Monthly Archives

September 2021

ମନରେଗା ଯୋଜନାରେ ଶ୍ରମିକମାନଙ୍କ ମଜୁରୀ ଟଙ୍କା ମିଳିନଥିବା ନେଇ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଅଭିଯୋଗ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଦିନକୁ ଦିନ ଶ୍ରମିକମାନଙ୍କ ଉପରେ ଜୁଲମ ବଢ଼ିବା ସହ ମିଳୁନାହିଁ ନିଜର ପାରିଶ୍ରମିକ ଟଙ୍କା । ଏନେଇ ଶ୍ରମିକ ମାନେ ଜିଲ୍ଲା ଶ୍ରମ ଆୟୁକ୍ତ କାର୍ଯ୍ୟାଳୟରେ ଅଭିଯୋଗ କଲେ ସୁଦ୍ଧା ମିଳୁନାହିଁ ନ୍ୟାୟ । ମିଳୁଛି ଖାଲି ତାରିଖ ଉପରେ ତାରିଖ ।
Read More...

ଯୁବପିଢିଙ୍କୁ ବୈଜ୍ଞାନିକ ପଦ୍ଧତିରେ ମାଛଚାଷ ସମ୍ବନ୍ଧରେ ପ୍ରଶିକ୍ଷଣ ଶିବିର

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ନାରୀ ସଶକ୍ତିକରଣ ଉଦ୍ଦେଶ୍ୟ ନେଇ ମାଛ ଚାଷ ସମ୍ପର୍କିତ ଏକ ପ୍ରଶିକ୍ଷଣ ଶିବିର ସୋମବାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବୈଜ୍ଞାନିକ ପଦ୍ଧତିରେ
Read More...

କାମ ନ କରି ମୃତ ବ୍ୟକ୍ତିଙ୍କ ନାଁରେ ମନରେଗା ଯୋଜନାରେ ଉଠିଛି ଟଙ୍କା ପ୍ରସଙ୍ଗ : ଜିଆରଏସ୍‌କୁ ଡାକି ପଚରାଉଚରା କଲେ…

ସଇଁନ୍ତଲା, (ଅଜିତ କୁମାର ସାହୁ) : କାମ ନ କରି ମୃତ ବ୍ୟକ୍ତିଙ୍କ ନାଁରେ ମନରେଗା ଯୋଜନାରେ ଉଠିଥିବା ଟଙ୍କାକୁ ନେଇ ଲଗାତାର ଭାବରେ 'କୋଶଳ ପ୍ରବାହ'ରେ ଖବର ପ୍ରସାରଣ ଓ ଅଭିଯୋଗ ପରେ ପ୍ରଶାସନ ଚେତିଛି । ତେବେ ଆଜି ଜିଆରଏସ୍‌ ମନୋଜ ଦାସଙ୍କୁ ବିଡ଼ିଓ ଦେବାଶିଷ ସାମଲ ବ୍ଳକ କାର୍ଯ୍ୟାଳୟକୁ
Read More...

ତହଁକ ପକ୍ଷରୁ ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ନବୀନ କୁଅଁରଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ସଂଗୀତ ଭିତରେ ଜୀବନର ଭାବ ସମ୍ମିଳିତ । ସେହି ଭାବ ଯେତେବେଳେ ମଣିଷର ଅନ୍ତସ୍ଥଳରେ ପ୍ରବେଶ କରେ, ତାର ସ୍ୱର ଶ୍ରୋତାଙ୍କୁ ଅଭିଭୂତ କରେ । ପଶ୍ଚିମ ଓଡିଶାର ଲୋକ ସଂଗୀତ ଭାବ ଗର୍ଭକ । ସେଥିପାଇଁ ବିଶ୍ୱ ଦରବାରରେ ଏହାର ଆଦୃତି ବଢିଚାଲିଛି । ଏହି
Read More...

