Yearly Archives

2021

ଜିଲା ଯୁବ କୁଲୁତା ସମାଜର ଗୌରବ ଖିଲାଡ଼ି ବିଶ୍ୱନାଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : କେନ୍ଦ୍ରୀୟ ରିଜର୍ଭ ପୋଲିସର ସେଣ୍ଟର ଟିମ ପାଇଁ ଗୋଲ କିପର୍‌ ଭାବରେ ଚୟନ ହୋଇଛନ୍ତି କୋଶଲ ମାଟିର ପୁଅ ତଥା କୁଲୁତା ସମାଜର ଗୌରବ ବିଶ୍ୱନାଥ ବିଶ୍ୱାଳ । ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ମହିମୁଣ୍ଡା ଗ୍ରାମର ବିଶ୍ୱନାଥ ବିଶ୍ଵାଳ ୨୦୧୭ରେ ସିଆର୍‌ପିଏଫ୍‌ରେ
Read More...

ତହଁକ୍ କୁଟୁମ୍ ତରଫରୁ ନୂଆଁଖାଇ ମହୋତ୍ସବ ପାଳିତ : ନାଚ୍‌ଗୀତ୍‌ ଥି ଗର୍‌ଜିଲା ମଚାନ୍

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଳକ ଅନ୍ତର୍ଗତ ତାଲଜୁରି ଗ୍ରାମରେ ତହଁକ୍ କୁଟୁମ୍ ତରଫରୁ ନୂଆଁଖାଇ ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ସମସ୍ତ ଗ୍ରାମବାସୀ ନିଜ ନିଜ ଘର ଆଗରେ କଳସ ବସାଇ କବି କଲାକାର ମାନଙ୍କୁ ସ୍ଵାଗତ କରିଥିଲେ । ଏହି ନିଆରା ପରମ୍ପରା ଗାଁରେ ତିଆରି
Read More...

ଓଡିଶା ସାମ୍ବାଦିକ ସଂଘ ଓ ପାରାଦୀପ ପ୍ରେସ ମିଡିଆ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ପାରାଦୀପ : ଓଡିଶା ଗଣମାଧ୍ୟମ ଜଗତର ଉଦିୟମାନ, ଦକ୍ଷ ଓ ସାହାସୀ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଓଡିଶା ସାମ୍ବାଦିକ ସଂଘ ଓ ପାରାଦୀପ ପ୍ରେସ ମିଡିଆ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅରିନ୍ଦମଙ୍କ ଅମର ଆତ୍ମାର ସଦଗତି କାମନା କରି ନିରବ
Read More...

ବଲାଙ୍ଗିର କରାଟେ ସ୍କୁଲରେ ପ୍ରାଥମିକ ଚିକିତ୍ସା ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର କରାଟେ ସ୍କୁଲ ତରଫରୁ କୋଭିଡ -୧୯ ଗାଇଡଲାଇନ ଅନୁପାଳନ କରି ପ୍ରାଥମିକ ଚିକିତ୍ସା ସଚେତନତା କାର୍ଯ୍ୟକ୍ରମ ଗାନ୍ଧୀ ଷ୍ଟାଡିଅମ ଇନଡୋର ହଲରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କରାଟେ ସଂଘର ସଂପାଦକ ହୃଦୟ ଶବରଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଥିବା
Read More...

ଓଟିଭି ପ୍ରତିନିଧି ଅରିନ୍ଦମ ଦାଶଙ୍କ ବିୟୋଗରେ ସାମ୍ବାଦିକ ସଂଘର ଶୋକସଭା

କଂଟାବାଂଜି, (ମନିଶ କୁମାର ହଂସ) : ଓଟିଭି ପ୍ରତିନିଧି ୰ଅରିନ୍ଦମ ଦାଶ ଦନ୍ତା ହାତିର ଲାଇଭ୍‌ ଖବର ସଂଗ୍ରହ କରୁଥିବା ବେଳେ ମହାନଦୀର ପ୍ରଖର ଜଳ ସ୍ରୋତରେ ମୁଣ୍ଡୁଳି ବ୍ୟାରେଜରେ ଭାସି ଯାଇ ଗତ ୨୪/୯/୨୦୨୧ରିଖ ଦିନ ପ୍ରାଣ ତ୍ୟାଗ କରିଛନ୍ତି । ଜଣେ ନିର୍ଭିକ ଏବଂ କର୍ମଠ ଖବରଦାତାଙ୍କ ଅକାଳ
Read More...

ରାଜ୍ୟରେ ଆଉ ୫ ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିବା ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରୁ ୨ ଜଣ, କେନ୍ଦୁଝର, କୋରାପୁଟ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ
Read More...

ଶାନ୍ତିପଡାରେ ମୋବାଇଲ ଚୋରକୁ କାବୁକରି ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡା ଶିବ ମନ୍ଦିର ପଛପଟ ଏକ ଘର ଭିତରୁ ଗତକାଲି ରାତିରେ ମୋବାଇଲ ଫୋନ ଚୋରି କରୁଥିବା ସମୟରେ ଦୁଇ ଜଣ ମୋବାଇଲ ଚୋରଙ୍କୁ ସ୍ଥାନୀୟ ଲୋକେ କାବୁକରି ଟାଉନ ପୋଲିସ ଜିମାରେ ଦେଇଛନ୍ତି । ତେବେ ଦୁଇଜଣ ଚୋରଙ୍କୁ ପୋଲିସ ଅଟକ ରଖି ଘଟଣା ସଂପର୍କରେ
Read More...

କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୁଦ୍ଧରେ ଭାରତ ବନ୍ଦ ଡାକରା ନେଇ ସଇଁନ୍ତଲା କଂଗ୍ରେସ କାର୍ଯ୍ୟାଳୟରେ ବୈଠକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ମୋଦି ସରକାରଙ୍କ କୃଷି ଓ ଶ୍ରମିକ ବିରୋଧ ନୀତି ତଥା ଜାତୀୟ ସମ୍ପତ୍ତିର ଘରେଇ କରଣକୁ ବିରୋଧ କରିବା ସହିତ ୩ଟି କଳା କୃଷି ଆଇନକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବୀରେ ଭାରତ ବର୍ଷର ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ, ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ
Read More...

ଗତ ୨୪ ଘଂଟାରେ ୫୮୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୫୮୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୬ ଜଣ ୦ ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୯୦୯ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୪୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୪୩ ଜଣ ଆଂଚଳିକ
Read More...

ଡେଲାଙ୍ଗରେ ବିଜେପିର ଜୋରଦାର ପ୍ରଚାର : କେନ୍ଦ୍ରମନ୍ତ୍ରୀଙ୍କ ରୋଡଶୋରେ ବିପୁଳ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପିପିଲି ପ୍ରଚାର ଆଉ ଦୁଇ ଦିନ ବାକିଥିବା ବେଳେ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରୋଡଶୋ କରି ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପିପିଲି-ଡେଲାଙ୍ଗରେ ଭୋଟ ପ୍ରଚାର କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ
Read More...