Monthly Archives

September 2021

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮,୦୯୨ କୁ ବୃଦ୍ଧି ପାଇଛି । ତେବେ ଆଜି କଟକରୁ ସର୍ବାଧିକ ୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହପରି ବାଲେଶ୍ୱର, ଢେଙ୍କାନାଳ,
Read More...

ଆଜି ନୂଆଁଖାଇ : ଶୁଭେଚ୍ଛା ଜଣେଇଲେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ନୂଆଁଖାଇ । ଏହି ଅବସରରେ ଶୁଭେଚ୍ଛା ଜଣେଇଛନ୍ତି ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ । କୋଭିଡ କଟକଣା ଅନୁଯାୟୀ ଚଳିତ ବର୍ଷ ପାଳନ କରାଯାଉଛି ନୂଆଁଖାଇ । ଆଜି ଘରେ ଘରେ ସମସ୍ତେ ନୂଆ ଖାଇବେ ଓ ନୂଆ ବସ୍ତ୍ର ପରିଧାନ କରିବେ । ନୂଆଁଖାଇ ଅବସରରେ
Read More...

ଆଏଜ୍‌ କୋଶଲ୍‌ ବାହିର୍‌ ଶିଘା ପରବ୍‌ ନୂଆଁଖାଇ : ଉସତ୍‌ ଉସ୍‌ନାକ୍‌ ଥି ମହକୁଛେ ଗାଁ ଠାନୁ ସହର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଏଜ୍‌ କୋଶଲ୍‌ ବାହିର୍‌ ଶିଘା ପରବ୍‌ ନୂଆଁଖାଇ । ନୂଆଁଖାଇ ପାଲନ୍‌ କରୁଛେ ସାରା ପଶ୍ଚିମ୍‌ ଓଡ଼ିଶା । ସଭେ ଗହଗହ ମହମହ । ବଛର୍‌ ଟାକର୍‌ ପରବ୍‌ କେ ଟାକି କରି ବସିଥିସନ୍‌ ପଶ୍ଚିମ ଓଡ଼ିଶାବାସୀ । ନୂଆଁ ମନ୍‌, ନୂଆଁ ଭାବ୍‌, ନୂଆଁ ଭର୍‌ସାର୍‌ ପରବ୍‌
Read More...

ନୂଆଁଖାଇ ଦିନେ ପହଁ ପହଁ ନୁ କଟିଛେ ବିଜ୍‌ଲି : ବାଏବିଛୋ ସହର୍‌ବାସୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଏଜ୍‌ ପଶ୍ଚିମ ଓଡ଼ିଶାର୍‌ ଶିଘା ପରବ୍‌ ନୂଆଁଖାଇ । ଭୋର୍‌ ବେଲୁ ସବେ ଗାଧିପାଧି କରି ନୂଆଁଖାଇ ଖଂଜା କର୍‌ବାର୍‌ ଥି ଲାଗିପଡ଼୍‌ସନ୍‌ । ମାଁ ବହେନ୍‌ ତ' ଦେବୀ ଦେବ୍‌ତାର୍‌ ଲାଗି ଖଂଜା ବନାବାର୍‌ ଥି ବଡ଼ା ଭିଡେ଼ ରହେସନ୍‌ ନୂଆଁଖାଇ ଦିନେ । ହେଲେ ଆଏଜ୍‌
Read More...

କପିଲାଭଟାରେ ଗଣେଶ ପୂଜା ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗାଁର ବସ୍ତିପଡ଼ାଠାରେ ଗଣେଶ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ତୁଲେଶ୍ୱର ହଂସ ଦାୟିତ୍ବ ତୁଲାଇ ଥିବା ବେଳେ ପୂଜକ ଭାବେ ସାନମୁଲା ଗାଁର ଗଣେଶ ମିଶ୍ର
Read More...

ଡେଲାଙ୍ଗରେ ବିଘ୍ନ ବିନାଶକ ଶ୍ରୀ ଗଣେଶ ପୂଜା ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକର ବିଭିନ୍ନ ଗ୍ରାମରେ ଆଜି ଗଣେଶ ଚତୁର୍ଥୀ ଅବସରରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟ ପ୍ରତିଷ୍ଠାନ, କ୍ଲବ, ଯୁବକ ସଂଘ, ମହିଳା ସମିତିଗୁଡିକରେ କୋଭିଡ କଟାକଣା ମଧ୍ୟରେ ଆଜି ବିଘ୍ନ ବିନାଶକ ଶ୍ରୀ ଗଣେଶଙ୍କ
Read More...

ଭଟଲି ଦଧିବାମନ କଲେଜର ନୂତନ କୋଠା ଉଦ୍‌ଘାଟିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ଶ୍ରୀ ଗଣେଷ ପୂଜା ଉପଲକ୍ଷେ ଭଟଲି ସ୍ଥିତ ଦଧିବାମନ ମହାବିଦ୍ୟାଳୟର ନୂତନ କୋଠାକୁ ଗ୍ରାମ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଉଦ୍‌ଘାଟନ କରିଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ପାଣ୍ଠିରୁ ନିର୍ମିତ ଉକ୍ତ କୋଠାଘରକୁ ଉଦ୍‌ଘାଟନ ପରେ ସେଠାରେ ରାଜ୍ୟ
Read More...

ବିଜୁ ମହିଳା ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଭଟଲିଠାରେ ପବିତ୍ର ଶ୍ରୀ ଗଣେଷ ଚତୁର୍ଥୀ ତିଥିରେ ବରଗଡ଼ ବିଜୁ ମହିଳା ଜନତା ଦଳ ପକ୍ଷରୁ ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ସହାୟତାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରକୁ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ
Read More...

ପ୍ରଭୂ ଗଣେଶଙ୍କ ପୂଜନୋତ୍ସବ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଜି ଭାଦ୍ରବ ଶୁକ୍ଳ ଚତୁର୍ଥୀ । ବିଦ୍ୟାର ଦେବତା ଆଦିଦେବ ଅଗ୍ରପୂଜ୍ୟ ପ୍ରଭୂ ଶ୍ରୀ ଗିରିଜାନନ୍ଦନଙ୍କ ପୂଜା । ହିନ୍ଦୁଧର୍ମରେ ଗଣେଶ ଚତୁର୍ଥୀ ଏକ ପ୍ରମୂଖ ପର୍ବ । ଓଡିଶାର ପୁରପଲ୍ଲୀରେ ଏହିପୂଜା ପରମ୍ପରା ଓ ବିଧିବିଧାନ ଅନୁସାରେ ପାଳିତ ହୋଇଥାଏ ।
Read More...

ଲାୟନ୍ସ କ୍ଲବ ନୟାପାଲିରେ ଗଣେଶ ପୂଜା ପାଳିତ

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଖରିଦପିପଳ ଗ୍ରାମପଞ୍ଚାୟତ ଅଧିନସ୍ଥ ନୟାପାଲି ଗ୍ରାମରେ ବାବା କାଞ୍ଚନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଲାୟନ୍ସ କ୍ଲବ ତରଫରୁ ଗଣେଶଙ୍କ ପୂଜା ପାଳନ କରାଯାଇଛି । ଏଥିରେ କ୍ଲବର ସଦସ୍ୟ ଚନ୍ଦନ କୁମାର ପାତ୍ର, ମୃତ୍ୟୁଞ୍ଜୟ ପାତ୍ର, ସତ୍ୟଗୋପାଳ ପାତ୍ର,
Read More...