Yearly Archives

2021

କର୍କଟ ରୋଗୀ ମହିଳାଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠରୁ ସହାୟତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ତହସିଲ ଅର୍ନ୍ତଗତ ଡେଲାଙ୍ଗ କୋଠବାଡ ପଂଚାୟତ ବେନୁପଡା ଗ୍ରାମର ୭୫ବର୍ଷର ବୃଦ୍ଧା ଶୋଭା ପ୍ରଧାନ ଆଜକୁ ୩ବର୍ଷ ହେବ ମୁଖ କର୍କଟ ରୋଗରେ ଗୁରୁତର ଆକ୍ରାନ୍ତରେ ପୀଡିତ ରହିଛନ୍ତି । ଅର୍ଥ ଅଭାବରୁ ପରିବାର ଲୋକେ ତାଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ…
Read More...

ବଲାଙ୍ଗିର ମାଟି ପାଇଁ ଗର୍ବ ଓ ଗୌରବ : ସ୍ୱାଧୀନତା ଦିବସ ଉପଲକ୍ଷେ ଏସ୍‌ଆଇ ଶ୍ରୀକାନ୍ତ ସାହୁ ପାଇବେ ଉତ୍କର୍ଷ ସେବା ପଦକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଟି ପାଇଁ ଗର୍ବ ଓ ଗୌରବ ସଦରଥାନା ଏସ୍‌ଆଇ ଶ୍ରୀକାନ୍ତ ସାହୁ । ସ୍ୱାଧୀନତା ଦିବସ ଉପଲକ୍ଷେ ସାରା ଦେଶରେ ୧୫୨ ପୋଲିସ ଅଧିକାରୀଙ୍କୁ ତଦନ୍ତ କ୍ଷେତ୍ରରେ ଉତ୍କର୍ଷ ସେବା ପଦକ ପ୍ରଦାନ କରାଯିବାକୁ ଥିବା ବେଳେ ସେମାନଙ୍କ ମଧ୍ୟରେ ଓଡ଼ିଶାରୁ ୪ ଜଣ…
Read More...

ଗାଇସିଲାଟ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲାଟ ରାଜିବ ଭବନ ଠାରେ ବ୍ଲକ ଉପାଧ୍ୟକ୍ଷ ପ୍ରଣୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାରେ ଗାଇସିଲାଟ ବିଡିଓ ପ୍ରବୀଣ କୁମାର…
Read More...

ବରଗଡରେ ନିର୍ମାଣ ହେବ କ୍ୟାନ୍ସର ହସ୍ପିଟାଲ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡରେ ନିର୍ମାଣ ହେବ କ୍ୟାନ୍ସର ହସ୍ପିଟାଲ । ବରଗଡ ଜିଲ୍ଲାର ଜନସାଧାରଣଙ୍କ ଅନେକ ଦିନର ଆଶା ପୂରଣ ହେବାକୁ ଯାଉଛି । ଜିଲ୍ଲାରେ ସବୁଠାରୁ ଅଧିକ ଲୋକ କେନସର ରୋଗରେ ପୀଡିତା ହୋଇ ମୃତ୍ୟୁବରଣ କରୁଛନ୍ତି । ତେଣୁ ବରଗଡବାସୀ ସବୁବେଳେ ଅନେକ ବର୍ଷରୁ ରାଜ୍ୟ…
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୦ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ଵର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୭୫୭କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ବରଗଡରୁ ସର୍ବାଧିକ ୧୩ ଜଣ, କଟକ ଜିଲ୍ଲାରୁ ୧୧ଜଣ, ବଲାଙ୍ଗିରରୁ ୬ଜଣ, ଅନୁଗୁଳ,…
Read More...

ସଇଁନ୍ତଲା ବ୍ଲକରେ ମରୁଡି ଆଶଙ୍କା : ଚିନ୍ତାରେ ଚାଷୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : କଥାରେ ଅଛି ଚାଷ କାମ ଯାହାର କେଡ଼େ ସୁଖ ତାହାର ହେଲେ ବଲାଙ୍ଗିର ଜିଲ୍ଲାରେ ଦେଖା ଦେଇଛି ବିପରୀତ । ବର୍ଷାର ଦେଖା ଦେଉନ ଥିବା ବେଳେ ଚିନ୍ତାରେ ଚାଷୀ ଭାଙ୍ଗି ପଡିଥିବା ସୂଚନା ମିଳିଛି । ଜିଲ୍ଲାର ସଇଁନ୍ତଲା ବ୍ଳକର ୨୨ଟି ପଞ୍ଚାୟତରେ କାଁ ଭାଁ ବର୍ଷା ଦେଖା…
Read More...

ସ୍କୁଲ ଖୋଲିବା ପୂର୍ବରୁ ପିଲାଏ ପାଇବେ ତ’ ପୋଷାକ ?

ପ୍ରଥମରୁ ଅଷ୍ଟମରେ ପଢ଼ିବେ ୧୪୨ଟି ସ୍କୁଲର ୧୦୫୬୬ ଛାତ୍ରଛାତ୍ରୀପ୍ରଥମ ଓ ଅଷ୍ଟମ ଶିଶୁ ପାଇଁ ସମାନ ଅନୁଦାନର ପୋଷାକ ମାନକୁ ନେଇ ସନ୍ଦେହ ଦେଓଗାଁ, (ମନୀଷ କୁମାର ସାହୁ) : ଚଳିତ ଶିକ୍ଷା ବର୍ଷରେ ଦେଓଗାଁ ବ୍ଳକର ୬୨ଟି ପ୍ରାଥମିକ, ୬୭ଟି ଉଚ୍ଚ ପ୍ରାଥମିକ ଓ ୧୩ଟି ହାଇସ୍କୁଲ ମୋଟ ୧୪୨ଟି…
Read More...

ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୧୯୩ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୧୯୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୦୮୦୯ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୯୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୯୮ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା…
Read More...

ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କୁ ସମ୍ବର୍ଦ୍ଧିତ କଲେ କଳାକାର ସଂଘ

ବରଗଡ଼ : (ସତ୍ୟ ନାରାୟଣ ପ୍ରଧାନ) ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ପକ୍ଷରୁ ଗତକାଲି ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କୁ ସମ୍ବର୍ଦ୍ଧନା ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଏହି ଅବସରରେ ସଂଘ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମହାସଂଘର ଅଧକ୍ଷ ଚୈତନ୍ୟ ପାଇକ ସମ୍ବର୍ଦ୍ଧନା ସଭା…
Read More...

ସାମ୍ବିଧାନିକ ନାର୍ଯ୍ୟ ଅଧିକାର ଦାବୀ ନେଇ ଜିଲ୍ଲା ଓବିସି ମଞ୍ଚ, ସମ୍ବଲପୁର ପକ୍ଷରୁ ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କ…

ସମ୍ବଲପୁର, (ସଂଜୀବ ପାଣିଗ୍ରାହୀ) : ଭାରତ ପରି ଏକ ଗଣତାନ୍ତ୍ରିକ ଦେଶରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ମାନେ ମୋଟ ଜନସଂଖ୍ୟାର ୫୨ ପ୍ରତିଶତରୁ ଅଧିକ ରହିଛନ୍ତି ଓ ସମସ୍ତ କ୍ଷେତ୍ରରେ ଏହି ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ମାନଙ୍କ ପାଇଁ ୨୭ ପ୍ରତିଶତ ଆରକ୍ଷଣ ପାଇଁ ମଣ୍ଡଳ କମିଶନ ସୁପାରିସ…
Read More...