Daily Archives

ଜୁନିୟର ରେଡକ୍ରସ ତରଫରୁ କୋଭିଡ ଓ ଓମିକ୍ରନ୍‌ ସଚେତନତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜୁନିୟର ରେଡକ୍ରସ ତରଫରୁ ପାଟଣାଗଡ ବ୍ଲକ ଅନ୍ତର୍ଗତ ବରପଦର ପଞ୍ଚାୟତର ସମଲେଶ୍ୱର ଗ୍ରାମରେ କୋଭିଡ ଓ ଓମିକ୍ରନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାଟଣାଗଡ ବ୍ଲକ ଜୁନିୟର ରେଡକ୍ରସ ସଂଯୋଜକ ଘନଶ୍ୟାମ ମେହେରଙ୍କ ତତ୍ତ୍ୱାବଧାନ କାର୍ଯ୍ୟକ୍ରମରେ
Read More...

ଚାଲିଗଲେ ପୂର୍ବତନ ଭାରତୀୟ ଫୁଟବଲ ଖେଳାଳି ସୁଭାଷ ଭୌମିକ

କୋଲକାତା : ଚାଲିଗଲେ ପୂର୍ବତନ ଭାରତୀୟ ଫୁଟବଲର ତଥା ଭାରତର ଅନ୍ୟତମ ପ୍ରସିଦ୍ଧ ଫୁଟବଲ ପ୍ରଶିକ୍ଷକ ସୁଭାଷ ଭୌମିକ । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହେଉଥିଲା । କିଡ୍‌ନୀ ସମ୍ବନ୍ଧୀୟ ସମସ୍ୟା ଯୋଗୁଁ ତାଙ୍କୁ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ତାଙ୍କର
Read More...

ବାଲେଶ୍ଵରରେ ବସ୍‌ ଓଲଟି ୮ ମୃତ

ବାଲେଶ୍ଵର : ବାଲେଶ୍ଵରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସ୍ ଓଲଟି ପଡିବାରୁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଉଦଳାରୁ ଭୁବନେଶ୍ଵର ଯାଉଥିବା ଶାନ୍ତିଲତା ବସ୍‌କୁ ଏକ ଟ୍ରକ ପଛପଟୁ ଧକ୍କା ଦେବାରୁ ବସ୍‌ଟି ଓଲଟି ପଡିଥିଲା ଫଳରେ ଘଟଣାରେ ଏକାଧିକ ଲୋକ ଗୁରୁତର ହୋଇଥିବା
Read More...

ମା’କୁ ଉଦ୍ଧାର କରିବା ପାଇଁ କୂଅକୁ ଡେଇଁଲା ପୁଅ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ବଙ୍ଗଲାପଡ଼ାରେ ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ କୂଅରେ ପଡ଼ିଯାଇଥିବା ମା’କୁ ଉଦ୍ଧାର କରିବା ପାଇଁ କୂଅକୁ ଡେଇଁଲା ପୁଅ । କୋମନା ଅଗ୍ନିଶମ ବାହିନୀ ପହଞ୍ଚି କୂଅରୁ ମା’, ପୁଅ ଉଭୟଙ୍କୁ ଉଦ୍ଧାର କରିଥିବା
Read More...

ରାସ୍ତା ନିର୍ମାଣକୁ ବିରୋଧ କରି ଟ୍ରକ୍‌ ଜାଳିଲେ ମାଓବାଦୀ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ବୁଡାଗୁଡ଼ା ଅଞ୍ଚଳରେ ରାସ୍ତା ନିର୍ମାଣକୁ ବିରୋଧ କରି ଠିକା ସଂସ୍ଥାର ଟ୍ରକ୍‌କୁ ମାଓବାଦୀମାନେ ପୋଡି ଦେଇଥିବା ସୂଚନା ମିଳିଛି । ଏହା ସହ ବିଭିନ୍ନ ସ୍ଥାନରେ ରାସ୍ତା ନିର୍ମାଣ ବିରୋଧରେ ବ୍ୟାନର ଲଗାଇଥିବା ଜଣାପଡିଛି ।
Read More...

ପୁଣି ମାଓବାଦୀ ଭିଆଇଲେ ବର୍ବର ହତ୍ୟାକାଣ୍ଡ

ମାଲକାନଗିରି, (କେପିଏନ୍‌ଏସ୍‌) : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ପୁଣି ମାଓବାଦୀ ବର୍ବର କାଣ୍ଡ ଭିଆଇଥିବା ସୂଚନା ମିଳିୀଛି । ସୂଚନା ଅନୁସାରେ ପୁଲିସ ଇନଫର୍ମର ବୋଲି ସନ୍ଦେହ କରି ଜଣକୁ ହତ୍ୟା କରିଛନ୍ତି ମାଓବାଦୀ । ମାଓବାଦୀ ହତ୍ୟା କରିବା ପରେ ମୃତଦେହକୁ ଗଙ୍ଗଲୁର ଗାଁ
Read More...

ସୋରୋ ବସ୍ ଦୁର୍ଘଟଣା : ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ବାଲେଶ୍ୱରର ସୋରୋଠାରେ ବସ୍ ଦୁର୍ଘଟଣାରେ ଛଅ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ନିକଟତମ
Read More...

ଅବକାରୀ ବିଭାଗ ପକ୍ଷରୁ ଆଠଗାଁ ଠାରେ ଚଢ଼ାଉ କରି ୩୦ଲିଟର ଦେଶୀ ମଦ ଜବତ ସହ ଜଣେ ଗିରଫ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଆଠଗାଁ ଠାରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୩୦ଲିଟର ଦେଶୀ ମଦ ଜବତ କରାଯାଇଥିବା ବେଳେ ବାଇକ ସହ ଜଣେ ଯୁବକଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ଜଣକ କୁରୁଲ ଗ୍ରାମର ତ୍ରିନାଥ ସେଠ୍‌(୩୦) ବୋଲି
Read More...

ଜୋନ୍ ନମ୍ୱର ୧୪ ଜିଲ୍ଲାପରିଷଦ, ସ୍ୱାଧୀନ ପ୍ରାର୍ଥିନୀ ଭାବେ ଗିତାଦେବୀ ଦୁବେ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ୧୪ ନମ୍ୱର ଜୋନ୍‌ର ସ୍ୱାଧିନ ପ୍ରାର୍ଥିନୀ ଭାବେ ସିନାପାଲି ସ୍ଥିତ ବ୍ରାହ୍ମଣ ପଡାର ଗୀତାଦେବୀ ଦୁବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଶ୍ରୀମତୀ ଦୁବେ +୨ ପାଠପଢା ପରେ ବ୍ରାହ୍ମଣପଡାରେ ବିବାହ କରି ସମାଜସେବୀ ଭାବେ ବେଶ୍‌
Read More...

ସରପଞ୍ଚ ପ୍ରାର୍ଥୀ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ସମାଜସେବୀ ପଦ୍ମନାଭ ଜଗତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଟିମନପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ପାଇଁ ଗୋବିନ୍ଦପୁର ଗ୍ରାମର ସମାଜସେବୀ ପଦ୍ମନାଭ ଜଗତ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଶ୍ରୀ ଜଗତ ବ୍ଲକ ତଥା ନୂଆପଡ଼ା ଜିଲ୍ଲାର ଜଣାସୁଣା ସମାଜସେବୀ ଭାବେ
Read More...