Daily Archives

ଚର୍ଚ୍ଚାରେ ସିନାପାଲି ପଞ୍ଚାୟତ ସମିତି, ସମିତି ସଭ୍ୟ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ଆଦିବାସୀ ଏମବିଏ, ପିଜି…

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଉପାନ୍ତ ଭରୁଆମୁଣ୍ଡା ପଞ୍ଚାୟତ ଚଚରାଭଟା ଗ୍ରାମର ଆଦିବାସୀ ସମ୍ପ୍ରଦାୟର ଜଣେ ବିଏଡ଼, ଏମବିଏ, ପିଜି ଛାତ୍ର ରାଜନୀତିରେ ପଦାର୍ପଣ କରିଥିବା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସେ ଜଣେ ଆଦିବାସୀ ସମ୍ପ୍ରଦାୟର ଉଚ୍ଚ
Read More...

ସପ୍ତାହେ ମଧ୍ୟରେ ପିତାମାତା ଏବଂ ପୁଅର ମୃତଦେହ ମିଳିଲା : ହତ୍ୟା ମାମଲାର ତନାଘନା ତଦନ୍ତ କରୁଛି ପୋଲିସ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଚଳିତ ବର୍ଷ ପ୍ରାରମ୍ଭରେ ହତ୍ୟାକାଣ୍ଡର ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଥିଲା । ଜାନୁଆରୀ ୬ରେ, ଇଟଉଞ୍ଜାରେ ୨୬ ବର୍ଷ ବୟସ୍କ ଯୁବକଙ୍କ ମୃତଦେହ ମିଳିଥିଲା । ଦୁଇଦିନ ପରେ ଜାନୁଆରୀ ୮ରେ ମାଲିହାବାଦରେ ଜଣେ ବୃଦ୍ଧଙ୍କ ମୃତଦେହ ମିଳିଥିଲା
Read More...

ସମାଜ ବିରୋଧୀ କାମ ମହଙ୍ଗା ପଡ଼ିଲା : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ତଥା ଆଦିବାସୀ ନେତା ଭାନୁପ୍ରତାପ ସିଂ…

ନୂଆପଡା, (ନିରାକାର ମେହେର) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଜିଲ୍ଲା ସଭାପତି ଭାନୁପ୍ରତାପ ସିଂ ମାଝିକୁ ଆଦିବାସୀ ସଂଘରୁ ବହିଷ୍କାର କରାଯାଇଛି । ଶ୍ରୀ ସିଂ ମାଝି ଆଦିବାସୀ ସମାଜର ନୀତିନିୟମ ଗୁଡିକୁ ଉଲଂଘନ କରିବା ସହିତ ଆଦିବାସୀ ସଂଘର ନିଷ୍ପତ୍ତିକୁ କାର୍ଯ୍ୟନିର୍ବାହ କରିବାରେ ଅସମର୍ଥ
Read More...

ମହାନଦୀ ପୋଲ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୫ ମୃତ, ୫ ଗୁରୁତର

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ସଦର ମହାନଦୀ ପୋଲ ଉପରେ ଏକ ମର୍ମନ୍‌ନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ବୋଲେରୋ ଓ ଟ୍ରକ ମୁହାମୁହି ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ୫ ମୃତ ଓ ୫ ଗୁରୁତର । ସମସ୍ତ ଗୁରୁତରଙ୍କୁ ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ
Read More...

ସହର ଭିତରେ ବୁଲିଲା ଖଣ୍ଡା : ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ଆକ୍ରମଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଣି ଅପରାଧୀଙ୍କ ନୃଶଂସତା ବଲାଙ୍ଗିର ସହରରେ ଦେଖିବାକୁ ମିଳିଛି । ମାଲପଡ଼ାରେ ଗତ ରାତିରେ ପିକୁନ ଦଣ୍ଡସନା ନାମକ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଥିବା ଭଳି ଏକ ଚାଞ୍ଚଲ୍ୟ ଖବର ସହରବାସୀଙ୍କୁ ଚମକାଇ ଦେଇଛି । ସୂଚନା ଅନୁସାରେ ସ୍ଥାନୀୟ ମାଲପଡ଼ାରେ
Read More...

