Yearly Archives

2020

ସାଧୁପାଲିରେ ସରକାରୀ ଆବାସ ଯୋଜନା ଫେଲ୍, ତାଲିକାରେ ଥାଇ ବି ହିତାଧିକାରୀ ବଂଚିତ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) ; ଲୋଇସିଂହା ବ୍ଲକ ଅନ୍ତର୍ଗତ ଉପରବାହାଲ ପଂଚାୟତ ଅଧୀନସ୍ଥ ସାଧୁପାଲି ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଫେଲ ମାରିଥିବା ଜଣାଯାଇଛି । ଗ୍ରାମର ବହୁ ଗରିବ ଯୋଗ୍ୟ ହିତାଧିକାରୀ ତାଲିକାରେ ଥାଇ ମଧ୍ୟ ବଂଚିତ ହୋଇଥିବା ଅଭିଯୋଗ ହୋଇଛି । ମିଲିଥିବା ସୂଚନା…
Read More...

ଆଜି ଦିନ ୩ଟାରେ ରିଲିଜ୍ ହେବ ‘ରାକ୍ଷୀ’

ବଲାଙ୍ଗିର, (କେପିଏନ୍ଏସ୍) : ଭାଇ ଭଉଣୀର ଅତୁଟ ବନ୍ଧନକୁ ନେଇ ଜେବି ଫିଲ୍ମସ୍ ଦ୍ୱାରା ରିଲିଜ୍ ହେବାକୁ ଥିବା ଏକ ଭିନ୍ନ ଧରଣର କ୍ଷୁଦ୍ର ଚଳଜିତ୍ର ‘ରାକ୍ଷୀ’ ଆଜି ଅପରାହ୍ନ ୩ ଟାରେ ରିଲିଜ୍ ହେବାକୁ ଯାଉଛି । ଏଥିରେ ଅଶୋକ ଦୀପ ନିଦେ୍ର୍ଧଶନା ଦେଇଛନ୍ତି । କାହାଣୀକୁ ସାଗର କୁମାର ପ୍ରସ୍ତୁତ…
Read More...

୨ ସେପ୍ଟେମ୍ବରରୁ ସତ୍ୟମେବ ଜୟତେ-୨ର ସୁଟିଂ ଆରମ୍ଭ

କେପିଏନ୍ଏସ୍ : ସତ୍ୟମେବ ଜୟତେ-୨ର ସୁଟିଂକୁ ନେଇ ବେଶ୍ ଚର୍ଚ୍ଚାରେ ବଲିଉଡର ଜଣାଶୁଣା ନାୟକ ଜନ୍ ଆବ୍ରାହମ୍ । ସତ୍ୟମେବ ଜୟତେ-୨ ଚଳଚିତ୍ରରେ ମୁଖ୍ୟ ଭୂମିକାରେ ଜନ୍ ଆବ୍ରାହମ ଓ ଦିବ୍ୟା କୁମାର ଅଭିନୟ କରୁଛନ୍ତି । ଏହି ଚଳଜିତ୍ରର ସୁଟିଂ ଏପ୍ରିଲ ୧୦ରେ ଆରମ୍ଭ ହେବାକୁ ଥିବା ବେଳେ ବିଶ୍ୱ…
Read More...

ଆଜି ରାଜ୍ୟରେ ୧୪୩୪ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର, ୨/୮: କରୋନାର ଭୟାବହତା ଘୋଟି ଚାଲିଛି । ରାଜ୍ୟରେ ଆଜି ୧୪୩୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନ୍ରୁ ୮୮୯ ଜଣ ଓ ସ୍ଥାନୀୟ ଅଂଚଳରୁ ୫୪୫ ଜଣ ଚିହ୍ନଟ ହୋଇଥିବା କୁହାଯାଇଛି । ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା…
Read More...

ଗତ ୨୪ ଘଂଟା ମଧ୍ୟରେ ଦେଶରେ ୫୪,୭୩୫ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ, ୨/୮: ଗତ ୨୪ ଘଂଟା ମଧ୍ୟରେ ଦେଶରେ ୫୪,୭୩୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସାରା ଦେଶରେ କରୋନାର ଭୟାବହତା କାୟା ବିସ୍ତାର କରୁଥିବା ବେଳେ ଗତ ୨୪ ଘଂଟା ମଧ୍ୟରେ ୮୫୩ ଜଣ ସଂକ୍ରମିତଙ୍କ ମୃତୁ୍ୟ ଘଟିଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୭ ଲକ୍ଷ ୫୦ ହଜାର ୭୨୩କୁ…
Read More...

