Yearly Archives

2021

ମାହେଶ୍ୱରୀ ସଂଗଠନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବୃକ୍ଷ ହିଁ ଜୀବନ, ବୃକ୍ଷ ନ ଥିଲେ କିଛି ନାହିଁ,ଏହାକୁ ପାଥେୟ କରି ମାହେଶ୍ୱରୀ ତା’ର ସାମାଜିକ ଦାୟିତ୍ୱକୁ ନିର୍ବାହ ପୂର୍ବକ ବୃକ୍ଷ ରୋପଣକୁ ପ୍ରାଧାନ୍ୟ ଦେଇ ମାହେଶ୍ୱରୀ କାର୍ଯ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା । ବିଧାୟକ ନରସିଂହ ମିଶ୍ର ମୁଖ୍ୟ…
Read More...

ଦୁର୍ନୀତି ବିରୋଧରେ ବିଜେପି ଯୁବ ମୋର୍ଚ୍ଚାର ବିକ୍ଷୋଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେପି ଯୁବ ମୋର୍ଚ୍ଚା ଝାରବନ୍ଧ ବ୍ଲକ ତରଫରୁ ଶତାଧିକ କାର୍ଯ୍ୟକର୍ତ୍ତା ସୋମବାର ଦିନ ଝାରବନ୍ଧ ମୁଖ୍ୟ ଛକରୁ ଏକ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟକୁ ପହଞ୍ଚି ସେଠାରେ ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ସାମନ୍ତ ଶେଖର ମୁନାଙ୍କ…
Read More...

ବାଇକ ଚୋରଙ୍କୁ ଧରି ପୋଲିସ ଜିମା ଦେଲେ ଲୋକେ

ଲୋଇସିଂହା, (କେପିଏନ୍‌ଏସ୍‌) : ବାଇକ ଚୋରି କରି ଫେରାର ହେଉଥିବା ବେଳେ ଲୋଇସିଂହା ଥାନା ଝରଣୀପାଲି ଠାରେ ସ୍ଥାନୀୟ ଲୋକେ ଲୁଟେରା ମାନଙ୍କୁ କାବୁ କରିଥିବା ଜଣାଯାଇଛି । ସୂଚନା ଅନୁସାରେ ଝରଣିପାଲି ପଂଚାୟତ ପୋଢ଼ପାଲି ଗ୍ରାମର ଭଗବାନ ସାହୁ ନିଜ ହେରୋହୋଣ୍ଡା ଗାଡ଼ିରେ ଜମିକୁ ମୁଗଚାଷ…
Read More...

ସପ୍ତର୍ଷି ଶ୍ରୀ ମଠ ଖପ୍ରାଡୁଙ୍ଗରିର ବଚାଂଅ ଅଭିଯାନ ନେଇ ବୈଠକ

ଆଗରେ ସମସ୍ୟାକୁ ନେଇ ହେବ ଜୋରଦାର ଆନ୍ଦୋଳନର ଚେତାବନୀ ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକର ଧୁମାଭଟା ଅଚଂଳରେ ଥିବା ସପ୍ତର୍ଷି ମଠ ଖପ୍ରାଡୁଙ୍ଗରିର ବିଭିନ୍ନ ସମସ୍ୟାକୁ ନେଇ ମଙ୍ଗଲବାର ମଠ ପରିସରରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମଠର ବାବା ପ୍ରଣବାନ…
Read More...

ଜୁନିୟର ରେଡକ୍ରସ ତରଫରୁ ପ୍ରାଥମିକ ଉପଚାର ତାଲିମ ଶିବିର ଉଦଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା ତରଫରୁ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜୁନିଅର ରେଡକ୍ରସ କାଉନସିଲର ମାନଙ୍କର ଜୋନ ସ୍ତରୀୟ ଚତୁର୍ଦିବସୀୟ ପ୍ରାଥମିକ ଉପଚାର ଶିବିର ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି…
Read More...

