ଜାତୀୟ ସ୍ତରରେ ଅଣ୍ଡର -୧୭ ଫୁଟବଲ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ରେଳ ଷ୍ଟେସନରେ ଭବ୍ୟ ସ୍ଵାଗତ…
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଜାତୀୟ ସ୍ତରର ଅଣ୍ଡର ୧୭ ଫୁଟବଲ ପ୍ରତିଯୋଗିତାରେ ସିହିନି ଗ୍ରାମର ଆରତୀ ମାଝି, ଟିଟିଲାଗଡ଼ର ଶ୍ରଦ୍ଧାଞ୍ଜଳି ହେର୍ନା ଓ କେସିଙ୍ଗାର ହସ୍ତରି ଶବର ଭଲ ପ୍ରଦର୍ଶନ କରି ଆଜି ଫେରିଥିବା ବେଳେ ଟିଟିଲାଗଡ ରେଳ ଷ୍ଟେସନରେ ଭବ୍ୟ ସ୍ଵାଗତ କରାଯାଇଛି । ଝାରଖଣ୍ଡ!-->…
Read More...
Read More...