Monthly Archives

July 2021

ଘଡଘଡାପଲ୍ଲୀ ଗ୍ରାମରେ ବିଧାୟକଙ୍କ ଦ୍ୱାରା ଗ୍ରାମ୍ୟ ଜଳ ପ୍ରକଳ୍ପର ଶିଳାନ୍ୟାସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆସନ୍ତା ୨୦୨୪ ସୁଦ୍ଧା ସମସ୍ତ ଗ୍ରାମକୁ ପାନୀୟ ଜଳ ଯୋଗାଣ ନିମନ୍ତେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ଷ୍ୟ ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକର ଶ୍ରୀରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତ ଅଧୀନସ୍ଥ
Read More...

ଖରିଫ୍‌ ଫସଲ ବୀମା କରୁଛନ୍ତି ନକଲି ଚାଷୀ : ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଅସଲି ଚାଷୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖରିଫ୍‌ ଫସଲ ବୀମା କରି ନକଲି ଚାଷୀ ଅର୍ଥ ରୋଜଗାରର ପନ୍ଥା ଅବଲମ୍ବନ କରୁଥିବା ବେଳେ ବୀମାରୁ ବଂଚିତ ହେଉଛନ୍ତି ଅସଲି ଚାଷୀ । ନ୍ୟାୟ ପାଇବା ପାଇଁ ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଦେଦର୍ହ ଗାଁର ଅସଲି ଚାଷୀମାନେ ବଲାଙ୍ଗିର ଜିଲ୍ଲାପାଳଙ୍କ
Read More...

ପ୍ରେମିକ ସହିତ ମିଶି ହତ୍ୟା କଲେ ସ୍ୱାମୀଙ୍କୁ, ପୁଣି ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବାକୁ ପୋଲିସ ଷ୍ଟେସନରେ…

ପାଟନା : ଜଣେ ବିବାହିତା ମହିଳା ନିଜ ପ୍ରେମିକ ସହ ମିଶି ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିବା ପରେ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବାକୁ ପୋଲିସ ଷ୍ଟେସନକୁ ଯାଇ ପହଂଚିଥିବା ଭଳି ଏକ ଅମାନବୀୟ ଖବର ଆସିଛି । ପୁରା ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛି । ପ୍ରେମ
Read More...

ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ଦ ସଫଳ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ୯ ଦଫା ଦାବୀରେ ଓଡ଼ିଶା ମୋଟର ଚାଳକ ସଂଘ ବରଗଡ଼ ଜିଲ୍ଲା କମଟୀ ପକ୍ଷରୁ ଆହୂତ ୧୨ ଘଣ୍ଟିଆ ବରଗଡ ଜିଲ୍ଲା ବନ୍ଦ ସଫଳ ହୋଇଛି । ବନ୍ଦ ଯୋଗୁଁ ଜୀବନଯାତ୍ରା ପ୍ରଭାବିତ ହୋଇଛି । ବରଗଡ଼ ସଦର ମହକୁମାସ୍ଥିତ ଦୋକାନ ବଜାର, ସରକାରୀ ବେସରକାରୀ ଅଫିସ୍, ଅନୁଷ୍ଠାନ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୦ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୦ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୬୩୪କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ଼଼ ଜିଲ୍ଲାରୁ ସର୍ବାଧିକ ୧୪ଜଣ ରହିଥିବା ବେଳେ ଖୋର୍ଦ୍ଧା
Read More...

ଚାଷୀ ପଞ୍ଜୀକରଣ ସରଳୀକରଣ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଦାବୀପତ୍ର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚାଷୀ ପଞ୍ଜୀକରଣ ସରଳୀକରଣ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସଂଗଠନ ଋଷିକୂଲ୍ୟା ରୟତ ମହାସଭା ଏବଂ ଜିଲ୍ଲାର ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ସୋମବାର ଦାବୀପତ୍ର ପ୍ରଦାନ କରାଯାଇଛି । ପ୍ରକାଶ ଥାଉକି, ସମସ୍ତ ଚାଷୀ
Read More...

