Browsing Tag

titilagarh news

ଟିଟିଲାଗଡରେ ବିଦ୍ୟୁତ୍‌ ବିଭ୍ରାଟ : ଲୋକେ ରାତିସାରା ହେଲେ ହଇରାଣ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରବିବାର ରାତିରେ ହଠାତ୍ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଥିଲା । ରାତି ପାଖାପାଖି ସାଢ଼େ ବାରଟା ସମୟରୁ ବିଦ୍ୟୁତ୍‌ କାଟ ହୋଇଥିଲା । ପ୍ରଥମେ ଘଣ୍ଟା ଟିଏ, ଦୁଇ ଘଣ୍ଟା ଯାଏଁ ଲାଇଟ ଆସି ନଥିଲା, ଏହାପରେ ଲୋକ ବିଭିନ୍ନ ସୋସିଆଲ୍‌ ଗ୍ରୁପରେ ଲେଖିବା ଆରମ୍ଭ
Read More...

ଟିଟିଲାଗଡରେ ବଢୁଛି ତାତି : ଲୋକେ ଗରମରେ ଛଟପଟ ରାତିରେ ବି ତ୍ରାହି ନାହିଁ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦେଶ ବ୍ୟାପି ଏବେ ଖରାର ରୌଦ୍ର ଅବତାର ଦେଖିବାକୁ ମିଳୁଛି । ଦିନକୁ ଦିନ ଖରାର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି, ସକାଳ ସାତଟାରୁ ଖରା ଆରମ୍ଭ ହୋଇଯାଉଥିବା ବେଳେ ଗରମ ଖାସ ଅସହ୍ୟ ହୋଇ ପଡୁଛି । ଦ୍ଵିପହରରେ ଖରାର ପ୍ରକୋପ ଏତେ ବଢ଼ି ଯାଉଛି ଯେ, ଉପର
Read More...

ଟିଟିଲାଗଡରେ ଜଳିଗଲା ୧୭ଟି ଉଠା ଦୋକାନ : ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ନଷ୍ଟ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ନିଆଁ ଲାଗି ଜଳିଗଲା ୧୭ଟି ଉଠା ଦୋକାନ । ଅଗ୍ନିଶମ ବାହିନୀ ଖବର ପାଇ ଆସି ନିଆଁକê ଆାୟତ୍ତ କରିଥିଲେ । ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ନଷ୍ଟ ହୋଇଛି । କେହି ଜଣେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ । ପାଖାପାଖି ସମସ୍ତ ଦେକାନ ଥିବାରୁ
Read More...

ସନ୍ଥକବି ଭୀମ ଭୋଇଙ୍କ ଜୟନ୍ତୀ ପାଳନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସ୍ଥାନୀୟ ସମ୍ବାଦ ସାହିତ୍ୟ ଘର ଟିଟିଲାଗଡ ଶାଖା ପକ୍ଷରୁ ଆଦିବାସୀ କଲ୍ୟାଣ ସଂଘ ପରିସରରେ ସଭାପତି ସଂଜୟ ଅଗସ୍ତିଙ୍କ ସଭାପତିତ୍ୱରେ ଏକ ସାରସ୍ୱତ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଆଦିବାସୀ ସଂଘର ସଂପାଦକ ଓ ସାହିତ୍ୟିକ ହେମେନ୍ଦ୍ର ହାଁସଦା ମୁଖ୍ୟ
Read More...

କଣ୍ଟାବାଞ୍ଜି ବିଧାନସଭା ପାଇଁ କେତେ ଭୋଟର ଭୋଟ ଦେଇଛନ୍ତି – ମାଗିଲେ ମିଳୁନି ତଥ୍ୟ : ଅଭିଯୋଗ କଲେ ବିଜେପି…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଓ କଣ୍ଟାବାଞ୍ଜି ଦାୟିତ୍ୱରେ ଥିବା ରିଟର୍ଣିଙ୍ଗ ଅଫିସରଙ୍କ ନିକଟକୁ ଆସି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ୭୩.୪୧ ପ୍ରତିଶତ ମତଦାନ ହୋଇଥିବା ସରକାରୀ ସ୍ତରରେ ନିର୍ବାଚନ କମିଶନର ତରଫରୁ ତଥ୍ୟ ପ୍ରଦାନ କରିଥିବା ବେଳେ କେତେ ଭୋଟର, କେଉଁ
Read More...

