Yearly Archives

2021

ଭିଜିଲାନ୍ସ ଜାଲରେ ପଡ଼ିଥିବା କନିଷ୍ଠ ଯନ୍ତ୍ରୀ ଜେଲ ଗଲେ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍‌ରେ କାର୍ଯ୍ୟ କରୁଥିବା କନିଷ୍ଠ ଯନ୍ତ୍ରୀ କୃଷ୍ଣପ୍ରିୟା ମଣ୍ଡଳ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିବା ପରେ ଆଜି ଗିରଫ ହୋଇ ଜେଲ ଯାଇଛନ୍ତି । ସୂଚନା ଅନୁସାରେ ସିକୁଆଁ ପଞ୍ଚାୟତର ଲିଙ୍ଗରାଜ ସାହୁ ମନେରଗା
Read More...

ଝୁଲନ୍ତା ମୃତ ଦେହ ଉଦ୍ଧାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଭୋର ସକାଳ ୫ଟାରେ ଶାନ୍ତିନଗରଠାରେ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ପଦ୍ମପୁର ସହର ଅନ୍ତର୍ଗତ ଶାନ୍ତିନଗରଠାରେ ଭୋର ସକାଳ ୫ଟାରେ ଜଣଙ୍କ ମୃତ ଦେହ ଦେଖିବାକୁ ମିଳିଛି। ସୂଚନା ମୁତାବକ ମୃତକ ଜଣକ ପଦ୍ମପୁର ଥାନାରେ କାର୍ଯ୍ୟରତ
Read More...

ଆରପାରିରେ ସାମ୍ବାଦିକ ସୁଶିଲ ପଣ୍ଡା

ବଲାଙ୍ଗିର, (କେପିଏନଏସ୍) : ସ୍ଥାନୀୟ ରୁଗୁଡିପଡା ନିବାସୀ ସାମ୍ବାଦିକ ସୁଶିଲ କୁମାର ପଣ୍ଡା ବାପା ମାଆଙ୍କ ଚିକିତ୍ସା କରାଇବାକୁ ଚେନ୍ନାଇ ଯାଇ ନିଜେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଆଜି ଚାଲିଗଲେ ଆରପାରିକୁ । ସୂଚନା ଅନୁସାରେ ଗତ ୨୩ ଦିନ ତଳେ ବାପା ମାଆଙ୍କ
Read More...

ମନରେଗା ଦୁର୍ନୀତିର ତଦନ୍ତ ଚାଲିଛି : ଅପେକ୍ଷାରେ ଅଞ୍ଚଳବାସୀ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଅନ୍ତର୍ଗତ ନଅଗାଁ (ଖ) ପଂଚାୟତ ତେନ୍ତୁଳିଖୁଣ୍ଟି ଗ୍ରାମବାସୀ ରାସ୍ତା ପାଶ୍ୱର୍ରେ ଥିବା ଖରଡିଆମୁଣ୍ଡା ପୋଖରୀ ଖନନ ତଥା ପାହାଚ ନିର୍ମାଣ କାମ ଦୁର୍ନୀତି ସମ୍ବନ୍ଧେ ୨୦/୭/୨୧ରେ ପିଡିଡିଆରଡିଏଙ୍କ ପାଖରେ ଅଭିଯୋଗ କରିଥିଲେ । ସୂଚନା ଅନୁସାରେ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୮୩ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଓ ମୟୁରଭଞ୍ଜ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏନେଇ ରାଜ୍ୟ
Read More...

ମେଗା ସ୍ୱାସ୍ଥ୍ୟ ଶିବିର ସହ ତିନି ଦିନିଆ ଶିଶୁମେଳା ଉଦ୍‌ଯାପିତ

ରେଢ଼ାଖୋଲ, (କେପିଏନ୍‌ଏସ୍‌) : ନିର୍ଭୟ ପବ୍ଲିକେଶନ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ମନିଷ ଅନୁରାଗ (ଗୁଡ୍ଡୁ)ଙ୍କ ସ୍ମୃତିରେ ଅଗ୍ରଣୀ ଅନୁଷ୍ଠାନ ସାରା ଓଡ଼ିଶା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ଗୌରଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠିତ ତିନି ଦିନିଆ ଶିଶୁମେଳାର
Read More...

ଗତ ୨୪ ଘଂଟାରେ ୨୨୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୨୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୩୩ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୬୫୭ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୮ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସୁଲାତାନପୁର ଜିଲ୍ଲାରେ ଏକ୍ସପ୍ରେସ ୱେରେ ନିର୍ମିତ ୩.୨ କିଲୋମିଟର ଦୀର୍ଘ ଏୟାରଷ୍ଟ୍ରିପ୍‍ରେଏୟାର ସୋକୁ କଲେ ପ୍ରଦର୍ଶନଏହି ଏକ୍ସପ୍ରେସ ୱେ ହେଉଛି ଉତ୍ତର ପ୍ରଦେଶରେ ଗ୍ରହଣ କରାଯାଇଥିବା ପ୍ରତିବଦ୍ଧତାର ପ୍ରମାଣ ତଥା ଉତ୍ତର ପ୍ରଦେଶର ଗୌରବ ତଥା ବିସ୍ମୟ’ଆଜି ପଶ୍ଚିମ ଉତ୍ତର ପ୍ରଦେଶର ଚାହିଦା
Read More...

ଆସନ୍ତା ୧୮ ତାରିଖରେ ଭିନ୍ନକ୍ଷମଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ର ପକ୍ଷରୁ କ୍ଷୁଦ୍ର ନିଯୁକ୍ତି ମେଳା

ଭୁବନେଶ୍ୱର, (ପିଆଇବି) : ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଅଧୀନ ଭିନ୍ନକ୍ଷମଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ର, ଭୁବନେଶ୍ୱର ପକ୍ଷରୁ ଏକ କ୍ଷୁଦ୍ର ନିଯୁକ୍ତି ମେଳା ଆୟୋଜନ କରାଯାଉଛି। ସନସିଡ୍ ଆଗ୍ରୋ ଲିମିଟେଡର ମିଳିତ ସହଯୋଗରେ ଆସନ୍ତା ୧୮ ତାରିଖରେ ଏହି ନିଯୁକ୍ତି ମେଳା ଆୟୋଜିତ
Read More...

ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ୮୩ଟି ରୂପାନ୍ତରୀଣ ହାଇସ୍କୁଲ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ସରକାରଙ୍କ ୫-ଟି ଯୋଜନା ଅନ୍ତର୍ଭୁକ୍ତ ସ୍ମାର୍ଟ କ୍ଲାସ ମାଧ୍ୟମରେ ଉନ୍ନତ ପ୍ରଣାଳୀରେ ବିଜ୍ଞାନ ଓ ପ୍ରଯୁକ୍ତି ଶିକ୍ଷାଦାନ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ୮୩ଟି ରୂପାନ୍ତରୀଣ ହାଇସ୍କୁଲ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗତକାଲି
Read More...