Daily Archives

ଦାୟିତ୍ୱ ଗ୍ରହଣ କଲେ ନୂତନ ବଲାଙ୍ଗିର ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ସଂସ୍କୃତି ଅଧିକାରୀ ଭାବେ ରଶ୍ମି ରଞ୍ଜନ ମିଶ୍ର କଳାମଣ୍ଡଳ ସ୍ଥିତ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତକାଲି ଶ୍ରୀ ମିଶ୍ର କାର୍ଯ୍ୟରେ ଯୋଗଦାନ କରିଥିବା ବେଳେ ଆଜି ବିଧିବଦ୍ଧ ଭାବେ ଡିସିଓ ଦାୟିତ୍ୱ
Read More...

ଭାରସାମ୍ୟ ହରାଇ ଓଲଟିଲା ଓଟୋ

ଗଜପତି : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପି ଗୋବିନ୍ଦପୁର ଗ୍ରାମରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଏକ ଓଟୋ ଓଲଟି ପଡିଥିବା ଜଣାପଡିଛି । ଦୁର୍ଘଟଣାରେ ଡ୍ରାଇଭର୍ ସମେତ ୪ ଆହତ ହୋଇଥିବା ଜଣାପଡିଛି । ସୂଚନାନୁଯାୟୀ, କେଶରା ଗ୍ରାମରୁ ଗୋବିନ୍ଦପୁର ଗ୍ରାମପଞ୍ଚାୟତକୁ ପିଡିଏସ୍ ଚାଉଳ
Read More...

ବରିଷ୍ଠ ଶିକ୍ଷକ ସୁରେଶ କୁମାର ପଣ୍ଡାଙ୍କ ଅବସର ଗ୍ରହଣ 

ଢେଙ୍କାନାଳ, (ତାପସ ଦାସ) : ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରହ୍ମୋତ୍ରୀ ବିଶ୍ୱାଳ, ଓଡ଼ିଶା ଶିକ୍ଷା ସେବା ପ୍ରଥମ(କନିଷ୍ଠ)ଙ୍କର ମାର୍ଗଦର୍ଶନରେ ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ଶିକ୍ଷକ ସାଧାରଣ ପ୍ରକୋଷ୍ଠରେ ଅପରାହ୍ନ ୪ ଘଟିକା ସମୟରେ କୋଭିଡ-୧୯ ନିୟମ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଟିଟିଲାଗଡ ବ୍ଲକ ଜଗୁଆ ଗ୍ରା.ପ.ରୁ ଜଣେ, ଦେଓଗାଁ ବ୍ଲକ ମହଲେଇ ଗ୍ରା.ପ.ରୁ ଜଣେ ଓ ଖପ୍ରାଖୋଲ ବ୍ଲକ ଖପ୍ରାଖୋଲ ଗ୍ରା.ପ.ରୁ ଜଣେ ଚିହ୍ନଟ
Read More...

ପୌର ପରିଷଦ ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ବିଜେଡ଼ି ଶିବିରରେ ଲମ୍ବା ଲାଇନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମାପ୍ତ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏହାର ଫଳାଫଳରେ ବିଜେଡ଼ିର ବାଜିମାତ୍‌ ଜିଲ୍ଲା ରାଜନୀତିକୁ ସର୍‌ଗରମ୍‌ କରି ପକାଇଛି । ଏବେ ପୌର ପରିଷଦ ନିର୍ବାଚନର ବିଗୁଲ୍‌ ବାଜି ସାରିଥିବା ବେଳେ ଆରମ୍ଭ ହୋଇଯାଇଛି ପ୍ରାର୍ଥୀପତ୍ର ଦାଖଲ୍‌ ପ୍ରକ୍ରିୟା ।
Read More...

