ବେହେରାମୁଣ୍ଡା ଗ୍ରାମ ପଞ୍ଚାୟତରେ ୪ ଜଣ ପ୍ରାର୍ଥୀଙ୍କୁ ପଛରେ ପକାଇ ସମିତି ସଭ୍ୟ ଭାବେ ନିର୍ବାଚିତ ହେଲେ ଦୁର୍ଯ୍ୟୋଧନ କୁମ୍ଭାର

ବେଲପଡ଼ା : ବେଲପଡ଼ା ବ୍ଲକ୍‌ ଅନ୍ତର୍ଗତ ବେହେରାମୁଣ୍ଡା ଗ୍ରାମ ପଞ୍ଚାୟତରେ ମୋଟ ୫ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଓହ୍ଲାଇଥିବା ବେଳେ ୪ ଜଣ ପ୍ରାର୍ଥୀଙ୍କୁ ପଛରେ ପକାଇ ମୋଟ ୧୪୭୧ଟି ଭୋଟ ପାଇ ଦୁର୍ଯ୍ୟୋଧନ କୁମ୍ଭାର ସମିତି ସଭ୍ୟ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଛନ୍ତି । ଶ୍ରୀ କୁମ୍ଭାର ପଞ୍ଚାୟତର ଉନ୍ନତି ସକାଶେ କାମ କରିବି ବୋଲି ମତ ରଖିଛନ୍ତି ।

Leave A Reply

Your email address will not be published.

17 + thirteen =

error: Content is protected !!