୱର : ଆଜି ବିଶ୍ୱ ଜଳ ଦିବସ । ପ୍ରତିବର୍ଷ ମାର୍ଚ୍ଚ ୨୨ ତାରିଖରେ ବିଶ୍ୱ ଜଳ ଦିବସ ପାଳନ କରାଯାଇଥାଏ । ଜଳ ହିଁ ଜୀବନ । ଜଳ ବିନା ଜୀବନ ଅସମ୍ଭବ । ପୃଥିବୀପୃଷ୍ଠର ପ୍ରାଣୀ ଓ ବୃକ୍ଷଲତାଙ୍କର ଜୀବନଧାରଣ ଜଳ ବିନା ସମ୍ଭବ ପର ନୁହେଁ । ଜଳର ଅତ୍ୟଧିକ ବ୍ୟବହାର ଯୋଗୁଁ ମାନବ ସମାଜ ଏବେ
Read More...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୧୦ ବଖରା ଘର

କେନ୍ଦ୍ରାପଡ଼ : କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଇନ୍ଦୁପୁର ଦଳିତ ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଏହି ଅଗ୍ନିକାଣ୍ଡରେ ୧୦ ବଖରା ଘର ଜଳି ପାଉଁଶ ହେବା ସହ ଲକ୍ଷାଧିକ ଟଙ୍କାର ଧନ ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଖବର ମିଳିଛି । ଗତକାଲି ମଧ୍ୟରାତ୍ରିରେ ଏହି
Read More...

‘ରଚନା’ ଦ୍ଵାରା ବିଶ୍ଵ କବିତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମଗ୍ର ବିଶ୍ୱରେ କୋଟି କୋଟି ମଣିଷ ଅଛନ୍ତି, କିନ୍ତୁ କବିପ୍ରାଣ ସ୍ୱତନ୍ତ୍ର । କାରଣ ସେ ନିଜେ ଜଣେ ସ୍ରଷ୍ଟା । ତା’ର ଭାବ ଜଗତ ସତ୍ୟ, ଶିବ ଓ ସୁନ୍ଦର । ବିଜ୍ଞାନର ଆବିଷ୍କାର ବଳରେ ଆଜି ମଣିଷ ଧରାକୁ ସରା ମଣିଛି ସତ, କିନ୍ତୁ ସାହିତ୍ୟପ୍ରାଣ କବିମାନେ ହିଁ
Read More...

ପୌର ପରିଷଦ ନିର୍ବାଚନର ଶେଷ ଦିନରେ ପୂର୍ବତନ ବିଧାୟକ କନକବର୍ଦ୍ଧନ, ସାସଂଦ ସଙ୍ଗିତା ଓ ରାଜଜେମା ନିବୃତ୍ତିଙ୍କ ଜୋରଦାର…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ପୌର ପରିଷଦ ନିର୍ବାଚନ ପ୍ରଚାର ଜୋରଦାର ହୋଇ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି । ଭାରତୀୟ ଜନତା ପାର୍ଟି ପାଟଣାଗଡ଼ ପୌର ନିର୍ବାଚନ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ପାଟଣା ମହାରାଜା ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ବିଜେପି ସଭାପତି କନକବର୍ଦ୍ଧନ
Read More...

ପଦ୍ମପୁର ଏନ୍‌ଏସିରେ ବିଜେପିର ଜୋରଦାର ପ୍ରଚାର : ବାଇକ ରେଲି, ୱାର୍ଡକୁ ୱାର୍ଡ ପଦଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପୌର ପରିଷଦ ନିର୍ବାଚନ ପ୍ରଚାର ଆଜି ଅନ୍ତିମ ଦିବସରେ ଥିବା ବେଳେ ଭାରତୀୟ ଜନତା ପାର୍ଟି ମୋଟର ସାଇକେଲ ରେଲି ଓ ୱାର୍ଡକୁ ୱାର୍ଡ ପଦଯାତ୍ରା କରି ପୌର ପରିଷଦ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛି । ଆଜି ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି
Read More...

ତହଁକ୍ କୁଟୁମ୍‌ର ବଉଲି କବିତା ଆସର ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶ୍ୱ କବିତା ଦିବସ ଅବସରରେ ସ୍ଥାନୀୟ ଅମଲାଭବନ ଠାରେ ତହଁକ୍ କୁଟୁମ୍ ତରଫରୁ ବଉଲି କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ସମୟର ମୁଖ୍ୟ ପ୍ରବନ୍ଧକ ସତ୍ୟସୁନ୍ଦର ଭଞ୍ଜ ଯୋଗ ଦେଇଥିବା ବେଳେ କବୟିତ୍ରୀ ଜ୍ୟୋତିର୍ମୟୀ ତ୍ରିପାଠୀ
Read More...

ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ

ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ୫୩ ନମ୍ଵର ଜାତୀୟ ରାଜପଥ ଗଡନୃସିଂହପ୍ରସାଦ ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଜଣେ ବୃଦ୍ଧଙ୍କ ମୃତ୍ରୁ ହୋଇଥିବା ଜଣାପଡିଛି । ବୃଦ୍ଧ ଜଣକ ବାସୁଦେଇପୁର ଗ୍ରାମର ରମେଶ ଭୂୟାଁ (୬୨) ବୋଲି ଜଣାପଡିଛି । ସୂଚନାନୁଯାୟୀ, ରମେଶ ଭୂୟାଁ
Read More...

ଦୁର୍ନୀତିଗ୍ରସ୍ତ ସରକାରଙ୍କ ପତନ ପାଇଁ କଂଗ୍ରେସ ବଦ୍ଧପରିକର : ରାଜ୍ୟ କିଷାନ ସେଲ୍‌ ପ୍ରଭାରୀ ରଶ୍ମୀ ପଟ୍ଟନାୟକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପରିପ୍ରେକ୍ଷୀରେ ୪୦ ନଂ ୱାର୍ଡରେ କଂଗ୍ରେସର ନିର୍ବାଚନ ପ୍ରଚାର ଜୋରଦାର ହୋଇଛି । ରାଜ୍ୟ କିଷାନ ସେଲର ପ୍ରଭାରୀ ରଶ୍ମୀ ପଟ୍ଟନାୟକଙ୍କ ନେତୃତ୍ୱରେ ଜୋରଦାର ପ୍ରଚାର ସହ ଘର ଘର ବୁଲି ଭୋଟ ଭିକ୍ଷା କରିଥିଲେ । ଏଥିସହ
Read More...
error: Content is protected !!