Monthly Archives

January 2022

ଭିତରକନିକାରେ ପକ୍ଷୀ ଗଣନା କାର୍ଯ୍ୟ ସମାପ୍ତ

ପଟାମୁଣ୍ଡାଇ : ଭିତରକନିକା ଅଭୟାରଣ୍ୟରେ ପକ୍ଷୀ ଗଣନା କାର୍ଯ୍ୟ ସମାପ୍ତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ବଢିଛି ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା । ରାଜନଗର ବନଖଣ୍ଡକୁ ୧୪୪ଟି ପ୍ରଜାତିର ପକ୍ଷୀ ଆସଥିବା ବେଳେ ମୋଟ ୧ ଲକ୍ଷ ୩୮ ହଜାର ୧୦୭ଟି ପକ୍ଷୀ
Read More...

ଟ୍ରାନ୍ସଜେଣ୍ଡରମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ସାଥୀ ପକ୍ଷରୁ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାରା ରାଜ୍ୟରେ ଟ୍ରାନ୍ସଜେଣ୍ଡରମାନଙ୍କର ବିକାଶ ଓ ଉନ୍ନୟନ ନିମନ୍ତେ ଏକ ବୈଠକ ରାଉରକେଲା ସହରର ମନ୍ତ୍ରା ପେଲେସ୍‌ ହୋଟେଲଠାରେ ଅନୁଷ୍ଠିତ ହୋଇଯାଇଛି । ସାଥୀ ନାମକ ଏକ ସାମାଜିକ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ
Read More...

ଦେଶରେ କରୋନା ସଂକ୍ରମଣ ତେଜୁଛି : ଗତ ୨୪ ଘଂଟା ମଧ୍ୟରେ ୨ ଲକ୍ଷ ୬୪ ହଜାର ୨୦୨ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ତେଜୁଛି କରୋନା ସଂକ୍ରମଣ । ଗତ ୨୪ ଘଂଟା ମଧ୍ୟରେ ୨ ଲକ୍ଷ ୬୪ ହଜାର ୨୦୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ଦେଶରେ ୧୨, ୭୨, ୦୭୩କୁ ବୃଦ୍ଧି ପାଇଛି । ଦେଶର ପଜିଟିଭ୍‌ ହାର ୧୪.୭୮%କୁ ପହଂଚିଥିବା ସୂଚନାରେ କୁହାଯାଇଛି ।
Read More...

ଆଜି ଗଣପର୍ବ ମକର ସଂକ୍ରାନ୍ତି : ଧୁମ୍‌ଧାମ୍‌ରେ ପାଳୁଛନ୍ତି ଉତ୍ତର ଓଡ଼ିଶା

ବାରିପଦା : ଆଜି ଗଣପର୍ବ ମକର ସଂକ୍ରାନ୍ତି । ଉତ୍ତର ଓଡ଼ିଶାର ଘରେ ଘରେ ପାଳନ ହୁଏ ଏହି ପର୍ବ । ଏହି ପର୍ବର ମହକରେ ଝୁମି ଉଠିଛି ମୟୁରଭଞ୍ଜ ଜିଲ୍ଲାର ପୁରପଲ୍ଲୀ । ଟୁସୁ ଗୀତ ଗାଇ ମକର ପାଳୁଛନ୍ତି କୁଡୁମି ସମ୍ପ୍ରଦାୟ । କୋଭିଡ୍ କଟକଣା ମଧ୍ୟରେ ଚାଲିଛି ପର୍ବ । ମକର ଖୁସିରେ ସମଗ୍ର ଜିଲ୍ଲାର
Read More...

ଜବତ ହେଲା ୧୫ହଜାର ଟଙ୍କାର କଫ୍ ସିରଫ୍‌

ନୂଆପଡ଼ା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡିଆଳ ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା । ଆଜି ଅବକାରୀ ବିଭାଗଙ୍କ ପେଟ୍ରୋଲିଙ୍ଗ ସମୟରେ ଖଡିଆଳରୁ କୋମନା ଯିବା ରାସ୍ତା ୩୫୩ଜାତୀୟ ରାଜପଥ ବରଗାଁ ଛକ ନିକଟରେ ଜଣେ ଯୁବକ ଗୋଟିଏ କାର୍ଟୁନ ଧରି ବସକୁ ଅପେକ୍ଷା କରିଥିବା ବେଳେ ଅବକାରୀ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ଆଉ ୪ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ଆଉ ୪ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୭୬କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଭଦ୍ରକ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଁଏ ପୁରୁଷ ଆକ୍ରାନ୍ତ
Read More...

ବଲାଙ୍ଗିର ଜିଲ୍ଲାରେ ଗତ ୨୪ ଘଂଟାରେ କରୋନା ସଂକ୍ରମଣ ସଂଖ୍ୟା ୧୯୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଗତ ୨୪ ଘଂଟାରେ କରୋନା ସଂକ୍ରମଣ ସଂଖ୍ୟା ୧୯୧ ରହିଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବିଗତ ଦୁଇ ଦିନ ଧରି ୨୧୬ ଲେଖାଏଁ ସଂକ୍ରମଣ ସଂଖ୍ୟା ରହିଥିବା ବେଳେ ଆଜି ୧୯୧ ରହିଛି । କିନ୍ତୁ ତଥାପି ସଂକ୍ରମଣ
Read More...

ଗତ ୨୪ ଘଂଟାରେ ୧୦ ହଜାର ୨୭୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦ ହଜାର ୨୭୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୧୦୬୫ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୩୧୭୧ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୯୬୨ ଜଣ
Read More...

ମକର ମକର ବାସିବ

ଆନଂଦ ଚଂଦ୍ର ସାହୁ ଭଲ କଲଆଜି ମକର ସଂକ୍ରାନ୍ତି ବୋଲିମନେ ପକେଇଲ । ତମ ଇଚ୍ଛାକୁଶହେ ସଲାମ୍‌ ହୋ’ବିଶ୍ୱାସ କର,ତମ ଭାବର ଭଉଁରିରେମୁଁ ଚକାମାରି ବସିଛି…ତୁମ ଆବେଗକୁ ଛୁଇଁବା ପାଇଁଆହୁରି ଆହୁରି ନିଜକୁତୟାର୍‌ କରୁଛି । ମକର ବସିବାକୁ କହୁଛ ତ’ମନା ନାଇଁ….ନିର୍ମାୟା ନଈରେନିର୍ଲୋଭ
Read More...

ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ସଂପର୍କରେ ସମୀକ୍ଷା ବୈଠକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଚାଲୁ ରହିଥିବା ସମସ୍ତ ରେଳ ପ୍ରକଳ୍ପ ପାଇଁ ଥିବା ଜମି ଅଧିଗ୍ରହଣ ଓ ଏ କ୍ଷେତ୍ରରେ ଥିବା ସମସ୍ତ ଅସୁବିଧା ଦୂର କରିବା ଦିଗରେ ଏକ ସମୀକ୍ଷା ବୈଠକ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ
Read More...