Yearly Archives

2020

ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ ୨୬ : ୨ ଦିନରେ ୨ ଦୁର୍ଘଟଣା

ଦେଓଗାଁ, (ମନିଷ କୁମାର ସାହୁ) : ରବିବାର ଭୋର୍ ସକାଳୁ ସୋନଗଡ ନଦୀରୁ ବାଲି ଚୋରା ଚାଲାଣ କରୁଥିବା ଏକ ଟ୍ରାକ୍ଟର ଓ ଟେଙ୍କର୍ ମୁହାଁମୁହିଁ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଦୁଇ ଗାଡ଼ିର ଡ୍ରାଇଭର। ଜାତୀୟ ରାଜପଥ ୨୬ ଦେଓଗାଁ ନଦୀ ଖଣ୍ଡି ନିକଟରେ ବଙ୍ଗଳା ପଟରୁ ନଦୀରୁ ଚୋରା ବାଲି
Read More...

ଗଂଜେଇ ଚାଲାଣ ମାମଲାରେ ଜିଆରପି ଥାନାର ଡ୍ରାଇଭର ଗିରଫ

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ପୋଲିସ କୁ ଏକ ବଡ଼ ସଫଳତା ମିଳିଛ। ସମ୍ବଲପୁରରୁ ଝାରସୁଗୁଡା ଅଭିମୁଖେ ଏକ ବଲେରୋ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ରେଙ୍ଗାଲି ଥାନା ଭାରପ୍ରାପ୍ତ ଅଧିକାରୀ ଧବଳେଶ୍ୱର ସାହୁ ଅନ୍ୟ କର୍ମଚାରୀଙ୍କ ସହ
Read More...

ରାଜେନ୍ଦ୍ର କଲେଜ ଅଧ୍ୟାପକଙ୍କ ସନ୍ଦେହଜନକ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର କଲେଜ ଯୁକ୍ତ ଦୁଇ ଓଡ଼ିଆ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ସାହୁଙ୍କ ଆଜି ଶାନ୍ତିପଡ଼ା ସ୍ଥିତ ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଛି । ଖବର ପାଇବା ପରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରୁଛନ୍ତି । ତଦନ୍ତ ପରେ ମୃତ୍ୟୁର କାରଣ ଜଣା ପଡିବ
Read More...

ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୬୦୨ ଜଣ ଆକ୍ରାନ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ୨୬୦୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୬୧ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୧୦୪୧ ଜଣ ଆଂଚଳିକ ସଂକ୍ରମଣର ଶିକାର ହୋଇଛନ୍ତି । ରାଜ୍ୟରେ ଏମାନଙ୍କ
Read More...

କୋଭିଡ୍ ହସ୍ପିଟାଲରେ ମୃତ ମହିଳାଙ୍କ ବେକରୁ ସୁନା ମାଳି ଗାଏବ ଅଭଯୋଗ

ସମ୍ବଲପୁର, (ଦାମୋଦର ପଣ୍ଡା) : ବିସ୍ମିତ ହେଲା ଭଳି ଘଟଣା। ସମ୍ବଲପୁର କୋଭିଡ୍ ହସ୍ପିଟାଲରେ ରବିବାର ମୃତ୍ୟୁ ବରଣ କରିଥିବା ଜଣେ ମହିଳାଙ୍କ ବେକରୁ ସୁନା ମାଳି ଗାଏବ । ତାଙ୍କ ପୁଅ ଅଭିଷେକ ମୋହନା ଟାଉନ୍ ଥାନାରେ ଅଭଯୋଗ କରିଛନ୍ତି । ତାଙ୍କୁ ମା’ଙ୍କ ଶବ ହସ୍ତାନ୍ତର କଲାବେଳେ ମାଳି ବେକରେ ନ
Read More...

