ନାବାଳିକା ଆତ୍ମହତ୍ୟା ଘଟଣାର ଉପଯୁକ୍ତ ତଦନ୍ତ ପାଇଁ ଏସପିଙ୍କୁ ଅନୁରୋଧ କଲା ଯୁବ ଯାଦବ ମହାସଭା
କଳାହାଣ୍ଡି,(କେପିଏନେସ): ସାଗବାହାଲୀ ନାବାଳିକା ଆତ୍ମହତ୍ୟା ଘଟଣାର ଉପଯୁକ୍ତ ତଦନ୍ତ ପାଇଁ ଜିଲ୍ଲା ଆରକ୍ଷ ଅଧିକ୍ଷକଙ୍କୁ ଅନୁରୋଧ କରିଛି କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା । ସୂଚନା ମୁତାବକ କୋକସରା ଥାନା ସାଗବାହାଲୀ ଗାଁର ଜଣେ ନାବାଳିକା ଆତ୍ମହତ୍ୟା କରିଥିଲେ । ରାକ୍ଷୀ ପୂର୍ଣ୍ଣିମା!-->…
Read More...
Read More...