Daily Archives

ବରିଷ୍ଠ ସାମ୍ବାଦିକ ଶଙ୍କର ପ୍ରସାଦ ମିଶ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବରିଷ୍ଠ ସାମ୍ବାଦିକ ଶଙ୍କର ପ୍ରସାଦ ମିଶ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଆଜି ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ସାମ୍ବାଦିକ ସଂଘର ସମସ୍ତ କର୍ମକର୍ତ୍ତା, ତାଙ୍କ ବନ୍ଧୁ ପରିଜନ ତଥା ବଲାଙ୍ଗିର ସହରର ବହୁ ବୁଦ୍ଧିଜୀବୀ
Read More...

ଏବେ ବି ରହିଛି ଅନ୍ଧବିଶ୍ୱାସ : ଗୁଣି ଗାରେଡି ନେଲା ନାବାଳକର ଜୀବନ ବୋଲି ପରିବାର ଲୋକଙ୍କ ଅଭିଯୋଗ, ଗାଁରେ ଉତ୍ତେଜନା,…

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଲୁଥୁରବନ୍ଦ ଗାଁରେ ଗୁଣି ଗାରେଡି ସଂଦେହକୁ ନେଇ ଗାଁରେ ଉତ୍ତେଜନା ଦେଖିବାକୁ ମିଳିଛି । ଗାଁର ନାବାଳକ ନେତ୍ରାନନ୍ଦ ବାଗ(୧୫)ର ମୃତ୍ୟୁକୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ ପରିବାର ଲୋକଙ୍କ ଅଭିଯୋଗ ଯେ, ତନ୍ତ୍ର
Read More...

ସ୍ୱାଧୀନତାର ଅମୃତ ମହୋତ୍ସବ ଉପଲକ୍ଷେ ସରକାରୀ ମହିଳା ମହାବିଦ୍ୟାଳୟରେ କବିତା ପାଠୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍) : 'ରଚନା' ପକ୍ଷରୁ ସ୍ୱାଧୀନତାର ଅମୃତ ମହୋତ୍ସବ ଉପଲକ୍ଷେ ସରକାରୀ ମହିଳା ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସ୍ୱରଚିତ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ସାହିତ୍ୟିକ ସନାତନ ଠାକୁର
Read More...

ଛତ୍ରପୁର ମହୋତ୍ସବରେ ଓଲିଉଡ଼ ତାରକା ଦୀପ୍ତିରେଖା ପାଢ଼ୀ, ଆଶୁତୋଷ ମହାନ୍ତିଙ୍କ ଗୀତରେ ଦର୍ଶକ ଝୁମିଲେ ଓ ନାଚିଲେ

• ଅବ୍ୟବସ୍ଥା ନେଇ ସାମ୍ବାଦିକମାନେ ଅତିଷ୍ଠ : ସ୍ଥାନ ବର୍ଜ୍ଜନ ଭଳି ଅଭାବନୀୟ ଘଟଣା ଏବେ ଆଲୋଡିତ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅର୍ଥନୈତିକର ବିକାଶ ଓ ପ୍ରସାର ନିମନ୍ତେ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଥିବା ପଲ୍ଲୀଶ୍ରୀ ମେଳା ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି । ଷ୍ଟଲରେ
Read More...

ଆତ୍ମନିର୍ଭରଶୀଳ ତାଲିମ ଶିବିର

ତୁରେକେଲା, (କୈଳାଶ ସଗ୍ରିଆ) : ଗତ ଶୁକ୍ରବାର ଦିନ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ ତୁରେକେଲା ବ୍ଲକରେ ଆତ୍ମନିର୍ଭରଶୀଳ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ସରକାରୀ ପୋଲିଟେକ୍ନିକ୍ ବଲାଙ୍ଗିର ମାଧ୍ୟମରେ ଡିପ୍ଲୋମା ଇଞ୍ଜିନିୟରିଂ ପାଠ୍ୟକ୍ରମରେ
Read More...

ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ପୋଲିସ ଦ୍ୱାରା ସଂଗୃହୀତ ନିର୍ଦ୍ଧିଷ୍ଟ ସୂଚନାକୁ ଆଧାର କରି ପୋଲିସ ଏବଂ ସିଆରପିଏଫର ମିଳିତ ଏକ ଟିମ୍ ଶ୍ରୀନଗର ଜିଲ୍ଲା ହରୱାନ ଦରବାଗ ଧରା ଅଞ୍ଚଳରେ କର୍ଡ଼ନ୍-ଆଣ୍ଡ-ସର୍ଚ୍ଚ
Read More...

ଭଙ୍ଗା କୁଡ଼ିଆରେ ବାସ କରୁଛନ୍ତି ବିଧବା ଯଶୋବନ୍ତି ଦାସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାର ଗରିବ ଲୋକମାନଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି କିନ୍ତୁ ପ୍ରଶାସନିକ ଅଧିକାରୀମାନଙ୍କ ବେପରୁଆ ମନୋଭାବ ତଥା ସେବା ମନୋଭାବର ଘୋର ଅଭାବ ଯୋଗୁଁ ଆଜିବି ଅନେକ ଯୋଗ୍ୟ ହିତାଧିକାରୀ ଉକ୍ତ ଯୋଜନାମାନଙ୍କର ଲାଭ ଉଠେଇ ପାରୁନାହାନ୍ତି । ଏମିତି
Read More...

ଗତ ୨୪ ଘଂଟାରେ ୧୯୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୯୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୩୪ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୮୯୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୨ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ବିଳମ୍ବିତ ରାତିରେ ମାଛ ବ୍ୟବସାୟୀଙ୍କୁ ନୃଶଂସ ହତ୍ୟା

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଞ୍ଚଳରେ ବିଳମ୍ବିତ ରାତିରେ ଜଣେ ମାଛ ବ୍ୟବସାୟୀଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଜଣେ ମାଛ ବ୍ୟବସାୟୀଙ୍କୁ ହତ୍ୟା
Read More...

କଳାକାର ଭତ୍ତା ପାଇଁ ଯୋଗ୍ୟ କଳାକାରଙ୍କ ଦକ୍ଷତା ପରୀକ୍ଷା ଅନୁଷ୍ଠିିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ପଚାଂୟତ ସମିତି କାର୍ଯ୍ୟାଳୟ ପରିସେରେ ରାଜ୍ୟ ସରକାରଙ୍କ କଳାକାର ଭତା ପାଇବା ପାଇଁ ଦୁଇ ଦିନ ଧରି ଆବେଦନ କରଥିବା କଳାକାରମାନଙ୍କର ପ୍ରମାଣପତ୍ର ତନଖି ଓ ଦକ୍ଷତା (ଅଡିସନ୍‌) ପରିକ୍ଷା କରାଯାଇଥିଲା । ଡିସେମ୍ବର ୧୭,୧୮ତାରିଖରେ
Read More...