Monthly Archives

September 2021

ଜାତୀୟ ରାଜପଥରେ ଦୁର୍ଘଟଣା, ଜଣେ ମୃତ, ଜଣେ ଆହତ : ଧକ୍କା ଦେଇ ଗାଡ଼ି ଫେରାର

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ସକାଳ ପ୍ରାୟ ୮.୧୫ ମିନିଟ ସମୟରେ ବରଗଡ଼ ବୋରିଗୁମ୍ମା ଜାତୀୟ ରାଜପଥରେ ଦେଓଗାଁ ପଟରୁ ବଲାଙ୍ଗିର ପଟକୁ ବାଇକରେ ଯାଉଥିବା ଦୁଇଜଣ ଯୁବକଙ୍କୁ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ଗାଡ଼ି ପଛପଟେ ବସିଥିବା ଯୁବକର ମୃତ୍ୟୁ ହୋଇଥିବା ବେଳେ ଗାଡ଼ି ଚଲାଉଥିବା
Read More...

୨ ଫୁଟର କଲେର ସାପ ଉଦ୍ଧାର କଲେ ବିକି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଟର ବ୍ଳକ ଘୁନସର ଗ୍ରାମ ସ୍ଥାନୀୟ ଡାକ୍ତରଖାନାର କର୍ମଚାରୀ ଘରକୁ ଏକ ସାପ ପସି ଯାଇଥିଲା । ତେବେ ପରିବାର ଲୋକେ ଦେଖିବା ପରେ ସାପ ଧରାଳି ବିକି ଜି ନାଗକୁ ଖବର ଦେଇଥିଲେ । ଖବର ପାଇବା ପରେ ବିକି ପହଁଚି ୨ ଫୁଟର କଲେର ସାପକୁ
Read More...

ଦେଓଗାଁ ବ୍ଲକରେ ଅଧାପନ୍ତରିଆ ପଡ଼ିଲା ଧାନ ଚାଷ : ଠିକ୍‌ ସମୟରେ ବର୍ଷା ନ ହେଲା, ପଡ଼ିଆ ପଡ଼ିଲା ସାଢ଼େ ୧୧ଶହ ହେକ୍ଟର ଜମି

ଦେଓଗାଁ, (ମନୀଷ କୁମାର ସାହୁ) : ଚଳିତ ବର୍ଷ ଦେଓଗାଁ ବ୍ଳକରେ ଧାନ ଚାଷକୁ ନେଇ ଚିନ୍ତାରେ ଚାଷୀ । ଠିକ୍‌ ସମୟରେ ପାଣି ଅଭାବରୁ ଧାନ ଚାଷ ଜମି ପଡ଼ିଆ ପଡ଼ିଥିବା ତଳିକୁ ରୋପଣ କରାଯାଇ ପାରି ନାହିଁ, ହେଲେ ନୂଆଁଖାଇ ରାତିରୁ ଲଗାତାର ଭାବେ ବର୍ଷା ହୋଇଥିବାରୁ ପୂର୍ବରୁ ଅମଳ ପ୍ରସ୍ତୁତ
Read More...

ଭାଲୁପାଲି ଗ୍ରାମର ଘର ମିସ୍ତ୍ରୀ, କାଠ ମିସ୍ତ୍ରୀ ଓ ଗାଡିଚାଳକଙ୍କ ଦ୍ଵାରା ବିଶ୍ୱକର୍ମା ପୂଜା ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଲକ ଅନ୍ତର୍ଗତ ଭାଲୁପାଲି ଗ୍ରାମରେ ୧୫୦ ଜଣ ଘର ମିସ୍ତ୍ରୀ କାଠ ମିସ୍ତ୍ରୀ ଓ ଗାଡିଚାଳକଙ୍କ ଦ୍ଵାରା ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି । ଏହି ଗ୍ରାମରେ ଗତ ୫ବର୍ଷ ହେଲା ବହୁତ ଆଡମ୍ବରରେ ବିଶ୍ଵକର୍ମା ପୂଜା ପାଳିତ ହେଉଛି ଓ
Read More...

କୃଷକ ସୈନିକ ସମ୍ମାନ ଦିବସ ପାଳିତ : ଦୀନ୍‌ଦୟାଲ ମେଲର ସଂପାଦକ ଶିବଶରଣ ମିଶ୍ରଙ୍କ ସହ ଅନ୍ୟମାନେ ସମ୍ମାନିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ତମ ଜନ୍ମ ଜୟନ୍ତୀକୁ କୃଷକ ସୈନିକ ସମ୍ମାନ ଦିବସ ରୂପେ ପାଳନ କରାଯାଇଛି । ସେକ୍ଟର ୩ ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ କୃଷକ ମୋର୍ଚ୍ଚାର ସଭାପତି ଭମରା ଟପ୍ପୋଙ୍କ ଆବାହକତ୍ୱ ଓ ପାନପୋଷ ସାଂଗଠନିକ ଜିଲ୍ଲା
Read More...

ବଲାଙ୍ଗିର ଆକାଂକ୍ଷୀ ଜିଲ୍ଲା ଦାୟିତ୍ୱରେ ଥିବା ରାଜ୍ୟ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବଙ୍କ ବଲାଙ୍ଗି ଗସ୍ତ :…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆକାଂକ୍ଷୀ ଜିଲ୍ଲା ଦାୟିତ୍ୱରେ ଥିବା ରାଜ୍ୟ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ନିକୁଂଜ ବିହାରୀ ଧଳ ଆଜି ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସି ବଲାଙ୍ଗିର ଜିଲ୍ଲାରେ ନୀତି ଆୟୋଗ ତରଫରୁ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅନ୍ତର୍ଗତ କାର୍ଯ୍ୟକାରୀ
Read More...

ଗୋଡ଼ଭଗା ନାଗରିକ କମିଟି ତରଫରୁ ୧୫ତମ ନୂଆଁଖାଇ ଭେଟଘାଟ୍ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଗୋଡ଼ଭଗା ମା' ସମଲେଇ ମନ୍ଦିର ଆନୁକୂଲ୍ୟରେ ନାଗରିକ କମିଟିର ୧୫ତମ ନୂଆଁଖାଇ ଭେଟଘାଟ୍ ସଭାପତି ହାରାଧନ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସମ୍ମାନିତ ଅତିଥି ଭାବରେ ଗୋଡ଼ଭଗା ସାରସ୍ୱତ
Read More...

ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନରେ ଜୟ ଜବାନ ଜୟ କିଷାନ କାର୍ଯ୍ୟକ୍ରମ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ ବିଜେପି କାର୍ଯ୍ୟାଳୟ ଠାରେ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ରଙ୍କ ନେତୃତ୍ୱରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଅବସରରେ ଜୟ ଯବାନ ଓ ଜୟ କିଷାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ଅକ୍ରାନ୍ତଙ୍କ ସଂଖ୍ୟା ୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ସଇଁନ୍ତଲା ବ୍ଲକ ଡେଙ୍ଗ ଗ୍ରା.ପ.ରୁ ଜଣେ ଆକ୍ରନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂଚନାରେ କୁହାଯାଇଛି ।
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ତମ ଜନ୍ମଦିନ ପାଳନ ଅବସରରେ ତା ୧୭/୦୯/୨୦୨୧ରିଖରୁ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସେବା ଓ ସମର୍ପଣ ଅଭିଯାନ ମାଧ୍ୟମରେ ପଦ୍ମପୁର ଭାରତୀୟ ଜନତା ପାର୍ଟି ଓ ଯୁବମୋର୍ଚ୍ଚା ପକ୍ଷରୁ ସ୍ୱଚ୍ଛତା
Read More...