Yearly Archives

2021

ପଶ୍ଚିମ ଓଡିଶାର ମହାନ୍‌ ପର୍ବ ନୂଆଁଖାଇ ପାଇଁ ମା’ ସମଲେଶ୍ୱରୀ ମନ୍ଦିରକୁ ଆସିଲା ନୂଆ ଧାନ

ସମ୍ୱଲପୁର : ଚଳିତବର୍ଷ ୧୧ ତାରିଖରେ ପଶ୍ଚିମ ଓଡିଶାର ମହାନ୍‌ ପର୍ବ ନୂଆଁଖାଇ । ଏଥିପାଇଁ ମା' ସମଲେଶ୍ୱରୀ ମନ୍ଦିରକୁ ନୂଆ ଧାନ ଆଜିଛି । ନୂଆ ଧାନରୁ ମା'ଙ୍କ ପାଖରେ ନବାନ୍ନ ଲାଗି ହେବ । ମାଆ ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ହେବା ପରେ ପଶ୍ଚିମ ଓଡ଼ିଶାବାସୀ ନୂଆଁ ଖାଇଥାଆନ୍ତି ।…
Read More...

ବରଗଡ଼ରେ ପିସିଆର୍ ବାଇକର ଶୁଭାରମ୍ଭ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡରେ ପିସିଆର୍ ବାଇକର ଶୁଭାରମ୍ଭ ହୋଇଯାଇଛି । ଆଜି ବରଗଡ଼ ଆରକ୍ଷୀ ଅଧିକାରୀ ରାହୁଲ ଜୈନଙ୍କ ଦ୍ୱାରା ୪ ଟି ପିସିଆର୍ ବାଇକର ଶୁଭ ଉଦ୍‌ଘାଟନ ହୋଇଯାଇଥିବା ବେଳେ ଏହି ପିସିଆର୍ ବାଇକକୁ ନେଇ ଜନସାଧାରଣଙ୍କ ପାଇଁ ଏକ ଟୋଲ୍ ଫ୍ରି ନମ୍ବର ମଧ୍ୟ ଜାରି କରାଯିବ ।…
Read More...

ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ଵାରା ଆୟୋଜିତ ଶିକ୍ଷା ପର୍ବ ୨୦୨୧ ୱେବିନାର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା…

ଭୂବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ଵାରା ଆୟୋଜିତ ଶିକ୍ଷା ପର୍ବ ୨୦୨୧ୱେବିନାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦାରା ଉଦ୍‌ଘାଟିତ ହୋଇଯାଇଛି । କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଆଂଚଳିକ କାର୍ଯ୍ୟାଳୟ ଭୂବନେଶ୍ୱର ଅଧୀନସ୍ଥ ସମସ୍ତ ବିଦ୍ୟାଳୟରେ…
Read More...

ନେସ୍‌ନାଲ୍‌ ଏଲିଜିବିଲିଟି କମ୍‌ ଏନ୍‌ଟ୍ରାନ୍ସ ଟେଷ୍ଟ (ୟୁଜି) -୨୦୨୧ ପରୀକ୍ଷା କେନ୍ଦ୍ରର ଠିକଣା ସଂପର୍କରେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ନେସ୍‌ନାଲ୍‌ ଏଲିଜିବିଲିଟି କମ୍‌ ଏନ୍‌ଟ୍ରାନ୍ସ ଟେଷ୍ଟ (ୟୁଜି) -୨୦୨୧ ପାଇଁ ଆସନ୍ତା ୧୨ ତାରିଖ ଦିନ ପରୀକ୍ଷା ହେବାକୁ ଥିବା ବେଳେ ପରୀକ୍ଷାର୍ଥୀମାନଙ୍କ ଏଡ୍‌ମିଟ୍‌ କାର୍ଡରେ ପରୀକ୍ଷା କେନ୍ଦ୍ରର ଠିକଣା ଭୁଲରେ ସେଂଚୁରିଆନ୍‌ ପବ୍ଲିକ୍‌ ସ୍କୁଲ,…
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଥିବା ସୂଚନା ମିଳିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୦୬୨ଜଣକୁ ବୃଦ୍ଧି ପାଇଛି । ୭ ଜଣ ମୃତକଙ୍କ ମଧ୍ୟରୁ ଅନୁଗୁଳ, କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ…
Read More...

