pakka

ଅଂଶୁଘାତ ପ୍ରତି ସତର୍କ ବାର୍ତ୍ତା

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବର୍ତ୍ତମାନ ଖରାର ପ୍ରଭାବ ବଢୁଥିବା ଯୋଗୁ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ । ଦିନ ୧୧ଟାରୁ ୩ଟା ମଧ୍ୟରେ ନିହାତି ଦରକାର ନଥିଲେ ବାହାରକୁ ବାହାରନ୍ତୁ ନାହିଁ । ବାହାରକୁ ଗଲେ ଛତା, ଚପଲ, ଓଦା ଗାମୁଛା ବ୍ୟବହାର କରନ୍ତୁ, ପ୍ରଚୁର ପାଣି ପିଅନ୍ତୁ, ପଖାଳ, କାକୁଡି, ତରଭୁଜ ଇତ୍ୟାଦି ଖାଆନ୍ତୁ ଖରାରେ ଅସୁସ୍ଥ ଲାଗିଲେ ଓ ଆର ଏସ ଦ୍ରବଣ ପିଅନ୍ତୁ । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

jay balangir
Leave A Reply

Your email address will not be published.

2 × 1 =