ଆଗଲପୁର ବ୍ଲକର ଛାତ୍ରଛାତ୍ରୀଙ୍କ ସଫଳତା

ଆଗଲପୁର, (ଦେବାଶିଷ ମିଶ୍ର) : ଚଳିତ ୨୦୧୯-୨୦ ଶିକ୍ଷା ବର୍ଷର ମାଟ୍ରିକୁଲେସନ ପରୀକ୍ଷା ଫଳ ଗତ ବୁଧବାରରେ ପ୍ରକାଶିିତ ହୋଇଛି । ବଲାଙ୍ଗିର ଜିଲ୍ଲାର ୧୪ଟି ବ୍ଲକର ୩୬୪ଟି ହାଇସ୍କୁଲରୁ ୧୫୪ଟି ପରୀକ୍ଷା କେନ୍ଦ୍ରରେ ମୋଟ ୨୨,୫୫୫ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ । ତନ୍ମଧ୍ୟରୁ ୧୬୩୬୭ଟି…
Read More...

ପୁଇଁନ୍ତଲା ବ୍ଲକରେ ମରୁଡି ଆଶଙ୍କା : ସମସ୍ୟାର ତୁରନ୍ତ ସାମାଧାନ ଦାବୀ କଲା କଂଗ୍ରେସ

ପୁଇଁନ୍ତଲା, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ପଂଚାୟତ ଅନ୍ତର୍ଗତ ପ୍ରାୟ ସମସ୍ତ ଗାଁରେ ଏ ବର୍ଷ ବର୍ଷା ଅଭାବରୁ ଭୟଙ୍କର ମରୁଡି ପରିସ୍ଥିତି ସୃଷ୍ଟି ହେଲାଣି । ଆଗାମୀ ଦୁଇ ଚାରି ଦିନ ମଧ୍ୟରେ ବର୍ଷା ନ ହେଲେ ସ୍ଥିିତି ଅସମ୍ଭାଳ ହୋଇଯିବା ଆଶଙ୍କାରେ କୃଷକମାନଙ୍କର ସମସ୍ୟାର…
Read More...

ରାସ୍ତା କଟିବାର ବର୍ଷେ କଟିଲା : ସ୍ଥାୟୀ ମରାମତି ହୋଇ ପାରିନାହିଁ

ଜନସାଧାରଣରେ ତୀବ୍ର ଅସନ୍ତୋଷଚୁଡାପାଲି, (ଦେବରାଜ ନାହାକ) : ଗମନାଗମନର ସୁବିଧା ପାଇଁ ସରକାରଙ୍କ ନିୟମ ଅନେକ । ରାସ୍ତାକଡରେ ସଡକ ସୁରକ୍ଷା, ଜୀବନ ରକ୍ଷା, ଗାଡିର ବେଗ ନିୟନ୍ତ୍ରଣ ଆଦିକୁ ନେଇ ମାଳ ମାଳ ହୋଡିଙ୍ଗ୍ ମଧ୍ୟ ଲାଗିଛି । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଅନଦେଖା କାରଣରୁ ବର୍ଷ ବର୍ଷ…
Read More...

ପ୍ରଥମ ଲକଡାଉନ ପରଠାରୁ ଭାରତର ମୃତ୍ୟୁହାର ସର୍ବନିମ୍ନ ୨.୧୫ ପ୍ରତିଶତ

ନୂଆଦିଲ୍ଲୀ, (ପିଆଇବି) : ବିଶ୍ଵସ୍ତରରେ ଭାରତ ସର୍ବନିମ୍ନ କୋଭିଡ ଜନିତ ମୃତ୍ୟୁହାର ବଜାୟ ରଖିଛି । ମୃତ୍ୟୁହାର ୨.୧୫ ପ୍ରତିଶତରେ ଆଜି (୦୧.୦୮.୨୦୨୦) ପହଞ୍ଚିଥିବା ବେଳେ ପ୍ରଥମ ଲକଡାଉନ ପରଠାରୁ ଏହା ସର୍ବନିମ୍ନ ବୋଲି ଜଣାପଡିଛି । ଜୁନ ମାସ ମଧ୍ୟଭାଗରେ ଏହା ଶତକଡା ୩.୩୩ ଥିବା ବେଳେ…
Read More...

ଆଉ ୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଆରମ୍ଭ ହେଲା ‘ଏକ ରାଷ୍ଟ୍ର ଏକ ରାସନ କାର୍ଡ଼’ ବ୍ୟବସ୍ଥା

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଖାଉଟି କଲ୍ୟାଣ, ଖାଦ୍ୟ ଓ ସାଧାରଣ ବଣ୍ଟନ ବ୍ୟାପାର ମନ୍ତ୍ରୀ ଶ୍ରୀ ରାମବିଳାସ ପାଶୱାନ ‘ଏକ ରାଷ୍ଟ୍ର ଏକ ରାସନ କାର୍ଡ଼’ ଯୋଜନାର ପ୍ରଗତି ସମୀକ୍ଷା କରିଛନ୍ତି । ଏହି କାର୍ଡ ବ୍ୟବସ୍ଥାକୁ ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଧାର୍ୟ୍ୟ ସମୟ ସୀମା…
Read More...