ସମାଜସେବୀଙ୍କ ହସ୍ତକ୍ଷେପ ପରେ ତିନି ଶିଶୁ ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ଓ ସରକାରୀ ସହାୟତା ପାଇଲେ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ କେନ୍ଦୁପାଟି ଗାଁର ଉତ୍ତମ ବାରିକ କେନସର ରୋଗରେ ଆକ୍ରାନ୍ତ ହୋଇ ଗତ କିଛିମାସ ତଳେ ମୃତ୍ୟୁ ବରଣ କରିଥିଲେ । ତାଙ୍କର ସ୍ତ୍ରୀ ରଶ୍ମିତା ବାରିକ ନିଜର ସୁନା, ଗହଣା, ଜମି ବନ୍ଧକ ରଖି ତାଙ୍କୁ ଉନ୍ନତ ମାନର ଚିକିତ୍ସା ଲାଗି…
Read More...

ରାଜ୍ୟ ପ୍ରଶାସନିକ ସେବାରେ କନ୍ଧମାଳର ପ୍ରଥମ କିନ୍ନର ଐଶ୍ୱର୍ଯ୍ୟା ଋତୁପୁର୍ଣ୍ଣା ପ୍ରଧାନ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ରାଜ୍ୟ ପ୍ରଶାସନିକ ସେବାରେ କନ୍ଧମାଳର ପ୍ରଥମ କିନ୍ନର ଐଶ୍ୱର୍ଯ୍ୟା ଋତୁପୁର୍ଣ୍ଣା ପ୍ରଧାନ । ଐଶ୍ଵର୍ଯ୍ୟା ଋତୁପର୍ଣ୍ଣା ପ୍ରଧାନଙ୍କ ୧୯୮୩ ମସିହା କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକର କନବାଗେରୀ ଗାଁରେ ଜନ୍ମ ହୋଇଥିବା ବେଳେ ଐଶ୍ଵର୍ଯ୍ୟାଙ୍କ…
Read More...

ରାଜ୍ୟରେ କରୋନା ସଂକ୍ରମଣ : ଗତ ୨୪ ଘଂଟା ମଧ୍ୟରେ ୬୩୮ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୩୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୯୦୦ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୯୩ ଜଣ ୦ ରୁ ୧୮ ବର୍ଷ ବୟସର ସଂକ୍ରମିତ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୭୨ ଜଣ…
Read More...

କୋଶଳୀ କ୍ଷୁଦ୍ର ଚଳଚ୍ଚିତ୍ର ‘ଆମର୍‌ ନୂଆଁଖାଇ’ର ସୁଟିଙ୍ଗ୍‌ ଆରମ୍ଭ

ସଇଁନ୍ତଲା, (ଅଜିତ କୁମାର ସାହୁ) : ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଏହି ନୂଆଁଖାଇକୁ ନେଇ ବେଶ ଉତ୍ସ।ହିତ ସହରଠାରୁ ଗ୍ରାମାଞ୍ଚଳର ଲୋକେ ଯିଏ ଯେଉଁଠି ଥାଉ ନା କାହିଁକି ନିଜ ଭିଟାମାଟିକୁ ଏହି ନୂଆଁଖାଇ ନିମନ୍ତେ ଫେରିଥାଏ । ଗାଁ ଗାଁରେ ବେଶ ଲୋକଙ୍କ ମନରେ ଉତ୍ସ।ହ ଲାଗି ରହିଥିବା ବେଳେ…
Read More...

ଖପ୍ରାଖୋଲ ବ୍ଳକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବୀରେ କୃଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରାଯାଇ ଚାଷୀମାନଙ୍କୁ ମରୁଡି ସହାୟତା ପ୍ରଦାନ କରାଯିବାକୁ ଦାବୀ କରାଯାଇଛି । ସୋମବାର ଖପ୍ରାଖୋଲ ବ୍ଳକ କୃଷକ ସଂଘ ପକ୍ଷରୁ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ତହସିଲଦାର ଆଦିତ୍ୟ…
Read More...