Daily Archives

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳ ଓ ସୋନପୁର ମ୍ୟୁନିସିପାଲିଟିର ବ୍ୟବସ୍ଥିତ ୨୩ଟି କେନ୍ଦ୍ରରେ ୧୮ ରୁ ଅଧିକ…

୧୨ ବର୍ଷରୁ ୧୪ବର୍ଷ ନିମନ୍ତେ ୨୪ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

ଗାନ୍ଧୀନଗର କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୨ ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧିଜୀ କ୍ଲବ ଗାନ୍ଧିନଗରପଡା ଆନୁକୁଲ୍ୟରେ ୧୧ରୁ ୧୫ ଦୀର୍ଘ ୫ ଦିନ ଧରି ଚାଲିଥିବା ଗାନ୍ଧୀନଗର କ୍ରିକେଟ ଟୁର୍ଣ୍ଣାମେଣ୍ଟଉଦ୍‌ଯାପିତ ହୋଇଯାଇଛି । ଏଥିରେ ବିଭିନ୍ନ ଟିମ୍‌ର ୩୨ଟି ଟିମ୍‌ ଯୋଗ ଦେଇଥିଲେ । ଏମ୍‌ଏମ୍‌ସିସି ସମ୍ବଲପୁର ଟିମ୍‌ ବିଜେତା ହୋଇଥିବା
Read More...

ଓଡ଼ିଶା ପ୍ରସିଦ୍ଧ ମା’ ତାରାତାରିଣୀଙ୍କ ଚୈତ୍ରପର୍ବ ପ୍ରସ୍ତୁତି ବୈଠକ

ଚଳିତ ବର୍ଷ ମାନସିକଧାରୀ ଭକ୍ତଗଣ ମୁଣ୍ଡନ କରିପାରିବେବିନା ମାସ୍କରେ ପ୍ରବେଶ କରିବାକୁ ଦିଆଯିବ ନାହିଁ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ନିକଟରେ ଅବସ୍ଥାପିତ ତଥା ବ୍ରହ୍ମପୁର ସହରରୁ ୩୫କିମି ଦୂର ଏବଂ ଗଞ୍ଜାମଜିଲ୍ଲା ମହକୁମା ଛତ୍ରପୁର ଠାରୁ
Read More...

ଗଞ୍ଜାମ ମହାବିଦ୍ୟାଳୟର ରସାୟନ ବିଭାଗର ପାଠଚକ୍ର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ମହାବିଦ୍ୟାଳୟର ରସାୟନ ବିଭାଗର ଏକ ପାଠଚକ୍ର ଅଡିଟୋରିୟମ ହଲ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଡ଼ଃ.ପ୍ରବୀଣ କୁମାର ନନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ଡ଼ଃ.ସନ୍ତୋଷ କୁମାର ଚୌଧୁରୀ ମୁଖ୍ୟବକ୍ତା ଭାବେ
Read More...

ସଇଁତଲା ଓ ବଡମାଲ ଷ୍ଟେସନରେ ଏକ୍ସପ୍ରେସ ଟ୍ରେନ ରହଣୀ ପାଇଁ ଦାବୀ : ଇଷ୍ଟକୋଷ୍ଟ ରେଲୱେ ଜିଏମ୍‌ ଅର୍ଚ୍ଚନା ଯୋଶୀଙ୍କୁ…

ସଇଁତଲା, (ପ୍ରମୋଦ କୁମାର ସେଲମା) : ଆଜି ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ସଇଁତଲା ଓ ବଡ଼ମାଳ ରେଲୱେ ଷ୍ଟେସନକୁ ଇଷ୍ଟକୋଷ୍ଟ ରେଲୱେର ଜିଏମ୍‌ ଅର୍ଚ୍ଚନା ଯୋଶୀ ଓ ସମ୍ବଲପୁର ଡିଭିଜନ ଡିଆର୍‌ଏମ୍‌ ପ୍ରଦୀପ କୁମାର ସଇଁତଲା ଓ ବଡ଼ମାଳ ରେଳ ଷ୍ଟେସନ ପରିଦର୍ଶନରେ ଆସିଥିଲେ । ପ୍ରଥମେ ସଇଁତଲା
Read More...