ଆପଣା ହସ୍ତେ ଜିହ୍ୱା ଛେଦି : ଚର୍ଚ୍ଚାରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ସମ୍ବାଦିକ ସମ୍ମିଳନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଘୋଷଣାରୁ ଆରମ୍ଭ କରି ୟୁଜିସି ମାନ୍ୟତା ଓ ଏବେ ଜମି ପ୍ରସଙ୍ଗକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରି ଆସୁଛନ୍ତି । ସାରା ବଲାଙ୍ଗିର ବିଶ୍ୱବିଦ୍ୟାଳୟ ପାଇଁ ୧୫୦ ଏକର ଜମି ନିମନ୍ତେ ଦାବୀ କରି ଆସୁଥିବା ବେଳେ ଉଚ୍ଚ ଶିକ୍ଷା ସଚିବ
Read More...

ରକ୍ତଦାନ ଶିବିର, ୫୦ ୟୁନିଟ୍‌ ରକ୍ତ ସଂଗ୍ରହ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭରତୀୟ ଆଜାଦ ମଂଚ, ପୁରୀ ଶାଖା ଆନୁକୂଲ୍ୟରେ ଡେଲାଙ୍ଗ ବ୍ଲକର ପୋଷଲ ସ୍ଥିତ ଅଙ୍ଗନାଓାଡି କେନ୍ଦ୍ରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁପାଳନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କ୍ୟାପିଟାଲ ମେଡିକାଲ ବ୍ଲଡ୍‌
Read More...

ବିଶ୍ୱ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ପାଳିତ

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶ୍ୱ ହିନ୍ଦୁ ପରିଷଦ ବଲାଙ୍ଗିର ତରଫରୁ ପରିଷଦର ପ୍ରତିଷ୍ଠା ଦିବସ ତଥା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ଜିଲ୍ଲା ସଭାପତି ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ଦିଅନ୍ତୁ ରାଜ୍ୟ ସରକାର : ଭାରତୀୟ ଜନତା ପାର୍ଟିର ଓବିସି…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଯାଦବ ଭବନରେ ଭାରତୀୟ ଜନତା ପାର୍ଟିର ଓବିସି ମୋର୍ଚ୍ଚା ବୈଠକ ଅନୁଷ୍ଠିତ ହୋଇଥିଲା । ପଛୁଆ ବର୍ଗଙ୍କ ସାମାଜିକ, ଅର୍ଥନୈତିକ ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା କମିଶଙ୍କ ସୁପାରିଶ ଓଡିଶାରେ ଆଦୌ କାର୍ଯ୍ୟକାରୀ ହେଉ ନାହିଁ । ଦେଶର ଅଧିକାଂଶ
Read More...

ସିନାପାଲିକୁ ରେଲ୍ ଲାଇନ୍ ସଂଯୋଗ ଦାବୀ ନେଇ ନାଗରିକ କମିଟିର ବୈଠକ

ସିନାପାଲି, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ପଞ୍ଚାୟତ କାପସି ଗ୍ରାମ ଡୋଙ୍ଗରିପଡା ଠାରେ ନବନିର୍ମିତ ହୋଇଥିବା ଗୋଷ୍ଠୀ ଗୃହ ଉଦ୍‌ଘାଟନ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନୂଆପଡା ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଲମ୍ୱୋଧର ନିଆଲ ଯୋଗ ଦେଇ ଶୁଭ ଉଦ୍‌ଘାଟନ କରିଥିବା
Read More...

ଆଗାମୀ ଉପନିର୍ବାଚନ ପାଇଁ ପୁଲିସର ପ୍ରସ୍ତୁତି ସମ୍ବନ୍ଧରେ ସମୀକ୍ଷା ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ଡକ୍ଟର କେ.ବିଶାଲ୍ ସିଂ, ଆଇପିଏସ୍, ଆରକ୍ଷୀ ଅଧୀକ୍ଷକ, ପୁରୀ ପିପିଲି ଥନା ଗସ୍ତରେ ଆସି ଆଗାମୀ ଉପନିର୍ବାଚନ ପାଇଁ ପୁଲିସର ପ୍ରସ୍ତୁତି ସମ୍ବନ୍ଧରେ ସମୀକ୍ଷା କରିଥିଲେ । ଉକ୍ତ ସମୀକ୍ଷା ବୈଠକରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ, ପିପିଲି ତଥା ପିପିଲି,
Read More...