Daily Archives

ରୋଗୀ ମୃତ୍ୟୁକୁ ନେଇ ଭୀମ ଭୋଇ ମେଡ଼ିକାଲ କଲେଜରେ ତୁମୁଳକା‌ଣ୍ଡ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ରୋଗୀ ମୃତ୍ୟୁକୁ ନେଇ ଆଜି ଭୀମ ଭୋଇ ମେଡ଼ିକାଲ କଲେଜରେ ତୁମୁଳକା‌ଣ୍ଡ ଦେଖିବାକୁ ମିଳୁଛି । ମୃତ ରୋଗୀ ଜଣକ ହେଲେ ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ ଭୁର୍ଷିପାଲି ଗ୍ରାମର ସୁମନ୍ତ ଭୋଇ(୨୦) । ମୃତ ରୋଗୀଙ୍କ ସଂପର୍କୀୟ ମାନେ ଡାକ୍ତରଖାନାରେ ବ୍ୟାପକ…
Read More...

ଆଜି ରିଲିଜ୍ ହେଲା ଟୋନି କକ୍କରଙ୍କ ମ୍ୟୁଜିକ୍ ଭିଡିଓ ‘ତେରା ସୁଟ୍‌’ ଗୀତ

ମୁ‌ମ୍ବାଇ : ଆଜି ରିଲିଜ୍ ହୋଇସାରିଛି ଟୋନି କକ୍କରଙ୍କ ମ୍ୟୁଜିକ୍ ଭିଡିଓ 'ତେରା ସୁଟ୍‌' ଗୀତ । ତେବେ ଏଥିରେ ଏକ ଜବରଦସ୍ତ ଅନ୍ଦାଜରେ ନଜର ଆସୁଛନ୍ତି ବିଗ୍‌ବସ୍ ସିଜିନ୍ ୧୪ର ଲଭ ବାର୍ଡ କୁହାଯାଉଥିବା, ଅଲି ଗନ୍ନି ଏବଂ ଜସ୍ମିନ୍ ଭାସିନ୍‌ । ଏହି ଗୀତଟି ଦର୍ଶକ ବେଶ ପସନ୍ଦ ଆସିବା ସହିତ…
Read More...

ଆଜି ମାତ୍ର ଜଣେ କରୋନା ସଂକ୍ରମିତ ଚିହ୍ନଟ ବଲାଙ୍ଗିର ଜିଲ୍ଲାରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ମାତ୍ର ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ତେବେ ବଲାଙ୍ଗିର ବ୍ଲକ ଭୁତିଆରବାହାଲରୁ ସଂପୃକ୍ତ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଜିଲ୍ଲାରେ ୮ ଜଣ ଏକ୍‌ଟିଭ୍‌ ଆକ୍ରାନ୍ତ ଚିକିତ୍ସାଧୀନ…
Read More...

ଜଙ୍ଗଲରେ ନିଆଁ ଲଗାଇଲେ ଗିରଫ ହେବେ, ନିଆଁ ଲଗାଉଥିବା ବ୍ୟ‌କ୍ତି ବିଷୟରେ ଖବର ଦେଲେ ମିଳିବ ପୁରସ୍କାର ରାଶି

ସମ୍ବଲପୁର : ରାଜ୍ୟର ପ୍ରାୟ ସମସ୍ତ ଜ‌ଙ୍ଗଳ ଗୁଡିକରେ ନିଆଁ ଲାଗି ବହୁତ ମୂଲ୍ୟବାନ ଗଛ ନଷ୍ଟ ହେବା ସହିତ ନୀରିହ ବନ୍ୟଜନ୍ତୁଙ୍କର ପ୍ରାଣହାନୀ ଘଟୁଥିବା ସାଧାରଣରେ ଆଲୋଚନା ହେଉଛି । ତେବେ ଏଥିଯୋଗୁଁ ସହର ଗୁଡିକରେ ତାପମାତ୍ରା ବୃଦ୍ଧି ସହିତ ବାୟୁ ପ୍ରଦୂଷଣ ହେଉଥିବାରୁ ଲୋକମାନେ ବହୁତ…
Read More...

ଆଜି ରାଜ୍ୟରେ ୫୯ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୭୫୩ ରହିଛି । ଆଜି ୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୪ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ…
Read More...

