Daily Archives

ଗତ ୨୪ ଘଂଟାରେ ୨୬୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୪୧ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୪୨୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୪ ଜଣ କ୍ୱାରେନ୍‌ଟାଇନ୍‌ରୁ…
Read More...

ସମ୍ବିଧାନ ଦିବସ ପାଳିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସ ପାର୍ଟିର ଆନୁକୂଲ୍ୟରେ ଛତ୍ରପୁର ବ୍ଳକ୍ ଅନ୍ତର୍ଗତ କଣମଣା ପଞ୍ଚାୟତର ପୁରୁଣା ଛତ୍ରପୁର ଗ୍ରାମରେ ରାଜ୍ୟ ଅନୁସୂଚିତ ଜାତି ସେଲ ସଂଯୋଜକ ଭାଗୀରଥୀ ବେହେରାଙ୍କ ନେତୃତ୍ଵରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି ।…
Read More...

କଂଗ୍ରେସ କର୍ମୀଙ୍କୁ ବିଜେଡିର ଆକ୍ରମଣ ପ୍ରତିବାଦରେ ସାମ୍ବାଦିକ ସମ୍ମିଳନୀ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ସୁବର୍ଣ୍ଣପୁର ଜ଼ିଲ୍ଲାରେ ଗତ ୨୫ ତାରଖି ଦିନ ହେଲ୍‌ଥ କାର୍ଡ ବଣ୍ଟନର ଶୁଭ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ନିରଞ୍ଜନ ପୁଜାରୀ, ମନ୍ତ୍ରୀ ସୁଶାନ୍ତ ସିଂହ ଓ ମନ୍ତ୍ରୀ…
Read More...

ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ

ମୟୂରଭଞ୍ଜ : ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଏମ୍‌ ଜଗଜୟାନନ୍ଦଙ୍କ ନେତୃତ୍ୱରେ ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଗତକାଲି ଠାରୁ ଉତ୍ତର ଓ ଦକ୍ଷିଣ ଡିଭିଜନରେ ଥିବା ରେଞ୍ଜ ଅଫିସରମାନେ ବାଘ ଗଣନା ଆରମ୍ଭ କରିଦେଇଛନ୍ତି । ୧୭୪ ଷ୍ଟେସନ ମାଧ୍ୟମରେ ମୋଟ ୮୮୦…
Read More...

ବନ୍ଦର ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀଙ୍କ ପାରାଦୀପ ବନ୍ଦର ଗସ୍ତ : ପାରାଦୀପ ବନ୍ଦର ଦେଶର ୧ ନମ୍ବର ବନ୍ଦର ହେବାକୁ…

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦୀପ ବନ୍ଦର ଦେଶର ୧ ନମ୍ବର ବନ୍ଦର ହେବାକୁ ଯାଉଛି ବୋଲି ବନ୍ଦର ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ଶାନ୍ତନୁ ଠାକୁର ଶୁକ୍ରବାର ପାରାଦୀପ ଗସ୍ତରେ ଆସି ଏଭଳି କହିଛନ୍ତି । ମନ୍ତ୍ରୀ ଶୀ ଠାକୁର ପୂର୍ବାହ୍ନରେ ସ୍ଥାନୀୟ ଜବାହର ଅତିଥି ଭବନରେ ପହଂଚି…
Read More...

ସଡକ ସୁରକ୍ଷା ସଂସଦୀୟ କମିଟି ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଗତକାଲି ଅପରାହ୍ନ ୩ଟା ସମୟରେ ବାଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂ ଦେଓଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା ସଂସଦୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର…
Read More...

ପ୍ରଥମାଷ୍ଟମୀ ଆଜି : ଜ୍ୟେଷ୍ଠ ସନ୍ତାନଙ୍କୁ ସମ୍ବର୍ଦ୍ଧନାର ପର୍ବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପ୍ରଥମାଷ୍ଟମୀ ଆଜି । ମାର୍ଗଶିର ମାସର କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପ୍ରଥମାଷ୍ଟମୀ ପାଳିତ ହୁଏ । ଓଡ଼ିଶାର ଏକ ପ୍ରମୁଖ ପର୍ବ ଭାବେ ଏହା ସୁପରିଚିତ । ଏହା ପ୍ରକୃତରେ ପରିବାରରେ ଜ୍ୟେଷ୍ଠ ସନ୍ତାନଙ୍କୁ ସମ୍ବର୍ଦ୍ଧନାର ପର୍ବ। ଏହା ଲୋକଭାଷାରେ 'ପୋରୁହାଁ…
Read More...

ସମାଜସେବୀଙ୍କ ହସ୍ତକ୍ଷେପ ପରେ ପୁଣି ପାଠ ପଢିବେ ଦୁଇ ଅସହାୟ ଭାଇ ଭଉଣୀ

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ କେନ୍ଦୁପାଟି ପଞ୍ଚାୟତ ବ୍ରାହ୍ମଣୀଗୁଡା ଗାଁରେ ରହୁଛନ୍ତି ତିନୋଟି ଅନାଥ ଅସହାୟ ଛୁଆ । ପିତା ମାତାଙ୍କ ଦେହାନ୍ତ ପରେ ସେମାନେ ବହୁତ ଅସୁବିଧାରେ ରହୁଥିଲେ । ରହିବା ପାଇଁ ଭଲ ଘର ଖଣ୍ଡେ ନଥିବା ବେଳେ ନିଜର ବୋଲି ଘରଡିହ…
Read More...

ପାଟଣାଗଡରେ ବ୍ଳକସ୍ତରୀୟ ନିଯୁକ୍ତି ମେଳା

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ଼ ବ୍ଳକ କାର୍ଯ୍ୟାଳୟ ପରିସରରେ ବ୍ଳକସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଓ ନିଯୋଜନ ବିଭାଗ ପକ୍ଷରୁ ଆୟୋଜିତ ଉକ୍ତ ମେଳାକୁ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟା ନନ୍ଦ ସେଠୀ, ମୁଖ୍ୟ ଅତିଥି…
Read More...

କବିତା : ଥରିଲା ଛାଇରେ

ଗଜାନନ ମିଶ୍ର ଛାଇ ଛାଇ ନାଚ,ଥରୁଛି ଦେହ,ଖୋଲ କବାଟ । ମଧୁର ସଙ୍ଗୀତଆଉ ଲାଗୁ ନି ମଧୁର ।ସ୍‌ମୃତି ଛିଡା ବାଟ ଛେକିଜଳନ୍ତା ନିଆଁକୁ ଡେଉଁଥିବାପୋକ ପରି । ଥାଉ, ଅମୂଲ୍ୟ ହେଉ ପଛେପଥର କାଢନା ଭିତରୁ । ହସି ହସି ହେଉ କିକାନ୍ଦି କାନ୍ଦି, ରାତିଟା ବିତୁ । ଏଇଠି, ଏ ସମୟରେନାଇଁ,…
Read More...