ସମଲେଶ୍ୱରୀ ଦୁଗ୍ଧ ସମବାୟ ସମିତି ବୈଠକ
ତୁଷୁରା, (କେପିଏନ୍ଏସ୍) : ଗୁଡଭେଲା ବ୍ଲକ ନୂଆପଡା ପଞ୍ଚାୟତରେ ସମଲେଶ୍ୱରୀ ଦୁଗ୍ଧ ସମବାୟ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ପଞ୍ଚାନନ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସରପଞ୍ଚ କୁଞ୍ଜବିହାରୀ ସାହୁ ମୁଖ୍ୟ ଅତିଥି, ସୁପରଭାଇଜର ଧୁବେଇ ଚରଣ ପୋଢ ଓ ଦୟାନନ୍ଦ!-->…
Read More...
Read More...