Yearly Archives

2021

ଗାନ୍ଧୀଙ୍କ ଓଡିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ପ୍ରବନ୍ଧ ପ୍ରତିଯୋଗିତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଆ ଭାଷା ପ୍ରତିଷ୍ଠାନ ତରଫରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଦ୍ୟାଳୟସ୍ତରର ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ପ୍ରବନ୍ଧ ପ୍ରତିଯୋଗିତା ଗତକାଲି ପୂର୍ବାହ୍ନ ୧୧ ଘଟିକା
Read More...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ସୋହେଲା, (କେପିଏନ୍‌ଏସ) : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ସୋହେଲା ଗାନ୍ଧୀ ଛକ ସ୍ଥିତ ସତ୍ୟାଗ୍ରହୀ ସ୍ମାରକୀ ସ୍ମୃତିପୀଠରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସମେତ ଅନ୍ୟ ୧୦ ଜଣ ଅନୁଗାମୀଙ୍କ ପ୍ରତିମୂର୍ତ୍ତିରେ ରାଜ୍ୟ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ
Read More...

ଯୁବ ହଷ୍ଟେଲ ରାଉରକେଲା ଶାଖାର ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଯୁବ ହଷ୍ଟେଲ ରାଉରକେଲା ଶାଖା ଓ ଆଇଜିଏଚର ରକ୍ତଦାନ ୟୁନିଟ ଆନୁକୁଲ୍ୟରେ ତଥା ଆଇଏମ୍ଏ ରାଉରକେଲା ଶାଖା ଓ 'ରକ୍ତଧାରା'ର ସକ୍ରୀୟ ସହଯୋଗରେ 'ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ' ଆଇଜିଏଚ୍‌ ସମ୍ମିଳନୀ କକ୍ଷଠାରେ ପାଳିତ ହୋଇଯାଇଛି । ଯୁବ ହଷ୍ଟେଲସ
Read More...

ସମ୍ବିଧାନ ଓ ଗାନ୍ଧୀଙ୍କ ରାମଧୁନ ମଧ୍ୟରେ ରହିଛି ଅପୂର୍ବ ସମନ୍ୱୟ : ପଞ୍ଚାନନ କାନୁନଗୋ

ରାଉରକେଲା, (ସସ୍ମିତା ପ୍ରଧାନ) : ଆମ ଭାରତୀୟ ସମ୍ବିଧାନ ଓ ଗାନ୍ଧୀଜୀଙ୍କ ରାମଧୁନ ମଧ୍ୟରେ ରହିଛି ଅପୂର୍ବ ସମନ୍ବୟ ବୋଲି ଅତିଥି ଭାବେ ଯୋଗଦେଇ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି । ଆମେ ଭାରତୀୟ ପକ୍ଷରୁ ସେକ୍ଟର ୭ ସ୍ଥିତ ସିଅର କାର୍ଯ୍ୟାଳୟ ଠାରେ 'ଗାନ୍ଧୀ ଓ ଯୁବ
Read More...

ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ତରଫରୁ ଟିଏଲ୍ଏମ୍ ମେଳା ଅନୁଷ୍ଠିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ୍ ବରଗଡ଼ରେ ଇତି ମଧ୍ୟରେ ଟିଏଲ୍ଏମ୍ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ଅନୁଷ୍ଠାନର ପ୍ରଥମ ବର୍ଷ ଗୁରୁ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ତିଆରି ହେଇଥିବା ବିଭିନ୍ନ ପ୍ରକାରର ଟିଏଲଏମ୍ ଗୁଡିକୁ ଅନୁଷ୍ଠାନର
Read More...

ବିଦ୍ୟୁତ ଗ୍ରୀଡ଼ ପଛରୁ ଯୁବକଙ୍କ ମୃତ ଦେହ ଉଦ୍ଧାର : ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ

ତୁଷୁରା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ତୁଷୁରା ବିଦ୍ୟୁତ ଗ୍ରୀଡ଼ ପଛ ପଟେ ଥିବା ଏକ ଗଛ ଉପରେ ଜଣେ ଯୁବକଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ରହିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଖବର ପାଇବା ପରେ ଘଟଣା ସ୍ଥାନରେ ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଥିବା ବେଳେ ହତ୍ୟା ନା
Read More...

ଆଜି ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ : ଆଜି ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଉଭୟ ହିନ୍ଦୀ ଓ ଇଂରାଜୀ ଭାଷାରେ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Read More...

ଝିଙ୍କିଡୁଙ୍ଗୁରି ପଞ୍ଚାୟତରେ ବିଭିନ୍ନ ଯୋଜନାର ଅନିୟମିତତା ହେଉଥିବା ଅଭିଯୋଗ : ବ୍ଳକ କାର୍ଯ୍ୟାଳୟ ଆଗରେ ଗ୍ରାମବାସୀଙ୍କ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଗରିବ, ନିରୀହ ଲୋକଙ୍କ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରିବା ସହ ଗରିବ ଲୋକଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରୁଥିବା ବାହା ବାହା ମାରୁଛନ୍ତି ହେଲେ ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ବଦଳି ନାହିଁ ବିକାଶର ମାନଚିତ୍ର । ଏବେବି
Read More...

ସୋନଗଡ ବ୍ରିଜ୍‌ରେ ଗାତର ମରାମତି କାମ ଆରମ୍ଭ : ଡେଞ୍ଜର କଟନ ଦେଇ ଛାଡ଼ି ଦେଲେ ରାତିରେ ଦୁର୍ଘଟଣା ଆଶଙ୍କା, ରେଡିୟମ୍…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବଙ୍ଗଳା ମଧ୍ୟସ୍ଥି ସୋନଗଡ ନଦୀର ବ୍ରିଜରେ ବହୁ ଖାଳ ଖମା ଭର୍ତି ହୋଇଛି । ଗୁରୁବାର ଦିନ ସକାଳେ ଖାଲକୁ ମରାମତି କରିବା ପାଇଁ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଆସି ଖାଲ ଥିବା ସ୍‌ସ୍ଥାନକୁ ମିସିନ ଦ୍ଵାରା କାଟି ଦେଇଥିଲେ । ହେଲେ ରାସ୍ତା ମରାମତି କାମ
Read More...

ସିଂବାହାଲି ଗାଁକୁ ରାଜସ୍ୱ ମାନ୍ୟତା ଘୋଷଣା କରିବା ପାଇଁ ଅତିରିକ୍ତ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଅନେକ ଗାଁକୁ ସରକାର ରାଜସ୍ବ ମାନ୍ୟତା ଘୋଷଣା କରିନଥିବା ଅନେକ ଥର ଅଭିଯୋଗ ହୋଇଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିଷକେଲା ପଞ୍ଚାୟତ ୬ ନମ୍ବର ୱାର୍ଡ ଖ ବସ୍ତି ସିଂବାହାଲି ଗାଁକୁ ବର୍ତ୍ତମାନ
Read More...