ଆଗଲପୁର ବ୍ଲକର ୨ନଂ ଜୋନରେ ସରପଂଚ ଓ ସମିତି ସଭ୍ୟ ଭାବେ କେଉଁମାନେ ବିଜୟୀ ହୋଇଛନ୍ତି ଆସନ୍ତୁ ଜାଣିବା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକର ୨ନଂ ଜୋନରେ ଥିବା ୧୧ ଗୋଟି ପଂଚାୟତର ବିଜୟୀ ସରପଂଚ ଓ ସମିତି ସଭ୍ୟମାନଙ୍କୁ ଆସନ୍ତୁ ଜାଣିବା । ଡୁଡୁକାର ଅଶୋକ ପଟେଲ ୧୪୩୭ ଭୋଟରେ, ଉପରବାହାଲ ମାନି ସାହୁ ୧୧୪୨ ଭୋଟରେ, ସାଲେଭଟା ବିଜୟ ବେହେରା ୮୯୨ ଭୋଟରେ, ମୁରସୁଣ୍ଢୀ ରଥି ସାହୁ ୭୬୨ ଭୋଟରେ, କୁଟାସିଂହା ଡିଗ୍ରି ମେହେର ୧୭୮୫ ଭୋଟରେ, ପଟୁଆପାଲି ରବିଚନ୍ଦ୍ର ବସ୍ତିଆ ୯୭୮ ଭୋଟରେ, ବକଟି ସୁଲତା ପୁରୋହିତ ୮୧୩ ଭୋଟରେ, ବେନ୍ଦ୍ରା ରବିନ୍ଦ୍ର ସାହୁ ୧୪୭୭ ଭୋଟରେ, ନଅଗାଁ(ଖ) ବ୍ରୁନ୍ଦାବନ ସେଠ୍‌ ୧୪୮୮ ଭୋଟରେ, ବଡଟିକା ଉଦେନାଥ ନାଏକ ୧୨୬୬ ଭୋଟରେ ବିଜୟୀ ହୋଇଛନ୍ତି । ସେହିପରି ସମିତି ସଭ୍ୟ ମୁରଷୁଣ୍ଢି ପବିତ୍ରମୋହନ ପଧାନ ୭୬୬ ଭୋଟରେ, ଉପରବାହାଲ ବାସନ୍ତି ସାହୁ ୧୧୪୯ ଭୋଟରେ, କୁଟାସିଂହା ପୁଷ୍ପାଞଳି ବେହେରା ୧୮୭୯ ଭୋଟରେ, ଡୁଡୁକା ଉମାକାନ୍ତ ପଟେଲ ୧୮୬୩ ଭୋଟରେ, ନଅଗାଁ(ଖ) ଦେବଦତ୍ତ ଦଣ୍ଡ ସେନା ୧୩୧୪ ଭୋଟରେ, ପଟୁଆପାଲି ନିର୍ମଳ ଭୁଏ ୧୦୨୮ ଭୋଟରେ, ବକଟିି ଶ୍ରୀନିବାସ ମଲ୍ଲିକ ୧୨୩୫ ଭୋଟରେ, ବଡଟିକା ବିକ୍ରମ ନାଏକ ୧୧୪୦ ଭୋଟରେ, ବେନ୍ଦ୍ରା ପଂଚାୟତରେ ସତ୍ୟବତୀ କୁଅଁର ୧୨୩୦ ଭୋଟରେ ବିଜୟୀ ହୋଇଛନ୍ତି । ଲୁହୁରାମୁଣ୍ଡା ସରପଂଚ ଓ ସମିତି ସଭ୍ୟ ଫଳାଫଳ ଜଣାପଡିନଥିବା ବେଳେ ସାଲେଭଟା ସମିତି ସଭ୍ୟ ବିନା ପ୍ରତିଦ୍ବନ୍ଦିତାରେ ନିର୍ବାଚିତ ହୋଇଛନ୍ତି ।

Leave A Reply

Your email address will not be published.

1 × three =

error: Content is protected !!