ls

ଭାଲୁପାଲି ଗ୍ରାମର ଘର ମିସ୍ତ୍ରୀ, କାଠ ମିସ୍ତ୍ରୀ ଓ ଗାଡିଚାଳକଙ୍କ ଦ୍ଵାରା ବିଶ୍ୱକର୍ମା ପୂଜା ପାଳିତ

a12

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଲୋଇସିଂହା ବ୍ଲକ ଅନ୍ତର୍ଗତ ଭାଲୁପାଲି ଗ୍ରାମରେ ୧୫୦ ଜଣ ଘର ମିସ୍ତ୍ରୀ କାଠ ମିସ୍ତ୍ରୀ ଓ ଗାଡିଚାଳକଙ୍କ ଦ୍ଵାରା ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି । ଏହି ଗ୍ରାମରେ ଗତ ୫ବର୍ଷ ହେଲା ବହୁତ ଆଡମ୍ବରରେ ବିଶ୍ଵକର୍ମା ପୂଜା ପାଳିତ ହେଉଛି ଓ ଗ୍ରାମର ସମସ୍ତେ ପାଖାପାଖି ୧୦୦୦ ଲୋକ ଏକା ସଙ୍ଗେ ଅନ୍ନ ପ୍ରସାଦ ମଧ୍ୟ ସେବନ କରିଥାନ୍ତି ।

manabhanjan
Leave A Reply

Your email address will not be published.