Monthly Archives

February 2022

ଯୁଦ୍ଧ ଭିତରେ ୟୁକ୍ରେନ୍‌କୁ ନାଟୋ ଦେଉଛି ଆଂଟି ଟ୍ୟାଙ୍କ ହତିଆର

ନୂଆଦିଲ୍ଲୀ : ଘନଘୋର ଯୁଦ୍ଧ ଭିତରେ ୟୁକ୍ରେନ୍‌କୁ ନାଟୋ ଦେଉଛି ଆଂଟି ଟ୍ୟାଙ୍କ ହତିଆର ଏବଂ ଏହା ନାଟୋ ଚିଫ୍‌ଙ୍କ ପକ୍ଷରୁ ସୂଚନା ଦିଆଯାଇଛି ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କି କହିଛନ୍ତି । ସାରା ବିଶ୍ୱ ଏବେ ରୁଷ୍‌ ଆକ୍ରମଣରୁ ୟୁକ୍ରେନ୍‌କୁ ବଂଚାଇବାକୁ ଚାହୁଁଛନ୍ତି ବୋଲି ସେ
Read More...

ଦୁଇ ବର୍ଷ ପରେ ଖୋଲିଲା ସ୍କୁଲ : ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ

ପାଟଣାଗଡ, (ଗୋରେଖ ନାଥ ବରିହା) : ଦୀର୍ଘ ଦୁଇବର୍ଷ ପରେ ଆଜି ସକାଳ ୧୦ଟାରେ ପ୍ରଥମରୁ ସପ୍ତମ ଶ୍ରେଣୀ ସ୍କୁଲ ଖୋଲିଯାଇଛି । ସ୍କୁଲ ଖୋଲି ଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠପଢାକୁ ନେଇ ସେମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ପାଟଣାଗଡ଼ ବ୍ଲକରେ ଥିବା ସମସ୍ତ ସ୍କୁଲ ଦିନ ସକାଳ
Read More...

ଆଗଲପୁର ବ୍ଲକ ୨ ନଂ. ଜୋନରେ ବିଜେଡି ପ୍ରାର୍ଥିନୀ ବୀଣାପାଣି ଦାଶ ବିଜୟୀ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ୨ ନଂ. ଜୋନର ଫଳାଫଳ ମୁତାବକ ବିଜେଡି ପ୍ରାର୍ଥିନୀ ବୀଣାପାଣି ଦାଶ ବିଜୟୀ ହୋଇଥିବା ଜଣାଯାଇଛି । ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଆଗଲପୁର ବ୍ଲକର ୨ଟି ଯାକ ଜିଲ୍ଲା ପରିଷଦ ଜୋନରେ ବିଜେଡି ବଶଜେପି ହାତରୁ ଛଡାଇ
Read More...

ବାଲିଖମାର ଗ୍ରାମ ପଂଚାୟତର ସମିତି ସଭ୍ୟ ପ୍ରାର୍ଥୀ ଭାବେ ନିର୍ବାଚିତ ହେଲେ ଶୁକ୍ରୁ ସୁନାନୀ

ପାଟଣାଗଡ, (ଗୋରେଖ ନାଥ ବରିହା) : ବେଲପଡା ବ୍ଲକ ବାଲିଖମାର ଗ୍ରାମ ପଂଚାୟତର ସମିତି ସଭ୍ୟ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଛନ୍ତି ଶୁକ୍ରୁ ସୁନାନୀ । ଶ୍ରୀ ସୁନାନୀ ନିଜର ପ୍ରତିଦ୍ୱନ୍ଦି ଠାରୁ କଡା ଟକ୍କରରେ ବିଜୟ ହୋଇଥିବା ଜଣାପଡିଛି । ସେ ଅଂଚଳର ବିକାଶ ପାଇଁ କାମ କରିବି ବୋଲି ମତ
Read More...