ପାଖେଇ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ଗ୍ରାମାଞ୍ଚଳର ବିକାଶ ପାଇଁ ଉଚିତ ପ୍ରାର୍ଥୀଙ୍କୁ ଚୟନ କରିବାର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଖେଇ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଗ୍ରାମାଞ୍ଚଳର ବିକାଶ ପାଇଁ ଉଚିତ ପ୍ରାର୍ଥୀଙ୍କୁ ଚୟନ କରିବାର ମହାର୍ଘ୍ୟ ମୁହୂର୍ତ୍ତ । ସମସ୍ତ ପଞ୍ଚାୟତ ବାସୀ ନିଜ ମତଦାନ କରିବାର ଅଧିକାର ସାବ୍ୟସ୍ତ କରନ୍ତୁ ଓ କୌଣସି ବି ଲୋଭରେ ନପଡ଼ି ନିଜ ଅଞ୍ଚଳର
Read More...

ଅଲୌକିକ କୁମିଆପାଲି ଗାଁର ଧବଳେଶ୍ଵର ମନ୍ଦିର

ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମାଞ୍ଚଳ ହେଉଛି ଶକ୍ତି ଆରାଧନାର ଏକ ପ୍ରମୁଖ ସ୍ଥଳ । ଏ ଅଞ୍ଚଳର ବିଭିନ୍ନ ସ୍ଥାନରେ ଶହ ଶହ ବର୍ଷ ପୂର୍ବରୁ ଶକ୍ତି ପୀଠ ଗୁଡ଼ିକରେ ଶକ୍ତି ପୂଜା ପାଉଛନ୍ତି । ସେହିଭଳି ଏକ ପୀଠ ହେଉଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ରେଙ୍ଗାଲି ପଞ୍ଚାୟତ
Read More...

ବଳରାମ ସିଂ ଯାଦବ ନାମକ କେହି ବଲାଙ୍ଗିର ଭାରତୀୟ ଜନତା ପାର୍ଟିରେ ନାହାନ୍ତି : ବିଜେପି ଜିଲ୍ଲା ସଭାପତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଳରାମ ସିଂ ଯାଦବ ନାମକ କେହି ବଲାଙ୍ଗିର ଭାରତୀୟ ଜନତା ପାର୍ଟିରେ ନାହାନ୍ତି ବୋଲି ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି । କୁହାଯାଇଛି ଯେ, ଭାରତୀୟ ଜନତା ପାର୍ଟି, ବଲାଙ୍ଗିର ଜିଲ୍ଲା ତରଫରୁ ରାଜ୍ୟ ସଭାପତିଙ୍କ
Read More...

ଦେଓଗାଁ ବ୍ଲକରେ ୨୩୩ ଜଣ ସରପଞ୍ଚ ଓ ସମିତି ସଭ୍ୟ ପଦବୀ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କଲେ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକରେ ସରପଞ୍ଚ ଓ ସମିତି ସଭ୍ୟ ପଦବୀ ପାଇଁ ୨୩୩ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସରପଞ୍ଚ ଭାବେ ବିଭିନ୍ନ ପଞ୍ଚାୟତରେ ୧୩୮ଜଣଙ୍କ ନାମାଙ୍କନ ପତ୍ର ଦାଖଲ ହୋଇଥିବା ବେଳେ ସମିତି ସଭ୍ୟ ପଦବୀ ପାଇଁ ୯୫ଟି ପ୍ରାର୍ଥୀପତ୍ର ଦାଖଲ ହୋଇଥିବା ସୂଚନା
Read More...

ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀର ଜୋନ୍ ନଂ ୧୨, ୧୩, ୨୨ ଏବଂ ୨୩ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କଲେ ବିଜେପି…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀର ଜୋନ୍ ନଂ ୧୨, ୧୩, ୨୨ ଏବଂ ୨୩ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ବିଜେପି ମହିଳା ମୋର୍ଚ୍ଚାର ୪ ନେତ୍ରୀ । ତେବେ ୧୨ ନଂ ଜୋନ ପାଇଁ ତୁଲାନ୍ଦ୍ରି କୁଅଁର, ୧୩ ନଂ ଜୋନ ପାଇଁ, ଜୟାକୁମାରୀ ସେଠ, ୨୨ ନଂ ଜୋନ ପାଇଁ
Read More...