Yearly Archives

2020

ସ୍ମାର୍ଟ ଇଣ୍ଡିଆ ହ୍ୟାକାଥନ, ୨୦୨୦ର ଗ୍ରାଣ୍ଡ ଫିନାଲେରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ନୂଆଦିଲ୍ଲୀ, (ପିଆଇବି) : ଆପଣମାନେ ଏକକୁ ଆରେକ ସମାଧାନ ଉପରେ କାମ କରୁଛନ୍ତି । ଦେଶ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛି, ଏଗୁଡ଼ିକ ତା’ର ସମାଧାନ କରିବା ସହିତ ଡାଟା, ଡିଜିଟାଇଜେସନ ଏବଂ ହାଇଟେକ ଫୁ୍ୟଚରକୁ ନେଇ ଭାରତର ଆକାଂକ୍ଷାକୁ ମଧ୍ୟ ମଜବୁତ କରୁଛନ୍ତି ।ସାଥୀଗଣ, ଆମେ ଏ କଥାକୁ ନେଇ…
Read More...

କରଣ ସମାଜ ପକ୍ଷରୁ ପୁରାତନ ଜଳାଶୟର ସଫେଇ କାର୍ଯ୍ୟକ୍ରମ

ବଲାଙ୍ଗିର: ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ତଥା କରଣ ସମାଜ ପକ୍ଷରୁ ସହରର ବିଭିନ୍ନ ଜଳାଶୟର ସଫେଇ ଓ ଉଦ୍ଧାର କାର୍ଯ୍ୟକ୍ରମ ଜାରି ରଖିଛି । ସ୍ଥାନୀୟ ନରସିଂହ ପୋଖରୀ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ବେଳେ ଏହି ସଂଗଠନ ଚାରୋଟି ପଯ୍ୟାୟରେ ସଫେଇ କାର୍ଯ୍ୟକ୍ରମ କରିବା ସହିତ ସାରା ସହରର…
Read More...

ପିଲାଙ୍କ ଲାଳନ ପାଳନ ଉପରେ ନିର୍ଭର କରେ ତାଙ୍କ ଭବିଷ୍ୟତ

ପିଲାଙ୍କ ଲାଳନ ପାଳନ ଉପରେ ତାଙ୍କ ଭବିଷ୍ୟତ ନିର୍ଭର କରେ । ସେମାନେ ଯାହା ନିଜ ପିତାମାତା ତଥା ପରିବାରର ସଦସ୍ୟମାନଙ୍କ ଆଚରଣରୁ ଶିଖନ୍ତି, ତାହା ହିଁ ତାଙ୍କ ଉପରେ ପ୍ରଖର ଭାବେ ପ୍ରଭାବ ପକାଇଥାଏ । ମନସ୍ତତ୍ତ୍ୱବିଦ୍ମାନେ କୁହନ୍ତି, ନିଜ ପିଲାମାନଙ୍କ ସାମ୍ନାରେ ନିଜକୁ ଯେତିକି ଶୁଦ୍ଧ ଓ…
Read More...

ଶୌଚାଳୟ ନିର୍ମାଣରେ ଦୁର୍ନୀତି : ଭିଜିଲାନ୍ସ ତଦନ୍ତ ଦାବୀ କଲା ବିଜେପି ଦଳ, ବ୍ଲକ୍ ପ୍ରଶାସନ ଛାନିଆଁ

ସଇଁନ୍ତଲା,୧/୮(ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକରେ ପାଇଖାନା ଦୁର୍ନୀତିର ଗୁମର ଖୋଲିବାରେ ଲାଗିଛି । ଅର୍ଦ୍ଧନିର୍ମିତ ପାଇଖାନାଗୁଡ଼ିକର ସଂପୂର୍ଣ୍ଣ ବିଲ୍ ଉଠାଇ ନେଇ ମାଲେମାଲ୍ ହୋଇଛନ୍ତି ଯନ୍ତ୍ରୀ ତଥା ଠିକାଦାର ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଏହି…
Read More...

ବଂଚିଛି ମାନବିକତା: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଆହତଙ୍କୁ ଡାକ୍ତରଖାନା ପହାଂଚାଇଲେ ରେଡକ୍ରସ କର୍ମୀ

ବଲାଙ୍ଗିର,୧/୮ (ଦେବାଶିଷ ମିଶ୍ର) : କରୋନା ସମୟରେ ବାଲାଙ୍ଗିରବାସୀଙ୍କ ପାଇଁ ରେଡକ୍ରସ କର୍ମୀମାନେ ବରପୁତ୍ର ପାଲଟିଛନ୍ତି । କରୋନା ସଚେତାନତା, ରକ୍ତଦାନ, ଅସହାୟ ରୋଗୀଙ୍କୁ ଡାକ୍ତରଖାନା ପହଂଚାଇବା ହଉ କି ଅସହାୟ ଦରିଦ୍ରଙ୍କ ଖାଦ୍ୟପେୟ ବ୍ୟବସ୍ଥା କରିବାରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ…
Read More...

ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ : ବଲାଙ୍ଗିରରେ ଗୋଟିଏ ଦିନରେ ୩୮ ଜଣ କରୋନା ସଂକ୍ରମିତ ଚିହ୍ନଟ

ବଲାଙ୍ଗିର, ୧/୮ (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ ଆଜି ଗୋଟିଏ ଦିନରେ ୩୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩ ଜଣ ମହିଳା କରୋନା ଯୋଦ୍ଧା ମଧ୍ୟ ସାମିଲ୍ ରହିଥିବା ରିପୋର୍ଟରେ କୁହାଯାଇଛି । ସରକାରୀ ସୂଚନା ଅନୁସାରେ କ୍ଲବପଡ଼ା-୧, ରମାଇଟକିଜ୍ ଛକ୍-୧,…
Read More...

ଚଳିତ ବର୍ଷ ସେପ୍ଟେମ୍ବର ୧୯ରେ ଆରମ୍ଭ ହେବ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)

ମୁମ୍ବାଇ, ୧/୮: ପ୍ରତିବର୍ଷ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ମାର୍ଚ୍ଚ ମାସରେ ଆରମ୍ଭ ହୋଇ ମେ ମାସରେ ଶେଷ ହେଉଥିଲା । କିନ୍ତୁ ଚଳିତ ବର୍ଷ ବିଶ୍ୱ ମହାମାରୀ କରୋନା ସାରା ବିଶ୍ୱରେ ତାର ତାଣ୍ଡବ ଲୀଳା ରଚି ସାରିଥିବା ବେଳେ ସାରା ବିଶ୍ୱର ଆର୍ଥିକ ସ୍ଥିତିକୁ ଦୁର୍ବଳ କରିଦେଇଛି ।…
Read More...

ବଜାରରେ ନାହିଁ ନଥିବା ୟୁରିଆ ସାର ଅଭାବ : ଚାଷୀ ହତାଶ

ଚୁଡାପାଲି, ୧/୮ (ଦେବରାଜ ନାହାକ) : ବଲାଙ୍ଗିର ସଦର ବ୍ଲକର ଚାଷୀବର୍ଗ ଚାଷ କାମରେ ଏବେ ଜୋରସୋର ଲାଗିଛନ୍ତି । ପ୍ରାୟତଃ ଗ୍ରାମର ଧାନରୁଆ ବିହୁଡା ସରିବାକୁ ବସିଲାଣି । ବିଗତ ଦିନମାନଙ୍କରେ ଠିକ୍ ସମୟରେ ଠିକ୍ ବର୍ଷା ହୋଇଥିବା ଯୋଗୁଁ ଚଳିତ ବର୍ଷ ନିର୍ଦ୍ଧାରିତ ସମୟ ଶ୍ରାବଣରେ ଚାଷ କାର୍ଯ୍ୟ…
Read More...

ଅସହାୟଙ୍କୁ ସାହା ହେଲେ କଲେଜ ଛାତ୍ରଛାତ୍ରୀ

ବଲାଙ୍ଗିର,୧/୮ (ଦେବାଶିଷ ମିଶ୍ର) : କରୋନା ଚାରିମାସ ବିତିଗଲା ପରେ ମଧ୍ୟ ସହରରେ ବିଭିନ୍ନ ସ୍ଥାନରେ ସହାୟତା ଅପେକ୍ଷାରେ ପଡ଼ି ରହିଛନ୍ତି ଅସହାୟ । ବାରମ୍ବାର ସଟଡାଉନ ଏମାନଙ୍କର ଅସୁବିଧାକୁ ଦ୍ୱିଗୁଣିତ କରୁଛି । ସହରରେ ସ୍ଥାନୀୟ ସଂକ୍ରମଣକୁ ରୋକିବାକୁ ଯାଇ ଜିଲ୍ଲା ପ୍ରଶାସନ ଜୁଲାଇ ୩୧ରୁ…
Read More...

ହୋମିଓପ୍ୟାଥିକ୍‌ ଓ ପାରମ୍ପରିକ ଔଷଧ କ୍ଷେତ୍ରରେ ସହଯୋଗ ପାଇଁ ଜିମ୍ବାୱେ ସହ ସ୍ୱାକ୍ଷରିତ ବୁଝାଣାପତ୍ରକୁ କେନ୍ଦ୍ର…

ନୂଆଦିଲ୍ଲୀ (ପିଆଇବି) : ହୋମିଓପ୍ୟାଥିକ୍‌ ଓ ପାରମ୍ପରିକ ଔଷଧପତ୍ର କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଏବଂ ଜିମ୍ବାୱେ ମଧ୍ୟରେ ସ୍ୱାକ୍ଷରିତ ଏକ ବୁଝମଣାପତ୍ରକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଆଜି ପିଛିଲାଭାବେ ଅନୁମୋଦନ କରାଯାଇଛି ।…
Read More...