Monthly Archives

September 2021

ଆସନ୍ତା କାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ବିଭିନ୍ନ ବ୍ଲକ ଅଞ୍ଚଳର ୧୮ଟି କେନ୍ଦ୍ରରେରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ତା୧୮/୦୯/୨୧ରେ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ଉଲୁଣ୍ଡା, ତରଭା ଓ ବିନିକା ବ୍ଲକର ୧୮ଟି
Read More...

ଉଦ୍ଧାର ହେଲା ଅଜଗର ସାପ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ହୀରାପୁର ଛକ ନିକଟରେ ୮ ଫୁଟ ଲମ୍ବର ବଡ ଅଜଗର ସାପ ଉଦ୍ଧାର କରାଯାଇଛି । ବନ ବିଭାଗ ଦ୍ୱାରା ସାପଟି ଉଦ୍ଧାର ହୋଇଛି । ସୂଚନା ଅନୁସାରେ ସ୍ଥାନୀୟ ଲୋକମାନେ ଏକ ବୁଦା ମୂଳରେ ସାପ ଥିବା ଦେଖିଥିଲେ । ହୀରାପୁର ଗ୍ରାମର ଚାଷୀ ଗୁପାଲ ଭୁଏ ଏବଂ
Read More...

କୃଷକ ସୈନିକ ସମ୍ମାନ ଦିବସ ଉପଲକ୍ଷେ ରାଜ୍ୟ ସ୍ତରରେ ସମ୍ମାନିତ ହେଲେ ପଦ୍ମପୁର ଉପଖଣ୍ଡର ଚାଷୀ ଏବଂ ସୈନିକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି କାର୍ୟ୍ୟାଳୟ ଭୁବନେଶ୍ୱରଠାରେ କୃଷକ ସୈନିକ ସମ୍ମାନ ଦିବସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସରେ କୃଷକ ଏବଂ ସୈନିକ ମାନଙ୍କୁ ସମ୍ମାନିତ କାର୍ୟ୍ୟକ୍ରମ କରାଯାଇଥିଲା । ରାଜ୍ୟ କୃଷକ ସଭାପତି ପ୍ରଦୀପ ପୁରୋହିତ, ରାଜ୍ୟ
Read More...

ଗୁଗୁଲ ମିଟ୍‌ ମାଧ୍ୟମରେ ସିରଜିନା ଉନ୍ମୋଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଶ୍ରୀ ରାଧାମୋହନ ପୂଜାରୀଙ୍କ ସଭାପତିତ୍ୱରେ ସିରଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପଦ୍ମପୁରର ସମ୍ବଲପୁରୀ ସାହିତ୍ୟ ପତ୍ରିକା ଇ-ସିରଜିନା ଉନ୍ମୋଚିତ ହେଲା । ଇ-ସିରଜିନା ସମ୍ପର୍କରେ ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତି କହିଲେ ଯେ, ଏହି
Read More...

ଲଘୁଚାପ ଜନିତ ଲଗାଣ ବର୍ଷାରେ ଘର ଭାଙ୍ଗି ଯାଇଥିବା ଲୋକଙ୍କ କ୍ଷୟକ୍ଷତି ଆକଳନ କଲେ ରାଜସ୍ୱ ନୀରିକ୍ଷକ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଲୁହାସିଂହା ଓ ଧଣ୍ଡାମୁଣ୍ଡା ରାଜସ୍ୱ ସର୍କଲ ଅଧିନରେ ଥିବା ପ୍ରତ୍ୟେକ ଗ୍ରାମକୁ ଯାଇ ଲଘୁଚାପ ଜନିତ ଲଗାଣ ବର୍ଷାରେ ଘର ଭାଙ୍ଗି ଯାଇଥିବା ଲୋକଙ୍କ ପାଖକୁ ଯାଇ କ୍ଷୟ କ୍ଷତି ଆକଳନ କରିଛନ୍ତି ଲୁହାସିଂହା ରାଜସ୍ୱ ନିରୀକ୍ଷକ
Read More...

ବିଦ୍ୟୁତ ବିଭାଗର ସେକ୍ସନ ଅଫିସର ଖପ୍ରାଖୋଲରେ ରହୁନଥିବା ଯୋଗୁଁ ତେଜୁଛି ଜନ ଅସନ୍ତୋଷ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକରେ ବିଦ୍ୟୁତ୍ ବିଭାଗ ଲୁଚକାଳି ଖେଳ ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଓ ସେକ୍ସନ ଅଫିସର ଖପ୍ରାଖୋଲରେ
Read More...

‘କୋଶଲ ପ୍ରବାହ’ର ପ୍ରଭାବରେ ପାଇକମାଲ ୟୁକୋ ବ୍ୟାଙ୍କ ବିଜୁ ଏକ୍ସପ୍ରେସ ୱେ ରାସ୍ତାରେ ଲାଗିଲା ବ୍ୟାରିକେଡ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ମୁଖ୍ୟ ଛକଠାରୁ ୟୁକୋ ବ୍ୟାଙ୍କ ସାମନା ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସ ୱେ ମରଣଯନ୍ତା ସାଜିଥିବା, ରାସ୍ତା ଗଢାଣିଆ ହୋଇଥିବା ଓ ହମ୍ପସ ନଥିବାରୁ ରାସ୍ତାରେ ଅତ୍ୟଧିକ ଦୁର୍ଘଟଣା ଘଟୁଥିବା ଶୀର୍ଷକରେ 'କୋଶଲ ପ୍ରବାହ'ରେ ଖବର ପ୍ରକାଶ ପାଇଥିଲା ।
Read More...

ପାଇକମାଲରେ ବରିଷ୍ଠ ନାଗରିକ ସଂଘର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବରିଷ୍ଠ ନାଗରିକ ସଂଘର ଏକ ବୈଠକ ପାଇକମାଲ ସ୍ଥିତ ଧର୍ମଶାଳା ଠାରେ ସଂଘର ସଭାପତି ନନ୍ଦଲାଲ ପ୍ରସାଦ ତ୍ରିବେଦୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ସଂଘର ବାସନ୍ତୀ ସୁନାଙ୍କ ଦେହାନ୍ତ ହେବାରୁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।
Read More...

ଜାତୀୟ ଶ୍ରମ ଶିକ୍ଷା ଦିବସ ଓ କର୍ମଶାଳା ଅନୁଷ୍ଠିତ

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟା ପୀଠ କନଫରେନସ୍‌ ହଲଠାରେ ଜାତୀୟ ଶ୍ରମଶିକ୍ଷା ଦିବସ ଓ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜାତୀୟ ଶ୍ରମିକ ଶିକ୍ଷା ଓ ବିକାଶ ବୋର୍ଡର ୬୩ ତମ ପ୍ରତିଷ୍ଠା ଦିବସ ଅବସରରେ ମହିଳାମାନଙ୍କୁ ନେଇ ଦୁଇଦିନିଆ
Read More...

ଭେଉଁରିଆରେ ଆଇନ ସଚେତନତା ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଭେଉଁରିଆ ଗ୍ରାମ ପଞ୍ଚାୟତଠାରେ ପଦ୍ମପୁର ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପଦ୍ମପୁର ଅତିରକ୍ତ ଜିଲ୍ଲାଜଜ୍ ତଥା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଅରବିନ୍ଦ ରଥ
Read More...