ଏବେ ସ୍ୱିଜରଲ୍ୟାଣ୍ଡରେ ବି ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତି : ୫୧% ଭୋଟର ଦେଲେ ସହମତ

ଜ୍ୟୁରିଖ୍‌ : ଫ୍ରାନ୍ସ ପରେ, ଏବେ ଅନ୍ୟ ଏକ ୟୁରୋପୀୟ ଦେଶ ସ୍ୱିଜରଲ୍ୟାଣ୍ଡ ମଧ୍ୟ ମୁସଲମାନ ମହିଳାମାନଙ୍କୁ ବୁର୍ଖା ପିନ୍ଧିବାକୁ ବାରଣ କରିବା ପାଇଁ ପ୍ରସ୍ତୁତ ହେଉଛି । ସ୍ୱିଜରଲ୍ୟାଣ୍ଡର ୫୧ ପ୍ରତିଶତ ଲୋକ ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଇବା ସପକ୍ଷରେ ମତ ଦେଇଛନ୍ତି । ନିଷେଧାଦେଶ ଉପରେ…
Read More...

ଏକ ତରଫା ପ୍ରେମର ବିଭ‌ତ୍ସ ପରିଣତି : ଯୁବତୀଙ୍କୁ ଛୁରି ଭୁସିଲା ପ୍ରେମିକ, ଆକ୍ରମଣରେ ଯୁବତୀଙ୍କ ମାଆ ଆଖି ବୁଜିଲେ

କଳାହାଣ୍ଡି, (ହେମ‌ନ୍ତ ସାହୁ) : ଏକ ତରଫା ପ୍ରେମର ଏକ ବିଭ‌ତ୍ସ କାହାଣୀ ସାମ୍‌ନାକୁ ଆସିଛି । ଏକ ତରଫା ପ୍ରେମରେ ପାଗଳ ପ୍ରେମିକର ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି । ଯୁବତୀଙ୍କୁ ଛୁରି ଭୁସି ଦେଇଛି ଯୁବକ । ସୂଚନାନୁସାରେ, ଯୁବତୀ ଜଣକ ଓ ମାଆ ପୋଖରୀରୁ ଗାଧୋଇ ଫେରୁଥିବା ସମୟରେ ଅଭିଯୁକ୍ତ…
Read More...

ମହିଳା କର୍ମଚାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଶିବରାଜ ଲଗାଇଲେ ଝାଡ଼ୁ

ଭୋପାଳ : ଆଜି ସାରା ବିଶ୍ୱରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି । ଏହି ଅବସରରେ ଭୋପାଳର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମହିଳା ସଫେଇ କର୍ମଚାରୀଙ୍କ ସହ କଥା ହୋଇଥିଲେ ଏବଂ ସେମାନଙ୍କ ସହ ଝାଡ଼ୁ ଲଗାଇଥିଲେ । ଏହା ପରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ଶିବରାଜ ସିଂ କହିଛନ୍ତି…
Read More...

ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହେବ

ନୂଆଦିଲ୍ଲୀ : ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ୟ୍ୟାୟ ଆଜିଠାରୁ ଆରମ୍ଭ ହେବ । କୁହାଯାଉଛି ଯେ, ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ରାଜ୍ୟ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସଂସଦର ବଜେଟ୍ ଅଧିବେଶନ ବସିବ ଏବଂ ବିଭିନ୍ନ ଦଳର ନେତାମାନେ ଏହି ଧାରଣା ଉପରେ ସହମତ ହେବେ ।…
Read More...

ଆର୍ନ୍ତଜାତୀୟ ମହିଳା ଦିବସରେ ଜାଣିବା ଜଣେ ନୀରବ ସାରସ୍ୱତ ସାଧିକା ରଶ୍ମି ରଞ୍ଜିତା ସିଂହଙ୍କୁ

କଳାହାଣ୍ଡି, (ପି.କେ.ସାହୁ) : ଆଜି ଆନ୍ତର୍ଜାତୀୟ ମହିଳା ଦିବସ । ନାରୀଙ୍କୁ ସମ୍ମାନ ସହିତ ନାରୀଙ୍କ ପ୍ରତି ସମଭାବାପନ୍ନ ହେବା ହିଁ ପୁରୁଷର ପରମ ଓ ଚରମ ଧର୍ମ । ଆଜିର ନାରୀ ବିଭିନ୍ନ ଦିଗରେ ନିଜକୁ ପ୍ରତିଷ୍ଠିତ କରିପାରୁଛି ନିଜର ଭିନ୍ନ ଭିନ୍ନ ପ୍ରତିଭା ବଳରେ । ତେବେ ଏଇମିତି ଜଣେ ନୀରବ…
Read More...