Daily Archives

ସମୁଦ୍ରରେ ଚୀନ୍‌ର ଶକ୍ତିଶାଳୀ ଆଣବିକ ବୁଡ଼ାଜାହାଜ : ଭାରତ ଓ ଆମେରିକାର ଟେନସନ ବଢ଼ାଇବ

ନୂଆଦି‌ଲ୍ଲୀ : ସମଗ୍ର ବିଶ୍ୱରେ ଏହାର ଆକ୍ରମଣାତ୍ମକ ନୀତି ପାଇଁ କୁଖ୍ୟାତ ଚୀନ୍ ବର୍ତ୍ତମାନ ସମୁଦ୍ରରେ ଏକ ନୂଆ ଖେଳ ଖେଳୁଛି । ଏହାର ଶକ୍ତିଶାଳୀ ଆଣବିକ ବୁଡ଼ାଜାହାଜ ଗୁପ୍ତ ଭାବରେ ଦକ୍ଷିଣ ଚୀନ୍ ସାଗର, ଭାରତ ମହାସାଗର ଏବଂ ପ୍ରଶାନ୍ତ ମହାସାଗରରେ ପରିକ୍ରମା କରୁଛି । ଏହି
Read More...

ଏକ ଦିବସୀୟ ଫ୍ରେଣ୍ଡ୍‌ସିବ ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ସମା‌ପ୍ତ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଫ୍ରେଣ୍ଡ୍‌ସିବ ଷ୍ଟାର ଆନୁକୁଲ୍ୟରେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କନ୍ଧକେଲଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାବୁନ ବୁରେଇ ଖେଳପଡିଆରେ ଏକଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାରେ ଆଠଟି ଦଳ
Read More...

କେଶରିଆ ହିନ୍ଦୁ ବାହିନୀ ତରଫରୁ ମିଶ୍ରଣ ପର୍ବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି କେଶରିଆ ହିନ୍ଦୁ ବାହିନୀ ତରଫରୁ ସ୍ଥାନୀୟ କାର୍ୟ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ସଭାପତି ତଥା ପ୍ରଦେଶ ମହାମନ୍ତ୍ରୀ ସନ୍ତୋଷ କୁମାର ଭୋଳଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ବଲାଙ୍ଗିରର ବିଶିଷ୍ଠ
Read More...

ଏଲ୍‌ଏଣ୍ଡ୍‌ଏସ୍‌ କ୍ଲବର ଉନ୍ନତି ପାଇଁ ୫୦ଲକ୍ଷ ଟଙ୍କା ମଞ୍ଜୁର : କ୍ଲବର ଐତିହ୍ୟ ଓ ପରଂପରାର ସୁରକ୍ଷା ପାଇଁ ଖର୍ଚ୍ଚ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ସର୍ବ ପୁରାତନ କ୍ଲବ ଘର, ଯାହାକି ଲିଟେରେରୀ ଏଣ୍ଡ୍‌ ସୋସିଏଲ କ୍ଲବ ନାମରେ ପରିଚିତ । ତାର ଐତିହ୍ୟ, ପରଂପରା ଓ ସଂସ୍କୃତି ସୁରକ୍ଷିତ ରଖି ଆଗାମୀ ପିଢି ପାଇଁ ଯେପରି ଏହିି ସର୍ବ ପୁରାତନ କ୍ଲବ ଶିକ୍ଷା, କ୍ରୀଡା, କଳା ଓ ସଂସ୍କୃତିର
Read More...

ପିପିଲିପାଲି ଯୁବକ ସଙ୍ଘ ତରଫରୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ ହେଲା ସଂକ‌ଳ୍ପ ପରିବାର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ସହର ଉପକଣ୍ଠ ସ୍‌ସ୍ଥିତ ପିପିଲିପାଲି ଗ୍ରାମରେ ଅଁଳା ନବମୀ ଉପଲକ୍ଷେ ଆଜି ପିପିଲିପାଲି ଯୁବକ ସଙ୍ଘ ତରଫରୁ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ କରୋନା ଯୋଦ୍ଧା ସମ୍ମାନରେ ସଂକ‌ଳ୍ପ ପରିବାର, ବରଗଡ଼କୁ ସମ୍ମାନିତ କରାଯାଇଥିଲା ।
Read More...