ନରସିଂହଙ୍କ ସ୍କୁଲ ପରିଦର୍ଶନ : ରେଡ୍‌କ୍ରସର ପ୍ରାଥମିକ ଚିିକିତ୍ସା ତାଲିମ ଶିବିର ଉଦ୍‌ଘାଟନ କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଆଗାମୀ ବିଧାନସଭା ଅଧିବେଶନକୁ ଦୃଷ୍ଟିରେ ରଖି ସହର ମଧ୍ୟରେ ଥିବା ବିଭିନ୍ନ ହାଇସ୍କୁଲ ଯଥା ଟାଉନ ବାଳକ ବିଦ୍ୟାଳୟ, ଟାଉନ ବାଳିକା ବିଦ୍ୟାଳୟ, ପିପି ଏକାଡେମୀ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ…
Read More...

ସାଉଣ୍ଡ ଓ ଲାଇଟ୍‌ ଆସୋସିଏସନ୍‌ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର

ଟିଟିଲାଗଡ, (ଗୌରବ ଦର୍ଜୀ) : ସାଉଣ୍ଡ ଓ ଲାଇଟ ଆସୋସିଏସନ୍‌ର ସମସ୍ତ କାର୍ଯ୍ୟକର୍ତା ମାନେ ଲିଖିତ ଆକାରରେ ଟିଟିଲାଗଡ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ଯେ, ବିଗତ ବର୍ଷ ୨୦୨୦ ମାର୍ଚ୍ଚ ମାସଠାରୁ ଆଜି ପର୍ଯ୍ୟନ୍ତ ସାରା ବିଶ୍ୱରେ ମହାମାରୀ ହୋଇଥିବା ଯୋଗୁଁ…
Read More...

୨୪ ଜଣ ବିଜେପି ଓ କଂଗ୍ରେସ କର୍ମୀ ଦଳ ଛାଡ଼ି ବିଜେଡିରେ ଯୋଗ ଦେଲେ

ପାଟଣାଗଡ଼, (ଗୋରେଖନାଥ ବରିହା) : ଦିନକୁ ଦିନ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ବିଧାୟକ ସରୋଜ କୁମାର ମେହେରଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରିବା ସହ ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହିତକର କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆଜି ବେଲପଡା ବ୍ଳକ କପାଣି ପଞ୍ଚାୟତ ଡୁଙ୍ଗୁରିଗୁଡା…
Read More...

ବରିଷ୍ଠ ସାମ୍ୱାଦିକ ମନରଂଜନ ଯୋଷୀଙ୍କ ମାତୃ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବରିଷ୍ଠ ସାମ୍ୱାଦିକ ମନରଂଜନ ଯୋଷୀଙ୍କ ମା' ସରଜୂ ଯୋଷୀ ଇହଧାମ ତ୍ୟାଗ କରିଛନ୍ତି । ଜଣେ ଶାନ୍ତଶିଷ୍ଟ, ପରୋପକାରୀ, ଧର୍ମାତ୍ମା ମହିଳା ଭାବେ ସେ ବେଶ ପରିଚିତ ଥିଲେ । ତାଙ୍କ ବିୟୋଗରେ ବଲାଙ୍ଗିର ସହରରେ ଶୋକର ଛାୟା ଖେଲିଯାଇଛି । ବଲାଙ୍ଗିର ଭୀମଭୋଇ ମେଡିକାଲ…
Read More...

ବରମୁଣ୍ଡା ବସ ଷ୍ଟାଣ୍ଡ ପରିଦର୍ଶନ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି ସକାଳୁ ସ୍ଥାନୀୟ ଅନୁଷ୍ଠାନଗୁଡିକର ଅନୁରୋଧ କ୍ରମେ ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ବସଷ୍ଟାଣ୍ଡ ପରିଦର୍ଶନ କରି ସେମାନଙ୍କର ସମସ୍ୟା ବୁଝି ସମାଧାନ ପାଇଁ ପ୍ରୟାସ କରିଛନ୍ତି । ବସଷ୍ଟାଣ୍ଡର ନବୀକରଣ…
Read More...