ଅଷ୍ଟମ ଦିନରେ ମହାଯୁଦ୍ଧ : ଖାର୍‌କିଭ୍‌ ସହର ହୁ ହୁ ହୋଇ ଜଳୁଛି, କିଭ୍‌ ଉପରେ ଅସମ୍ଭାଳ ବୋମା, ମିସାଇଲ୍‌ ବର୍ଷଣ

କିଭ୍‌ : ଅଷ୍ଟମ ଦିନରେ ପହଂଚିଛି ରୁଷ୍‌-ୟୁକ୍ରେନ୍‌ ମହାଯୁଦ୍ଧ । କେହି ବି ପଛକୁ ଘୁଂଚିବାକୁ ନାରାଜ । ଅଗଣିତ ଲୋକଙ୍କ ଅକାରଣେ ଜୀବନ ଯାଉଥିବା ବେଳେ ଅପର୍ଯ୍ୟାପ୍ତ ୟୁକ୍ରେନ୍‌ ସଂପତ୍ତି ନଷ୍ଟ ହେବାରେ ଲାଗିଛି । ୟୁକ୍ରେନ୍‌ର ବହୁ ସହର ଧ୍ୱସ୍ତ ବିଧ୍ୱସ୍ତ ହୋଇ ସାରିଥିବା ବେଳେ ଖାର୍‌କିଭ୍‌
Read More...

ବରିକେଲରେ ନବ ନିର୍ବାଚିତ ସରପଞ୍ଚ ଦିନେଶ କୁମାର ସେଠଙ୍କ ବିଜୟ ଶୋଭାଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡ଼ାସମ୍ବର ବ୍ଲକ ବରିକେଲ ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଭାବରେ ଦିନେଶ କୁମାର ସେଠ ୧୪୦୪ ଖଣ୍ତ ଭୋଟ ପାଇ ବିଜୟ ହୋଇଛନ୍ତି । ସେ ଅଞ୍ଚଳରେ ଜଣେ ସମାଜ ସେବୀ ଭାବେ ଜଣାଶୁଣା । ଗ୍ରାମ ପଞ୍ଚାୟତରେ ସରପଞ୍ଚ ଭାବେ ନିର୍ବାଚିତ ହେବା ପରେ
Read More...

କେସିଙ୍ଗା ଏନ୍ଏସି ନିର୍ବାଚନ ପାଇଁ ବିଭିନ୍ନ ୱାର୍ଡର ସଂରକ୍ଷଣ ତାଲିକା

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍ଏସିରେ ୧୨ ଗୋଟି ୱାର୍ଡ ରହିଛି । ଏସବୁ ୱାର୍ଡରେ ଭୋଟର ସଂଖ୍ୟା ୧୪୨୦୫ ରହିଥିବା ବେଳେ ସେଥିରେ ମହିଳା ଭୋଟର ସଂଖ୍ୟା ୭୦୪୧, ପୁରୁଷ ଭୋଟର ସଂଖ୍ୟା ୭୧୬୩ ଏବଂ ଜଣେ ତୃତୀୟ ସମଲିଙ୍ଗ ଭୋଟର ରହିଥିବା ଜଣାପଡିଛି । ତେବେ ଚଳିତ
Read More...

ଭବାନୀପାଟଣା ବ୍ରଜମୋହନ ହାଇସ୍କୁଲରେ ଅଭିବିନ୍ୟାସ କାର୍ଯ୍ୟକ୍ରମ

କଳାହାଣ୍ଡି, (ପି.କେ. ସାହୁ) : ଭବାନୀପାଟଣା ବାପୁଜୀ କ୍ଲଷ୍ଟର ତରଫରୁ ସରକାରୀ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟଠାରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଅଭିବିନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାର ମୁଖ୍ୟ ବିଷୟବସ୍ତୁ ମହାମାରୀ ସମୟରେ ବିଦ୍ୟାଳୟ, ଶିକ୍ଷା, ଶିକ୍ଷାର୍ଥୀ, ଶିକ୍ଷକଙ୍କ
Read More...

ଟେମରୀ ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଦିଲ୍ଲୀପ ବେହେରାଙ୍କୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଟେମରୀ ଗ୍ରାମ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଦିଲ୍ଲୀପ ବେହେରା ୮ ଖଣ୍ଡ ଭୋଟରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ପିତାମ୍ବର ବନଛୋରଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି । ନବ ନିର୍ବାଚିତ ସରପଞ୍ଚ ଦିଲ୍ଲୀପ ବେହେରା ୨୦୧୯/୨୧ ପର୍ଯ୍ୟନ୍ତ
Read More...
error: Content is protected !!