pakka

ପ୍ରଥମାଷ୍ଟମୀ ଆଜି : ଜ୍ୟେଷ୍ଠ ସନ୍ତାନଙ୍କୁ ସମ୍ବର୍ଦ୍ଧନାର ପର୍ବ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପ୍ରଥମାଷ୍ଟମୀ ଆଜି । ମାର୍ଗଶିର ମାସର କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପ୍ରଥମାଷ୍ଟମୀ ପାଳିତ ହୁଏ । ଓଡ଼ିଶାର ଏକ ପ୍ରମୁଖ ପର୍ବ ଭାବେ ଏହା ସୁପରିଚିତ । ଏହା ପ୍ରକୃତରେ ପରିବାରରେ ଜ୍ୟେଷ୍ଠ ସନ୍ତାନଙ୍କୁ ସମ୍ବର୍ଦ୍ଧନାର ପର୍ବ। ଏହା ଲୋକଭାଷାରେ ‘ପୋରୁହାଁ ଅଷ୍ଟମୀ’ ବୋଲି ମଧ୍ୟ କୁହାଯାଏ । ଏହି ଦିନ ଜ୍ୟେଷ୍ଠ ସନ୍ତାନର ଦୀର୍ଘଜୀବନ କାମନା କରି ଷଷ୍ଠୀଦେବୀଙ୍କର ପୂଜା କରାଯାଏ । ପାରମ୍ପରିକ ପ୍ରଥା ଅନୁସାରେ ପ୍ରଥମାଷ୍ଟମୀ ଓଡ଼ିଶାର ଅଧିକାଂଶ ଅଂଚଳରେ ଘରେ ଘରେ ପାଳିତ ହୁଏ ।

jay balangir
Leave A Reply

Your email address will not be published.

eighteen − two =

error: Content is protected !!