ମନର କଥା ୨.୦ (ପଂଚଦଶ ଅଧ୍ୟାୟ) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍‌ କି…

• ଦେଶରେ ପ୍ରତ୍ୟେକ ଆୟୋଜନରେ ଯେଉଁଭଳି ସଂଯମତା ଏବଂ ଆଡମ୍ବରଶୂନ୍ୟତା ପରିଲକ୍ଷିତ ହେଉଛି, ତାହା ଅଭୂତପୂର୍ବ : ପ୍ରଧାନମନ୍ତ୍ରୀ• ଖେଳନା ଉଦ୍ୟୋଗର ବିକାଶ ପାଇଁ ଷ୍ଟାର୍ଟ-ଅପ୍‌ ମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ‘ଟିମ୍‌ ଅପ୍‌ ଫର୍‌ ଟଏଜ୍‌’ ଆହ୍ୱାନ• ଆତ୍ମନିର୍ଭର ଭାରତ ଅଭିଯାନରେ ଭର୍ଚୁଆଲ୍‌
Read More...

୫ଫୁଟ ୯ଇଞ୍ଚ ଅଗଜର ସାପ ଉଦ୍ଧାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବଡ଼ମାଲ ରେଲୱେ ଷ୍ଟେସନ ଟ୍ରାକ ନିକଟରେ ଏକ ଅଜଗର ସାପ ରହିଥିବା ରେଲୱେ କର୍ମଚାରୀମାନେ ଦେଖିବାକୁ ପାଇଥିଲେ। ଖବର ପାଇବା ପରେ ସାପ ଧରାଳୀ ବିଶ୍ଵଜିତ ତାଣ୍ଡି ଉକ୍ତ ସ୍ଥାନରେ ପହଂଚି ଉଦ୍ଧାର କରିଥିଲେ। ତେବେ ୫ ଫୁଟ ୯
Read More...

ଅନଲାଇନ ନୁଆଁଖାଇ ଭେଟଘାଟ୍ ଅନୁଷ୍ଠିତ

ଗାଇସିଲେଟ, (କେପିଏନ୍‌ଏସ୍‌) : କୋଶଲ ଭାରତୀ ଓ କୋଶଲ ମାଟି ଫେସବୁକ ପେଜ୍ ର ମିଲିତ ଆନୁକୂଲ୍ୟରେ ଅଗଷ୍ଟ ୩୦ ରବିବାର ସନ୍ଧ୍ୟାରେ ଅନଲାଇନ ନୁଆଁଖାଇ ଭେଟଘାଟ୍ ଅନୁଷ୍ଠିତ ହୋଇଯାଇଛି । ମଞ୍ଚ କଳାକାର ଆଦିତ୍ୟ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗ
Read More...

ହୀରାକୁଦସ୍ଥିତ ହିଣ୍ଡାଲକୋରୁ ନିଶୃତ ଫ୍ଲୋରାଇଡ୍ ଗ୍ୟାସ୍ ନିକଟସ୍ଥ ଶହ ଶହ ଏକର ଚାଷକୁ ଜାଳି ଦେଉଛି

ସମ୍ବଲପୁର, (ଦାମୋଦର ପଣ୍ଡା) : ହୀରାକୁଦସ୍ଥିତ ହିଣ୍ଡାଲକୋରୁ ନିଶୃତ ଫ୍ଲୋରାଇଡ୍ ଗ୍ୟାସ୍ ନିକଟସ୍ଥ ୨୫୦ ଏକର ଚାଷକୁ ଜାଳି ଦେଉଛି, ଏହା କେବଳ ଏଇ ବର୍ଷର ସମସ୍ୟା ନୁହେଁ,୨୦୦୩ ରୁ ପ୍ରତିବର୍ଷର ଘଟଣା। ଏନ୍‌ଜିଟି.ର ସ୍ପଷ୍ଟ ନିର୍ଦ୍ଦେଶ କଂପାନୀ ଶୁଣୁନୁହେଁ ବୋଲି କ୍ଷତିଗ୍ରସ୍ତ ଚାଷୀମାନେ
Read More...

ୟୁଜି ଓ ପିଜି ଶେଷ ସେମିଷ୍ଟାର ପରୀକ୍ଷାର ନିଷ୍ପତ୍ତି ହେବ ଆଜି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସୁପ୍ରିମକୋର୍ଟଙ୍କ ପକ୍ଷରୁ ୟୁଜି ଓ ପିଜି ଶେଷ ସେମିଷ୍ଟାର ପରୀକ୍ଷା କରିବାକୁ ନିର୍ଦ୍ଦେଶ ଆସିବା ପରେ ଆଜି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା କିପରି
Read More...