om academy

ବେନିଆବ‌ନ୍ଧ ଗାଁକୁ ସଫାକଲେ ଯୁବ ଗୋଷ୍ଠୀ

jsm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବେନିଆବ‌ନ୍ଧ ଗାଁରେ ସ୍ୱଚ୍ଛତା ଆଣିବା ପାଇଁ ଅଣ୍ଟା ଭିଡିଛନ୍ତି ଯୁବ ଗୋଷ୍ଠୀ । ଦିନକୁ ଦିନ ଗାଁରେ କୁଢ଼ କୁଢ଼ ମଇଳା ଆବର୍ଜନା ଭରପୁର ରହି ଆସୁଥିଲା । ଶେଷରେ ବାଧ୍ୟ ହୋଇ ନିଜ ଗ୍ରାମକୁ ସଫା କରିଛନ୍ତି ଯୁବ ଗୋଷ୍ଠୀ । ପ୍ରତ୍ୟେକ ବର୍ଷ ଗାଁ କଲ୍ୟାଣ ସମିତି ପାଇଁ ୧୦ହଜାର ଟଙ୍କା ଆସୁଥିବା ବେଳେ ସେ ଟଙ୍କା କୁଆଡେ ଯାଉଛି ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । ଏଥିରେ ସୁମିତ, ଉତ୍ତମ, ଅଙ୍କିତ, ରଜନୀକାନ୍ତ, ସୁରଜ, କିୟାବନ, ଆକାଶ, ଜୟନ୍ତ, ତ୍ରିଲୋଚନ, ମୁକେଶ, ଲିପୁନ, ରୋହିତ, ପୁର୍ଣ୍ଣଚନ୍ଦ୍ର, ସ୍ୱରୂପ, ଅର୍ପିତ, ରୋଜଳୀନ, ବିଶ୍ଵନାଥ ପ୍ରମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.

3 × 1 =