ବେନିଆବ‌ନ୍ଧ ଗାଁକୁ ସଫାକଲେ ଯୁବ ଗୋଷ୍ଠୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବେନିଆବ‌ନ୍ଧ ଗାଁରେ ସ୍ୱଚ୍ଛତା ଆଣିବା ପାଇଁ ଅଣ୍ଟା ଭିଡିଛନ୍ତି ଯୁବ ଗୋଷ୍ଠୀ । ଦିନକୁ ଦିନ ଗାଁରେ କୁଢ଼ କୁଢ଼ ମଇଳା ଆବର୍ଜନା ଭରପୁର ରହି ଆସୁଥିଲା । ଶେଷରେ ବାଧ୍ୟ ହୋଇ ନିଜ ଗ୍ରାମକୁ ସଫା କରିଛନ୍ତି ଯୁବ ଗୋଷ୍ଠୀ ।
Read More...

କୁମାରସ୍ୱାମୀ ମହୋତ୍ସବ ପାଇଁ କଳସ ଯାତ୍ରା

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି କଳା ସଂସ୍କୃତି, ଐତିହ୍ୟ ପରମ୍ପରା, ସାହିତ୍ୟ, ଲୋକଗୀତ ଲୋକନୃତ୍ୟର ବାର୍ତ୍ତାବହ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ବୁଢିପଦରର ୨୮ତମ ବାର୍ଷିକ ଉତ୍ସବ ତଥା କୁମାରସ୍ୱାମୀ ମହୋତ୍ସବ ଆରମ୍ଭ ହୋଇଛି । ଏହି ଅବସରରେ ଆଜି ଅପରାହ୍ନରେ କଳସ ଯାତ୍ରା
Read More...

ପ୍ରଭାକର ରଥ ଜନ୍ମ ଶତ ବାର୍ଷିକୀରେ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ସ୍ମୃତି ବକ୍ତୃତା

ବଲାଙ୍ଗିର,(ଦେବାଶିଷ ମିଶ୍ର) : ଅଦ୍ୟ ପୂର୍ବାହ୍ନରେ ଲିଟେରାରୀ ଏଣ୍ଡ୍‌ ସୋସିଆଲ କ୍ଲବ ସଭା କକ୍ଷରେ ବାଧିତ ଜନବଂଧୁ ପ୍ରଭାକର ରଥ ସ୍ମୃତି ସମିତି ଆନୁକୁଲ୍ୟରେ ବିଶିଷ୍ଟ ଐତିହାସିକ ପୂର୍ଣ୍ଣଚନ୍ଦ୍ରଙ୍କ ସ୍ମୃତି ବକ୍ତୃତା କବି ରତ୍ନମୟ ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ଓଡିଶା ରୋଜଗାର ସ୍ୱାବଲମ୍ବୀ ଉଦଘାଟିତ : ଝାରମୁଣ୍ଡା ଏଥ୍‌ଲେଟିକ ଏସୋସିଏସନ ସଭାପତି ଓ ସରପଞ୍ଚ କରୋନା ଯୋଦ୍ଧା ଭାବେ…

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଶିକ୍ଷା, ପରିବେଶ ସମେତ ମହିଳାଙ୍କ ଆର୍ଥିକ ବିକାଶ ମାଧ୍ୟମରେ ସ୍ୱାବଲମ୍ବୀ କରାଇବା ଉଦ୍ଦେଶ୍ୟ ନେଇ ଓଡିଶା ରାଇଜିଙ୍ଗ ଫାଉଣ୍ଡେସନ ପକ୍ଷରୁ ସମ୍ବଲପୁର ସ୍ଥିତ ରୋଟାରୀ କ୍ଲବରେ ଓଡିଶା ରୋଜଗାର ସ୍ୱାବଲମ୍ବୀ କାର୍ଯ୍ୟକ୍ରମକୁ ସମ୍ବଲପୁର ଜିଲ୍ଲା ସମାଜ
Read More...

୮ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିବା ସହ ଅନେକ ଅସ୍ତ୍ରଶସ୍ତ୍ର ଜବତ କଲା ପୋଲିସ

ଗଞ୍ଜାମ : ୮ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିବା ସହ ଅନେକ ଅସ୍ତ୍ରଶସ୍ତ୍ର ଜବତ କରିଛି ଗଞ୍ଜାମ ଜିଲ୍ଲାର ଆସିକା ପୋଲିସ ବୋଲି ଖବର ମିଳିଛି । ସୂଚନାଯୋଗ୍ୟ ଯେ, ଜିଲ୍ଲା ପୋଲିସ ପକ୍ଷରୁ ଜିଲ୍ଲାକୁ ଅପରାଧମୁକ୍ତ ଅଚଂଳ କରିବା ପାଇଁ ଏକ ନୂଆ ଟିମ୍‌ ଗଠନ କରାଯାଇଥିଲା । ଟିମ୍‌ରେ ଆସିକା
Read More...
error: Content is protected !!