Daily Archives

ଶ୍ରୀ ଶାଲେଶ୍ୱର ଦେବଙ୍କ ପଞ୍ଚୁ ଦୋଳ ମେଳଣ ଉତ୍ସବ ଅନୁଷ୍ଠିତ

ଖୋର୍ଦ୍ଧା, (କେପିଏନ୍‌ଏସ୍‌) : ଅଣ୍ଡାଗ୍ରାମର ଶାନ୍ତି କମିଟି, ଶ୍ରୀ ଶାଳେଶ୍ୱର ଟ୍ରଷ୍ଟି କମିଟି ଓ ସମସ୍ତ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଶ୍ରୀ ଶାଲେଶ୍ୱର ଦେବଙ୍କ ପଞ୍ଚୁ ଦୋଳ ମେଳଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ମେଳଣ ୧୫୦ବର୍ଷ ପୂର୍ବେ ଆରମ୍ଭ କରାଯାଇଥିଲା । ବାଲୁଙ୍କେଶ୍ୱର ଦେବ
Read More...

ଜିଲ୍ଲାସ୍ତରୀୟ ଯୁବ ପଡୋଶୀ ସାଂସଦ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ନେହେରୁ ଯୁବ କେନ୍ଦ୍ର ସୋନପୁର ଆନୁକୂଲ୍ୟରେ ଜିଲ୍ଳାସ୍ତରୀୟ ଯୁବ ପଡୋଶୀ ସାଂସଦ କାର୍ଯ୍ୟକ୍ରମ ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୁବକ ଯୁବତୀମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ଓ ଆଇନ
Read More...

୩ୟ ଦେଶଫାଲ୍ ଲୋକକଳା ମହୋତ୍ସବ ଉଦ୍‌ଘାଟିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଉପଖଣ୍ଡର ଧର୍ମଶାଳାଠାରେ ଗତକାଲି ରାତି ତୃତୀୟ ଦେଶଫାଲ୍ ଲୋକକଳା ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ପର୍ବରେ ଶିକ୍ଷାବିଦ୍ ଡଃ ପ୍ରଫୁଲ୍ଲ ରଥ, ଡଃ କେଦାରନାଥ ମିଶ୍ର, ଡଃ ରାମେଶ୍ବର ନାଏକ ଓ ଐତିହାସିକ
Read More...

ଆସନ୍ତା ଏପ୍ରିଲ ୪ ତାରିଖରୁ ସକାଳୁଆ କୋର୍ଟ

କଟକ : ଆସନ୍ତା ଏପ୍ରିଲ ୪ ତାରିଖରୁ ରାଜ୍ୟର ସମସ୍ତ ଅଧସ୍ତନ କୋର୍ଟ ସକାଳୁଆ ଚାଲିବ । ପୁରୀ, ଭୁବନେଶ୍ୱର, ବ୍ରହ୍ମପୁର, ଛତ୍ରପୁର, କୋରାପୁଟ କୋର୍ଟ ଛଡ଼ା ସବୁ ସକାଳୁଆ ହେବ । ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଚାଲିବ କୋର୍ଟ । ମଝିରେ କେବଳ ଦିନ ୧୦ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ବିରତି
Read More...

ଶ୍ରୀ ସାଲେଶ୍ୱର ମହାଦେବଙ୍କ ପୀଠରେ ଯଂଜ୍ଞ ଓ ମହାଜଜ୍ଞର ଆୟୋଜନ

ଖୋର୍ଦ୍ଧା, (କେପିଏନ୍‌ଏସ୍‌) : ବିଶ୍ୱର କଲ୍ୟାଣ ତଥା ସର୍ବସାଧାରଣମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ମଙ୍ଗଳମୟ ଶିବଙ୍କ ନିକଟରେ ଘୃତାର୍ପଣ ପୂର୍ବକ ଯଂଜ୍ଞ ଓ ମହାଜଜ୍ଞର ଆୟୋଜନ ଆମ ହିନ୍ଦୁ ପରମ୍ପରାର ଏକ ବିଶେଷ ଅଙ୍ଗ ଭାବେ ରହିଆସିଅଛି । ଏହିପରି ଏକ ଆଧ୍ୟାତ୍ମିକ ଓ ମାଙ୍ଗଳିକ ଉଦ୍ୟମ ବିଗତ
Read More...

