Yearly Archives

2021

ବରଗାଁ ଠାରେ ବିଜେଡ଼ିର ସ୍ୱଚ୍ଛ ମିଶନ ଅଭିଯାନ

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସ୍ଥିତ ବରଗାଁ ଗ୍ରାମ ଠାରେ ବିଜେଡି ତରଫରୁ ସ୍ବଚ୍ଛ ମିଶନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୨ ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ରାଜ୍ୟର ସମସ୍ତ
Read More...

ଓସାକା ହାଇଦ୍ରାବାଦ ଭର୍ଚୁଏଲ ନୂଆଁଖାଇ ଭେଟ୍‌ଘାଟ୍‌ରେ ପଶ୍ଚିମ ଓଡିଶାର ହଜି ଯାଉଥିବା ଲୋକକଳା ପ୍ରଦର୍ଶିତ

ହାଇଦ୍ରାବାଦ, (କେପିଏନ୍‌ଏସ୍‌) : ହାଇଦ୍ରାବାଦ ସ୍ଥିତ ପ୍ରବାସୀ ପଶ୍ଚିମ ଓଡିଶା ବାସୀଙ୍କ ଅଗ୍ରଣୀ ଅନୁଷ୍ଠାନ ‘ଓସାକା’ ତରଫରୁ ଏହି ବର୍ଷ ଅକ୍ଟୋବର ୩ ତାରିଖ ସନ୍ଧ୍ୟାରେ ଭର୍ଚୁଏଲ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ନିଆରା ଢଙ୍ଗରେ ଆୟୋଜିତ ହୋଇଯାଇଛି । ଏ ବର୍ଷ ‘ଗାଁ ରୁ ଗ୍ଲୋବାଲ’ ବାର୍‌ତା
Read More...

୧୫ ଦଫା ଦାବୀ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା ଜିଲ୍ଲା କୃଷକ ମହାସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୧୫ ଦଫା ଦାବୀ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଛି ଜିଲ୍ଲା କୃଷକ ମହାସଂଘ । ମହାସଂଘ ପକ୍ଷରୁ କୁହାଯାଇଛି ଯେ, ବଲାଙ୍ଗିର ଜିଲ୍ଲା ଏକ ଅନୁନ୍ନତ ମରୁଡି ପ୍ରବଣ ଜିଲ୍ଲା । ବିଭିନ୍ନ ସରକାରୀ ଯୋଜନା ସତ୍ୱେ ଜିଲ୍ଲାରେ କୃଷିର ଉନ୍ନତି ହୋଇ ପାରୁନାହିଁ । ଫଳରେ
Read More...

୧୯୮୨ ମସିହା ମେଟ୍ରିିକ ବ୍ୟାଚ୍‌ର ବନ୍ଧୁ ମିଳନ ପାଇଁ ପ୍ରସ୍ଥୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଘରୋଇ ବସ ସଂଘ କାର୍ୟ୍ୟାଳୟ ପରିସରରେ ୧୯୮୨ ମସିହା ମେଟ୍ରିିକ ବ୍ୟାଚ୍‌ର ପୂର୍ବତନ ଛାତ୍ରମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ଛାତ୍ର ହେମନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଆଗାମୀ ଦିନରେ ହେବାକୁଥିବା ବନ୍ଧୁ ମିଳନ ସମାରୋହ ପାଇଁ
Read More...

‘କୋଶଳ ପ୍ରବାହ’ର ମହାପ୍ରଭାବ : ଦୀପାଙ୍କ ଟ୍ୱିଟ ପରେ ଉତ୍ତର ରଖିଲା ଗ୍ରାମ୍ୟ ଉନ୍ନୟନ ବିଭାଗ,…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ନିର୍ବାଚନ ମଣ୍ଡଳୀର ବିଜେପୁର ବ୍ଲକ ସ୍ଥିତ ଭଟିଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲପତ୍ରା ଗ୍ରାମକୁ ସ୍ଵାଧୀନତାର ୭୫ ବର୍ଷ ପରେ ମଧ୍ୟ ପକ୍କା ରାସ୍ତା ନ ଥିବା ଖବର "କୋଶଳ ପ୍ରବାହ"ରେ ପ୍ରକାଶିତ ହୋଇଥିଲା ।
Read More...

ଗତ ୨୪ ଘଂଟାରେ ୪୦୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୦୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୭୪ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୦୭୫ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୩୮ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

କୋଶଳିଆ ମାଳି ସମାଜ ବିକାଶ ବିଜେପୁର ସର୍କଲ ସ୍ତରୀୟ କର୍ମକର୍ତ୍ତାଙ୍କ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଶଳିଆ ମାଳି ସମାଜ ବିକାଶ ପରିଷଦ, ବିଜେପୁର ସର୍କଲ ସ୍ତରୀୟ କର୍ମକର୍ତ୍ତାଙ୍କୁ ନେଇ ଆଜି ଏକ ସୌଜନ୍ୟ ମୂଳକ ବୈଠକ ରଞ୍ଜିତ ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ନଭେମ୍ବର ମାସ ସୁଦ୍ଧା ସମସ୍ତ ଜୋନାଲ ବୈଠକ
Read More...

ଖପ୍ରାଖୋଲ ପ୍ରଶାସନ ନୀରବ ଦ୍ରଷ୍ଟା ପାଲଟିଛି

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ଅଙ୍ଗନୱାଡି କେନ୍ଦ୍ର ଏବଂ ପ୍ରାଥମିକ ବିଦ୍ୟାଳୟର ସାମ୍ନାରେ କିଛି ବର୍ଷ ଧରି ଅଳିଆ ଗଦା ରହିଛି, କିନ୍ତୁ ପ୍ରଶାସନ ଅନ୍ଧ ଭାବରେ ଚୁପ ରହିଛି, ଯେଉଁଠାରେ ଦେଶର ପ୍ରଧାନମନ୍ତ୍ରୀ ସ୍ୱଚ୍ଛତା ଅଭିଯାନରେ ନିୟୋଜିତ ଅଛନ୍ତି କିପରି
Read More...

ହରିଶଙ୍କର ଠାରେ ସର୍ବ ଭାରତୀୟ ବିଞ୍ଝାଲ ସମାଜ ପକ୍ଷରୁ ବ୍ଳକ ସ୍ତରୀୟ ନୂଆଁଖାଇ ଭେଟଘାଟ

ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତିର୍ଥ ସ୍ଥଳୀ ହରିଶଙ୍କର ଠାରେ ସର୍ବ ଭାରତୀୟ ବିଞ୍ଝାଲ ସମାଜ ପକ୍ଷରୁ ବ୍ଳକ ସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌ ମା' ବିନ୍ଧ୍ୟବାସିନୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଖପ୍ରାଖୋଲ ବ୍ଳକ ସଭାପତି ଚନ୍ଦ୍ରଶେଖର ବରିହାଙ୍କ
Read More...

ଆଠଗାଁ ଧରମସିଂ ମାନଧାତା ଶୃତି ଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଳକ ଆଠଗାଁ ଧରମସିଂ ମାଝୀ ମାନଧାତାଙ୍କୁ ଐତିହାସିକ ସ୍ୱୀକୃତି ଏବଂ ସଂରକ୍ଷଣ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏନେଇ ଆଜି ଗାଁର ପାଠାଗାର ଠାରେ ଆୟୋଜିତ ଏକ ବୈଠକ ଗତ କିଛି ଦିନ ତଳେ ରାଜ୍ୟ ପର୍ଯ୍ୟଟନ ଏବଂ ଓଡ଼ିଶା ଭାଷା ସାହିତ୍ୟ ଏବଂ
Read More...