Yearly Archives

2021

ଐତିହାସିକ ଗଞ୍ଜାମ ସହର ଏବଂ ପର୍ଯ୍ୟଟନ ସହର ରମ୍ଭା ସହରାଞ୍ଚଳ ପାଇଁ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ନିମନ୍ତେ…

ମୁଖ୍ୟମନ୍ତ୍ରୀଙ୍କୁ ଛତ୍ରପୁର ବିଧାୟକଙ୍କୁ କୃତଜ୍ଞତା ଜ୍ଞାପନ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଐତିହାସିକ ଗଞ୍ଜାମ ସହର ପାଇଁ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଅନୁମୋଦନ ସକାଶେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଅନୁରୋଧ କରାଯାଇଛି । ଏଥିପାଇଁ ଗଞ୍ଜାମ…
Read More...

ଶିଶୁ ଶ୍ରୀ ଭ୍ରାମ୍ୟମାଣ ପାଠାଗାର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଡୋଲ ସିମେଣ୍ଟ ନଗର ସ୍ଥିତ ସାଧନା ମନ୍ଦିର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରଠାରେ ଶିଶୁ ଶ୍ରୀ ଭ୍ରାମ୍ୟମାଣ ପାଠାଗାରର ଏକ ଶିକ୍ଷଣୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାଠାଗାର ମୁଖ୍ୟ ଉଦ୍ୟୋକ୍ତା ରବିନାରାୟଣ ସାହୁଙ୍କ…
Read More...

ଭାରତବର୍ଷର ଏକ ଅଗ୍ରଣୀ ଶିଳ୍ପାୟନର କ୍ଷେତ୍ର ଭାବେ ଗଞ୍ଜାମକୁ ସ୍ଥାନ ଦିଆଯିବ – ଅସୀତ ତ୍ରିପାଠୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତବର୍ଷର ଏକ ଅଗ୍ରଣୀ ଶିଳ୍ପାୟନର ଅଭିବୃଦ୍ଧି କ୍ଷେତ୍ର ଭାବେ ଗଞ୍ଜାମକୁ ସ୍ଥାନ ଦିଆଯିବ, ଏନେଇ ରାଜ୍ୟସରକାର ଏକ ଅଭିନବ ପ୍ରୟାସ ଜାରୀ ରଖିଛନ୍ତି । ଏଥିପାଇଁ ଆବଶ୍ୟକ ପରିମାଣରେ ପୁଞ୍ଜି ବିନିଯୋଗ କାରାଯାଇ ଗଞ୍ଜାମ ଜିଲ୍ଲାକୁ ବିକାଶୋନ୍ମୁଖୀ ଓ…
Read More...

ଗଞ୍ଜାମ ଶିଳ୍ପାଞ୍ଚଳ ଅଭିବୃଦ୍ଧି ‘ଶିଳ୍ପର ଯତ୍ନ’ ସମ୍ପର୍କିତ ବୈଠକରେ ଅସୀତ ତ୍ରିପାଠୀଙ୍କ ଯୋଗଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା(ଋଷିକୂଲ୍ୟା ) ସମ୍ମିଳନୀ କକ୍ଷଠାରେ ବୁଧବାର ଦିନ ଗଞ୍ଜାମ, ଗଜପତି, ନୟାଗଡ ଏବଂ କନ୍ଧମାଳ ଜିଲ୍ଲାର ଶିଳ୍ପାଞ୍ଚଳ ଅଭିବୃଦ୍ଧି ସକାଶେ ‘ଶିଳ୍ପର ଯତ୍ନ’ ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ…
Read More...

ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦୭୮ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦୭୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୧୦୬୮୨କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୨୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୫୨ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା…
Read More...

ପୁରୀ ଜିଲ୍ଲାପାଳଙ୍କ ଡେଲାଙ୍ଗ ବ୍ଲକ ପରିଦର୍ଶନ ଓ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା କଲେ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଡେଲାଙ୍ଗ ବ୍ଲକ ପରିଦର୍ଶନ କରି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର କାର୍ଯ୍ୟ ଗୁଡିକ ସମୀକ୍ଷା କରିଥିଲେ । ସର୍ବ ପ୍ରଥମେ ଜିଲ୍ଲାପାଳ ଶ୍ରୀବର୍ମା ହରିରାଜପୁର ପଂଚାୟତ ଅର୍ନ୍ତଗତ ଟାଙ୍ଗିଭଁସରଠାରେ ଥିବା ଅଙ୍ଗନୱାଡି…
Read More...

ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଶିବତଲା ସ୍ଥିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ଇକୋ କ୍ଲବ ଆନୁକୁଲ୍ୟରେ ସ୍କୁଲର ଅଧ୍ୟକ୍ଷ କୃପାସିନ୍ଧୁ ଯୋସିଙ୍କ ଅଧ୍ୟକ୍ଷତାରେ ଓ ଏଜୁକେସନ୍‌…
Read More...

ମନ୍ତ୍ରୀ ଟୁକୁନୀଙ୍କ ସମ୍ବାଦିକ ସମ୍ମିଳନୀ

ତୁଷୁରାରେ ନିର୍ମାଣ ହେବ ବହୁମୁଖୀ ଷ୍ଟାଡିଅମ : ମନ୍ତ୍ରୀ ଟୁକୁନୀଡାକ୍ତରଖାନାର ବିକାଶ ଉପରେ ଗୁରୁତ୍ୱ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାରା ରାଜ୍ୟରେ କ୍ରୀଡାର ବିକାଶ ପାଇଁ ସମୁଦାୟ ୮୯ ଗୋଟି ବହୁମୁଖୀ ଷ୍ଟାଡିଅମ ନିର୍ମାଣ କରାଯିବ । ସେହି କ୍ରମରେ ବଲାଙ୍ଗିର ଜିଲ୍ଲା ତୁଷୁରାରେ ଏକ…
Read More...

ପୌରାଞ୍ଚଳ ବିଜେଡିର ନୂତନ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କଲେ ଅର୍କେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପୌରାଞ୍ଚଳ ଯୁବ ବିଜେଡ଼ିର ନୂତନ କାର୍ୟ୍ୟକର୍ତ୍ତାଙ୍କ ନାମ ଘୋଷଣା ପରେ ଆଜି ବଲାଙ୍ଗିର ଶୈଳେଶ୍ରୀ ପେଲେସ ଠାରେ ସମସ୍ତ ପଦାଧିକାରୀଙ୍କ ସମ୍ବର୍ଦ୍ଧନା ପର୍ବ ଆୟୋଜିତ ହୋଇଯାଇଛି । ଜିଲ୍ଲା ଯୁବ ବିଜେଡ଼ିର ସଭାପତି ରାଜେନ୍ଦ୍ର ପ୍ରସାଦ ହୋତାଙ୍କ…
Read More...

ପ୍ରଧାନମନ୍ତ୍ରୀ ଉଜ୍ୱଲା ଯୋଜନା ୨ୟ ପର୍ଯ୍ୟାୟର ଶୁଭାରମ୍ଭ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରଠାରେ ମଙ୍ଗଳବାର ଦିନ ଭାରତୀ ଭାରତ ଗ୍ୟାସ ଗ୍ରାମୀଣ ବିତରକ ଦ୍ୱାରା ପ୍ରଧାନମନ୍ତ୍ରୀ ଉଜ୍ୱଲା ଯୋଜନା ୨ୟ ପର୍ଯ୍ୟାୟର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । କାର୍ଯ୍ୟକ୍ରମରେ ଏଜେନ୍ସି ଗ୍ୟାସ ବିତରକ ତଥା ଓକିଲ ନରେଶ…
Read More...