ବିପ୍ଲବ ବହ୍ନିପ୍ରତିମା ମାଳତୀ ଦେବୀଙ୍କ ମହାପ୍ରୟାଣ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବିପ୍ଲବର ବହ୍ନିପ୍ରତିମା ମାଳତୀ ଦେବୀଙ୍କ ମହାପ୍ରୟାଣ ଦିବସ ଜଗଦା ସ୍ଥିତ ଉତ୍କଳ ନବଜୀବନ ମଣ୍ଡଳ ପକ୍ଷରୁ ପାଳିତ ହୋଇଯାଇଛି । ମଣ୍ଡଳର ସଭାପତି ସଂଜୀବ କୁମାର ମହାନ୍ତିଙ୍କ ସଭାପତିତ୍ୱ ଓ ସଂଯୋଜନା ତଥା ସାଧାରଣ ସଂପାଦକ ବୈଦ୍ୟନାଥ ଦାସଙ୍କ ଆବାହକତ୍ୱରେ
Read More...

ସେଞ୍ଚୁରିୟନ ବିଦ୍ୟାଳୟ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗିତାରେ ବିଦ୍ୟାଳୟର ପରିସରରେ ଅନ୍‌ଲାଇନ କର୍ମଶାଳା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉଦ୍ୟମ ଓ ଉଦ୍‌ଯୋଗ ହିଁ ସଫଳତାର ଚାବିକାଠି । ସମ୍ପ୍ରତି ଜଗତୀକରଣର ଯୁଗରେ ଜଣେ ସଫଳ ଉଦ୍ୟୋକ୍ତା ହିଁ ସଫଳ ସମାଜର ମୂଳ ନିର୍ମାତା । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦକ୍ଷତା ଉଦ୍ୟୋକ୍ତାର ସମସ୍ତ ଗୁଣଗୁଡିକ ବିକଶିତ କରିବା ଉଦ୍ଦେଶ୍ୟରେ ସେଞ୍ଚୁରିୟନ ବିଦ୍ୟାଳୟ ଓ
Read More...

ବେଆଇନ ଗୋ ଚାଲାଣ ବେଳେ ଗୋରୁ ଭର୍ତ୍ତି ପିକ୍‌ଅପ୍‌ ଭ୍ୟାନ ଜବତ ସହ ୪ ଅଟକ

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ପ୍ରାୟ ଦିନ ୩ଟା ସମୟରେ ଖୋଲା ଖୋଲି ଭାବରେ କଣ୍ଟାବାଞ୍ଜିରୁ ପାଟଣାଗଡ଼ ଦେଇ ବେଆଇନ ଗୋ ଚାଲାଣ କରୁଥିବା ୨ ଗୋଟି ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ (ଓଆର୍‌୧୭ଏଚ୍୭୩୭୮ ଏବଂ ଓଡି୦୩ଡବ୍ଳୁ୧୭୬୯)କୁ ଜବତ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ
Read More...

ଲୋକଙ୍କୁ ଖାତିର ନ କରି ଗାଡିଆରେ ଗାଧୋଉଛି ହାତୀ

ଢେଙ୍କାନାଳ ସଦର, (ତାପସ ଦାସ) : ଦିନକୁ ଦିନ ଜଙ୍ଗଲ ବିନାଶ ହେତୁ ଜଙ୍ଗଲରେ ନ ରହିପାରି ହାତୀମାନେ ଗାଁ ମୁହାଁ ହେଉଛନ୍ତି । ଆଜି ଏକ ହାତୀ ଗରମ ସହ୍ୟ ନ କରିପାରି ଢେଙ୍କାନାଳ ଠାରୁ ଖୁରୁଣ୍ଟି ରାସ୍ତାର ଜଙ୍ଗଲରୁ ବାହାରି ଯିବା ବାଟରେ ଲୋକମାନଙ୍କୁ ଖାତିର ନ କରି ରାସ୍ତା ପାଖରେ ଥିବା ଏକ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଦେଓଗାଁ ବ୍ଲକ ମୁକୁନ୍ଦପୁର ଗ୍ରା.ପ.ରୁ ଜଣେ, ପାଟଣାଗଡ ବ୍ଲକ ଖୁର୍‌ସେଲ୍‌ ଗ୍ରା.ପ.ରୁ ଜଣେ, ପାଟଣାଗଡ ଏନ୍‌ଏସି ୱାର୍ଡ ନମ୍ବର ୮ରୁ
Read More...
error: Content is protected !!