Monthly Archives

February 2022

ପାଇକମାଲ ପଞ୍ଚାୟତରେ ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ବାଜିମାତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀ ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ବିଜୟୀ ହୋଇଛନ୍ତି । ବିଗତ ବର୍ଷମାନଙ୍କରେ ପାଇକମାଲ ଗ୍ରାମ ପଞ୍ଚାୟତରେ କଂଗ୍ରେସ ଓ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟମାନେ
Read More...

ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ଦେଓଗାଁ, (କେପିଏନ୍‌ଏସ୍‌) : ଆଜି ଜରାସିଂହା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ଅଚ୍ୟୁତ ରାମ ମେହେରଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ବସନ୍ତ କୁମାର ମନହୀରା ସଭାପତିତ୍ୱ କରି ଶ୍ରୀ ମେହେରଙ୍କ
Read More...

ଚଳନ୍ତା କାର୍‌ ଉପରେ ପଡ଼ିଲା ରାସ୍ତା କଡ଼ର ଶୁଖିଲା ଗଛ : ଅଳ୍ପକେ ବର୍ତ୍ତିଲେ ଚାଳକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସୁଦପଡ଼ା ସ୍ଥିତ ରୋସାଲିଆ ନରସିଂ ଏକାଡେ଼ମୀ ସମ୍ମୁଖରେ ରାସ୍ତା କଡ଼ର ଏକ ଶୁଖିଲା ଗଛ ଚଳନ୍ତା କାର୍‌ ଉପରେ ପଡ଼ିଥିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବଲାଙ୍ଗିରରୁ ନୂଆପଡ଼ା ଯାଉଥିବା ଏକ କାର୍‌ (ଓଡ଼ି୨୬ଡ଼ି୯୦୯୯) ଉପରେ ଅକସ୍ମାତ
Read More...

ନଅଗାଁ(ଖ)ରେ ବିଜ୍ଞାନ ଦିବସ-୨୦୨୨ ପାଳିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ନଅଗାଁ(ଖ) ସରକାରୀ ପଂଚାୟତ ଉଚ୍ଚ ବିଦ୍ୟାଳୟଠାରେ ପରିଚାଳନା କମିଟି ତଥା ଆଲୁମିନି ଓ ଗ୍ରାମବାସୀଙ୍କ ସହଯୋଗ କ୍ରମେ ଜିଲ୍ଲାସ୍ତରୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବିଜ୍ଞାନ ସମ୍ୱନ୍ଧୀୟ ୨୮ଟି
Read More...

ପାଟଣାଗଡ଼ ଜିଲ୍ଲାପରିଷଦ ଜୋନ ନଂ ୧୬ ଓ ୨୬ରେ ୮ମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବାଳିକା ମାଝୀ ୩୫୪୬ ଖଣ୍ଡ ଓ ୭ମ…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଶେଷ ପର୍ୟ୍ୟାୟ ଭୋଟ ଗଣତିରେ ପାଟଣାଗଡ଼ ଜବାହରଲାଲ ମହାବିଦ୍ୟାଳୟରେ ଜୋନ ନଂ ୧୬ର ୮ମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବାଳିକା ମାଝୀ ୩୫୪୬ ଭୋଟରେ ଆଗୁଆ ଥିବା ବେଳେ ବେଲପଡା ଜୋନ ନଂ ୨୬ରେ
Read More...

ମହିଳାଙ୍କ ମୃତଦେହ ଉଦ୍ଧାର

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର କୁଣ୍ଡୁପଡା ସ୍ଥିତ ଏକ ଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ମୃତ ମହିଳା ଜଣଙ୍କ ସୁନିତା ମିଞ୍ଜ (୨୦) ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ସୁନିତା ମିଞ୍ଜଙ୍କୁ କେହି ହତ୍ୟା କରିଥିବା ସନ୍ଦେହ
Read More...

ଆଗଲପୁର ବ୍ଲକର ୨ନଂ ଜୋନରେ ସରପଂଚ ଓ ସମିତି ସଭ୍ୟ ଭାବେ କେଉଁମାନେ ବିଜୟୀ ହୋଇଛନ୍ତି ଆସନ୍ତୁ ଜାଣିବା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକର ୨ନଂ ଜୋନରେ ଥିବା ୧୧ ଗୋଟି ପଂଚାୟତର ବିଜୟୀ ସରପଂଚ ଓ ସମିତି ସଭ୍ୟମାନଙ୍କୁ ଆସନ୍ତୁ ଜାଣିବା । ଡୁଡୁକାର ଅଶୋକ ପଟେଲ ୧୪୩୭ ଭୋଟରେ, ଉପରବାହାଲ ମାନି ସାହୁ ୧୧୪୨ ଭୋଟରେ, ସାଲେଭଟା ବିଜୟ ବେହେରା ୮୯୨ ଭୋଟରେ, ମୁରସୁଣ୍ଢୀ ରଥି ସାହୁ ୭୬୨
Read More...

ପ୍ରକାଶ ପାଇଲା ପୌର ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି

ଭୁବନେଶ୍ଵର, (ସୁଶାନ୍ତ ସାହୁ) : ପଞ୍ଚାୟତ ନିର୍ବାଚନ ସରିବା ପରେ ଏବେ ପ୍ରକାଶ ପାଇଲା ପୌର ନିର୍ବାଚନ ପାଇଁ ବିଧିବଧ ବିଜ୍ଞପ୍ତି । ଆସନ୍ତା ୨ରୁ ୭ତାରିଖ ମଧ୍ୟରେ ନାମାଙ୍କନ ଦାଖଲ ହେବ । ୯ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ୍ ହେବ । ୨୪ ତାରିଖରେ ପୌର ଭୋଟ୍ ପଡିବ । ଏହାପରେ ୨୬ ତାରିଖରେ ଭୋଟ୍
Read More...

ବେହେରାମୁଣ୍ଡା ଗ୍ରାମ ପଞ୍ଚାୟତରେ ୪ ଜଣ ପ୍ରାର୍ଥୀଙ୍କୁ ପଛରେ ପକାଇ ସମିତି ସଭ୍ୟ ଭାବେ ନିର୍ବାଚିତ ହେଲେ ଦୁର୍ଯ୍ୟୋଧନ…

ବେଲପଡ଼ା : ବେଲପଡ଼ା ବ୍ଲକ୍‌ ଅନ୍ତର୍ଗତ ବେହେରାମୁଣ୍ଡା ଗ୍ରାମ ପଞ୍ଚାୟତରେ ମୋଟ ୫ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଓହ୍ଲାଇଥିବା ବେଳେ ୪ ଜଣ ପ୍ରାର୍ଥୀଙ୍କୁ ପଛରେ ପକାଇ ମୋଟ ୧୪୭୧ଟି ଭୋଟ ପାଇ ଦୁର୍ଯ୍ୟୋଧନ କୁମ୍ଭାର ସମିତି ସଭ୍ୟ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଛନ୍ତି । ଶ୍ରୀ କୁମ୍ଭାର
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୦୭୧କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ରହିଥିବା ବେଳେ ପୁରୀ ଜିଲ୍ଲାରୁ ୨ ଜଣ ରହିଛନ୍ତି । ଆଉ
Read More...