ରୁଷ ସୈନିକଙ୍କୁ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କ ଚେତାବନୀ, ଜୀବନ ବଂଚାଇ ଫେରିଯାଅ

ନୂଆଦିଲ୍ଲୀ : ୫ ଦିନ ହେଲାଣି ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଅନେକ ଲୋକଙ୍କ ପ୍ରାଣହାନୀ ଘଟିବା ପରେ ଆଜି ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରସ୍ତାବ ଉପରେ ଆଲୋଚନା କରୁଛନ୍ତି । ବେଲାରୁଷ ସୀମାରେ ଦୁଇ ଦେଶ ଶାନ୍ତି ପ୍ରତିଷ୍ଠା ନେଇ ଆଲୋଚନା କରୁଥିବା ବେଳେ ଏବେ ୟୁକ୍ରେନୀୟ
Read More...

ପାରିବାରିକ କଳହ ଯୋଗୁଁ ୧୨ ବର୍ଷର ଝିଅକୁ ଟାଙ୍ଗିଆରେ ହାଣି ହତ୍ୟା କଲା ନୃଶଂସ ବାପା

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ବାଉଶୁଣି ଥାନା ମଙ୍ଗଲମୁଣ୍ଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ମଙ୍ଗଲମୁଣ୍ଡା ଗ୍ରାମରେ ପାରିବାରିକ କଳହ ଯୋଗୁଁ ନିଜର ୧୨ ବର୍ଷର ଝିଅକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ନୃଶଂସ ବାପା । ଏପରିକି ମାନସିକ ଭାରସାମ୍ୟ ହରାଇ
Read More...

ଗ୍ୟାସ୍ ଟାଙ୍କି ଫାଟିଲା, ଅଗ୍ନିକାଣ୍ଡରେ ଯୁବକ ଗୁରୁତର

ଭୁବନେଶ୍ଵର : ଭୁବନେଶ୍ୱର ସିଆର୍‌ପି ଛକ ନିକଟ ନୀଳକଣ୍ଠ ନଗରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଆଜି ସିଆର୍‌ପି ଛକ ନିକଟରେ ଥିବା ନୀଳକଣ୍ଠ ନଗରର ଗ୍ୟାସ୍ ଟାଙ୍କି ଫାଟି ଯାଇଥିଲା । ଫଳରେ ଏହି ଅଗ୍ନିକାଣ୍ଡରେ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡ଼ିଛି ।
Read More...

ଭୟାବହ ଅଗ୍ନିକାଣ୍ଡରେ ୧୦ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଗଲା

ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ତହସିଲ ଅଧିନ ଭାଗବାନପୁର ପଞ୍ଚାୟତ ସୁତାରସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଧାମନଗର ତହସିଲ ଅଧିନ ଭାଗବାନପୁର ପଞ୍ଚାୟତ ସୁତାରସାହିର ସୁଶାନ୍ତ ସୁତାରଙ୍କ ଘରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି
Read More...

ସ୍କୁଲକୁ ଆସ କାର୍ଯ୍ୟକ୍ରମ ଓ ଜାତୀୟ ବିଜ୍ଞାନ ଦିବସ ପାଳିତ

କଣ୍ଟାବାଞ୍ଜି, (କୌଳାଶ ସଗରିଆ) : ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ସ୍କୁଲକୁ ଆସ କାର୍ଯ୍ୟକ୍ରମ ଓ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଦୀର୍ଘ ଦିନର ଅପେକ୍ଷା ପରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କୋଭିଡ଼ ଯୋଗୁଁ ବନ୍ଦ ଥିବା
Read More...

ଦେଉଲଗାଁ ସରପଞ୍ଚ ଭାବେ ନିର୍ବାଚିତ ହେଲେ ସବିତା ସାହୁ

ପାଟଣାଗଡ଼, (ଗୋରେଖ ନାଥ ବରିହା) : ପାଟଣାଗଡ଼ ବ୍ଲକର ଦେଉଲଗାଁ ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବରେ ବ୍ଲକର ସବୁଠାରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହେଲେ ଶ୍ରୀମତୀ ସବିତା ସାହୁ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ସତ୍ୟବତୀ ବାଗଙ୍କ ଠାରୁ ପ୍ରାୟ ୧୭୦୦ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି ।
Read More...
error: Content is protected !!