ବୈଷ୍ଣବଙ୍କୁ ଡ୍ରାଗନ୍ ଫଳ ଦେଲା ପରିଚୟ : କୋଡ଼ିଏ ଡ଼େସିମିଲରୁ ଆରମ୍ଭ ହେଇ ଏବେ ଏକ ଏକରରେ ଚାଷ

ମ.ରାମପୁର, (ହେମନ୍ତ ସାହୁ) : ଗତବର୍ଷ ଲକଡ଼ାଉନରେ ବିଦେଶୀ ଫଳ ଦେଇଚି ବଂଚିବାର ରାହା ଶୀର୍ଷକରେ ଏକ ସଫଳ କାହାଣୀ 'କୋଶଳ ପ୍ରବାହରେ'ରେ ପ୍ରକାଶ ପାଇଥିଲା ଯୁବ ଡ଼୍ରାଗନଚାଷୀ ବୈଷ୍ଣବଙ୍କର । ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପରେ ଏହି ଖବର ଏତେ ମାତ୍ରାରେ ପ୍ରଚାର ପ୍ରସାର ହେବାରେ
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ଦୀପାଙ୍କ ପଦକ୍ଷେପ ଆଣିଲା ସଫଳତା, ନିକିତା ଗୁଣ୍ଡିଙ୍କୁ ଛୁଟିଲା ସହାୟତାର…

ପଦ୍ମପୁର, (ନିରୋଜ କୁମାର ପାଣୀ) : 'କୋଶଳ ପ୍ରବାହ'ରେ 'ଅସହାୟ ଶିଶୁଙ୍କୁ ସହାୟତା ପ୍ରଦାନ କରିବା ନିମନ୍ତେ ନିବେଦନ କଲେ ଦୀପା' ଶୀର୍ଷକରେ ଖବର ପ୍ରକାଶିତ ହେବା ପରେ ବିଭିନ୍ନ ମହଲରୁ ସହାୟତାର ସୁଅ ଛୁଟିବାରେ ଲାଗିଛି । ସାମାଜିକ କର୍ମୀ ଦୀପା ବାରିକ ଅସହାୟ ପରିବାରକୁ ସହାୟତା କରିବା
Read More...

ଦ୍ୱିତୀୟ ଜାତୀୟ ଅନଲାଇନ ଟାଏକାଣ୍ଡୋ ପୁମ୍ସି ପ୍ରତିଯୋଗିତାରେ ଗଞ୍ଜାମକୁ ୬ ପଦକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚଳିତ ବର୍ଷ ଜୁଲାଇ ମାସ ୫ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଇଣ୍ଡିଆ ଟାଏକାଣ୍ଡୋ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ଦ୍ଵିତୀୟ ଜାତୀୟ ଆଭାଷୀ ଓପେନ ଟାଏକାଣ୍ଡୋ ପୁମ୍ସି ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାରୁ ୨୦ ଜଣ ଖେଳାଳି ବିଭିନ୍ନ ବର୍ଗରେ ଅଂଶଗ୍ରହଣ
Read More...

ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ବେଗୁନିଆପଡ଼ା ବ୍ଲକ ପକ୍ଷରୁ ସ୍ୱାଗତ ସମାରୋହ ଉତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ବେଗୁନିଆପଡ଼ା ବ୍ଲକ ପକ୍ଷରୁ ଏକ ସ୍ୱାଗତ ସମାରୋହ ଉତ୍ସବ ରବିବାର ଦିନ ବେଗୁନିଆପଡ଼ାସ୍ଥିତ ମା'ମଙ୍ଗଳା ମନ୍ଦିର ନିକଟସ୍ଥ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ କବିସୁର୍ଯ୍ୟନଗର
Read More...