ମତଦାନ କଲେ ଟୁକୁନି

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବିଧାୟକ ପ୍ରାର୍ଥୀ ଶ୍ରୀମତୀ ଟୁକୁନି ସାହୁ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି । ଟିଟିଲାଗଡ଼ବାସୀଙ୍କ ସହ ଲାଇନ୍‌ରେ ରହି ଟୁକୁନି ଭୋଟ ଦେଇଛନ୍ତି । ଗଣତନ୍ତ୍ରର ମହାନ୍‌ ପର୍ବ ସାଧାରଣ ନିର୍ବାଚନରେ ଟିଟିଲାଗଡ଼ବାସୀ ସାମିଲ୍‌ ହୁଅନ୍ତୁ ବୋଲି ସେ
Read More...

ଶ୍ରଦ୍ଧାଞ୍ଜଳୀ ସଭା

ଟିଟିଲାଗଡ, (କେପିଏନ୍‌ଏସ୍‌) : ସ୍ୱର୍ଗତ ରାଧାକୃଷ୍ଣ ପଟ୍ଟନାୟକ ଜଣେ ନାଟ୍ୟକାର, ଗାଳ୍ପିକ, କବି, ଶିଶୁ ସାହିତ୍ୟିକ ଏବଂ ଗୀତିକାର ଭାବରେ ଦୀର୍ଘ ପାଂଚ ଦଶନ୍ଧି ଧରି ଓଡିଆ ଓ କୋସଲି ଭାଷାକୁ ଋଦ୍ଧିମନ୍ତ କରିଛନ୍ତି । ସେ ଜଣେ ଆଗ ଧାଡିର ଆକାଶବାଣୀ ଓ ଦୂରଦର୍ଶନ ଶିଳ୍ପୀ ଥିଲେ । ତାଙ୍କ ରଚିତ
Read More...

ସରିଲା ଭୋଟ ପ୍ରଚାର : ଆସନ୍ତା କାଲି ଭୋଟର ବାଛିବେ ନେତା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ରାଜନୀତି ସରଗରମ ରହିଥିବା ବେଳେ ଆଉ ମାତ୍ର ଗୋଟିଏ ଦିନ ପରେ ୨୦ ତାରିଖରେ ହେବ ମତଦାନ । ୧୮ ତାରିଖ ସଂଧ୍ୟାରେ ନିର୍ବାଚନୀ ପ୍ରଚାର ସରିଥିବା ବେଳେ ଚଳିତ ବର୍ଷ ଭୋଟରଙ୍କ ହାତକୁ ଆସୁଛି ଲକ୍ଷ୍ମୀ ବୋଲି ଆଲୋଚନା ହେଉଛି ।
Read More...

ଟିଟିଲାଗଡ଼ ପ୍ରଭାବତୀ ସ୍କୁଲ ଛାତ୍ରଛାତ୍ରୀଙ୍କ ଚେନ୍ନାଇ ଯାତ୍ରା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସ୍ପିକ୍‌ ମେକେ ସଂଗଠନ ଦ୍ଵାରା ଏହାର ପ୍ରତିଷ୍ଠାତା ପଦ୍ମଶ୍ରୀ ଡ. କିରଣ ସେଠଙ୍କ ମାର୍ଗଦର୍ଶନରେ ଦେଶ ତଥା ବିଦେଶର ଛାତ୍ରଛାତ୍ରୀ ମାନଙ୍କୁ ଭାରତବର୍ଷର କଳା, ଐତିହ୍ୟ, ପରମ୍ପରା ସହ ପରିଚିତ କରିବା ନିମନ୍ତେ ଏକ କର୍ମଶାଳା ପ୍ରତିବର୍ଷ ଭାରତର ବିଭିନ୍ନ
Read More...

ଅଞ୍ଚଳର ଉନ୍ନତି, ବିକାଶ ଓ ଶାନ୍ତିକୁ ନେଇ ମନ୍ତ୍ରୀ ଟୁକୁନୀ ସାହୁଙ୍କ ପ୍ରଚାର

ପ୍ରଚାରରେ ସାମିଲ୍‌ ହେଲେ ଭୋଟର ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପାଞ୍ଚ ଥର ମୁଖ୍ୟମନ୍ତ୍ରୀଙ୍କ ଶାସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ ଦେଇଛନ୍ତି । ଛାତ୍ର, ଯୁବକ, କୃଷକ, ଶ୍ରମିକ, ମହିଳାଙ୍କ ଆର୍ଥୀକ ବିକାଶ ସହ
Read More...