ରାଜସ୍ଥାନର ଜଣେ ମହିଳା, ଯିଏ କୁଆଁରୀ ପରିଚୟ ଦେଇ ବିବାହ କରନ୍ତି, ତା’ପରେ ସ୍ୱାମୀଙ୍କୁ ଲୁଟନ୍ତି

ବାଡ଼ମେର୍ : ରାଜସ୍ଥାନର ବାଡ଼ମେର୍ ଜିଲ୍ଲାର ଚୌହଟନ ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ଲୁଟେରା ଦୁଲ୍‌ହନ୍‌ ଧରାପଡିଛି । ସେ ଅବିବାହିତ ବୋଲି ଦର୍ଶାଇ ବିବାହ କରନ୍ତି ଏବଂ ପରେ ସ୍ୱାମୀଙ୍କ ଠାରୁ ଟଙ୍କା ଏବଂ ଅଳଙ୍କାର ଲୁଟି ପଳାୟନ କରନ୍ତି । ବ୍ଲାକମେଲିଂ କରିବାକୁ ମଧ୍ୟ ପଛଘୁଞ୍ଚା ଦିଅନ୍ତି
Read More...

ଅଂଶୁଘାତ ପ୍ରତି ସତର୍କ ବାର୍ତ୍ତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବର୍ତ୍ତମାନ ଖରାର ପ୍ରଭାବ ବଢୁଥିବା ଯୋଗୁ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ । ଦିନ ୧୧ଟାରୁ ୩ଟା ମଧ୍ୟରେ ନିହାତି ଦରକାର ନଥିଲେ ବାହାରକୁ ବାହାରନ୍ତୁ ନାହିଁ । ବାହାରକୁ ଗଲେ ଛତା, ଚପଲ, ଓଦା ଗାମୁଛା ବ୍ୟବହାର କରନ୍ତୁ, ପ୍ରଚୁର ପାଣି ପିଅନ୍ତୁ, ପଖାଳ,
Read More...

ଓଡ଼ିଶା ଦିବସ ମହାସମାରୋହରେ ପାଳନ କରାଯିବା ନେଇ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା ଓଡ଼ିଶା ଦିବସ ମହାସମାରୋହରେ ପାଳନ କରାଯିବ । ଏଥି ନିମନ୍ତେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ
Read More...

ରାଜ୍ୟସ୍ତରୀୟ କବି ଲେଖକ କଳାକାର ସମାବେଶ ଆସନ୍ତା ୨୦ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟର ଅଗ୍ରଣୀ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ "ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ, କଟକ", ଅଗ୍ନିସ୍ଫୁଲିଙ୍ଗ, ରାଉରକେଲା ଏବଂ ଓଡିଶା ପୂଜ୍ୟପୂଜା ପରିଷଦ, ଭୂବନ ଆନୁକୂଲ୍ୟରେ ଆଗାମୀ ମାର୍ଚ୍ଚ ୨୦ ତାରିଖ ଦିନ ଦିବସ ବ୍ୟାପୀ ରାଜ୍ୟସ୍ତରୀୟ କବି,
Read More...

ଜୁନିଅର ରେଡକ୍ରସ କାଉନସିଲରସ୍‌ ତାଲିମ ଉଦ୍‌ଯାପିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ କୁହିବାହାଲ ହାଇସ୍କୁଲ ପ୍ରାଙ୍ଗଣରେ ୩ ଦିନ ବ୍ୟାପୀ ଜୁନିଅର ରେଡକ୍ରସ ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖାର ସଂପାଦକ ସିଟିଏମ୍‌ ସୁଗୁଣା ଏବଂ ସୋନପୁର
Read More...