Daily Archives

ଆଜିର ପାଖାପାଖି ପନିପରିବା ଦର ଜାଣିନେବା ଆସନ୍ତୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାର୍କେଟ୍‌କୁ ଯିବା ପୂର୍ବରୁ ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଫୁଲକୋବି - ୧୪ ଟଙ୍କା, ବଂଧାକୋବି - ୧୪ ଟଙ୍କା, ଆଳୁ - ୨୪ ଟଙ୍କା, ପିଆଜ - ୪୫ ଟଙ୍କା, ରାଂଚି କଂଚା ମଟର - ୪୦
Read More...

କ୍ଷମତାରୁ ବିଦାୟ ନେବା ସମୟରେ ଟ୍ରମ୍ପ ଚୀନ୍‌କୁ ଦେଇଛନ୍ତି ଆଉ ଏକ ଝଟକା : ସାଓମି ଆମେରିକାରେ ନିଷିଦ୍ଧ

ୱାଶିଂଟନ୍‌ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାନୁଆରୀ ୨୦ରେ କ୍ଷମତାରୁ ବିଦାୟ ନେବେ । କିନ୍ତୁ ଯିବା ଯିବା ବେଳେ ବି ଚୀନ୍ ଉପରେ କଡ଼ା ଆକ୍ରୋଶ ଦେଖାଇଛ‌ନ୍ତି । ଚୀନ୍ କମ୍ପାନୀଗୁଡିକ ଉପରେ ଟ୍ରମ୍ପ ପ୍ରଶାସନ ଏକ ନୂଆ ପ୍ରତିବନ୍ଧକ ଲଗାଇଛି । ଏହା ସହିତ ଚୀନରୁ ଟେକ୍ନୋଲୋଜି
Read More...