Browsing Tag

talacher news

ସାଲିସ ବିହୀନ ଶ୍ରମିକ ନେତା ସ୍ୱର୍ଗତ ଦ୍ୱାରିକା ମୋହନ ମିଶ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀର ଶ୍ରଦ୍ଧାଞ୍ଜଳି

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ଆଜି ଦିବା ଏଗାର ଘଟିକା ସମୟରେ ତାଳଚେର ପ୍ରେସ୍ କ୍ଲବଠାରେ ଏହି ଅଞ୍ଚଳର ବିଶିଷ୍ଟ ଶ୍ରମିକ ନେତା ସ୍ୱର୍ଗତ ଦ୍ୱାରିକା ମୋହନ ମିଶ୍ରଙ୍କ ପ୍ରଥମ ବାର୍ଷିକୀ ଶ୍ରାଦ୍ଧ ଦିବସରେ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆ ଯାଇଅଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ
Read More...

ତାଳଚେର ଉପଖଣ୍ଡ ପଶୁ ଚିକିତ୍ସାଳୟ ଉପରେ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଅନୁରୋଧ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ଦୁର୍ଘଟଣା ପ୍ରବଣ କୋଇଲାନଗରୀ ତାଳଚେରର ଏକମାତ୍ର ପଶୁ ଚିକିତ୍ସାଳୟରେ ଆହତ ବୁଲା ଗାଈଗୋରୁଙ୍କ ଉପାଚାର ଏକ ସମସ୍ୟା ରୂପେ ଉଭା ହୋଇଛି । ଅନେକ ସମୟରେ କୋଇଲାଟ୍ରକ ତଳେ ଗାଈଗୋରୁଙ୍କ ଜୀବନ ଯାଉଥିବା ସମୟରେ କେତେ ଗାଈଗୋରୁ ମୁର୍ମୁଷୁ ଅବସ୍ଥାରେ ରାସ୍ତା ଉପରେ
Read More...

ଆଜିଠୁ ହିଙ୍ଗୁଳା ଯାତ୍ରା : ଚଳଚଞ୍ଚଳ ଗୋପାଳପ୍ରସାଦ ପୀଠ

ତାଳଚେର : ଆଜିଠାରୁ ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା । ଚଳଚଞ୍ଚଳ ହୋଇପଡ଼ିଛି ଗୋପାଳପ୍ରସାଦ ପୀଠ । ମା' ହିଙ୍ଗୁଳାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଲାଗିଛି ଭିଡ଼ ।ପ୍ରତିବର୍ଷ ମା' ହିଙ୍ଗୁଳା ଅଗ୍ନି ରୂପରେ ଭକ୍ତଙ୍କୁ ଦର୍ଶନ
Read More...

ତାଳଚେର ଜିଲ୍ଲା ଦାବୀ ନେଇ ଭୁବନେଶ୍ୱର ଚାଲ କାର୍ଯ୍ୟକ୍ରମ ଆୟୋଜିତ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : କୋଇଲା ନଗରୀ ତାଳଚେରକୁ ଜିଲ୍ଲାର ମାନ୍ୟତା ଦେବା ନିମନ୍ତେ ଦୀର୍ଘ ୨ ମାସରୁ ଅଧିକ ହେଲା ତାଳଚେର ଜିଲ୍ଲା କ୍ରିୟା ଅନୁଷ୍ଠାନ କମିଟି ସଭ୍ୟ ବୃନ୍ଦ ସ୍ଥାନୀୟ ଉପଖଣ୍ଡ ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଗଣ ଧାରଣା ଦେଇ ଆସୁଥିବା ଅବସରରେ ଏହି ଦାବୀକୁ ବଳ ଦେବା
Read More...

କମ୍ରେଡ ଦ୍ୱାରିକା ମୋହନ ମିଶ୍ରଙ୍କ ଦେହାନ୍ତ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ତାଳଚେର ମାଟିର ଏକ ନିର୍ଭିକ ବ୍ୟକ୍ତିତ୍ୱ ତଥା ଶ୍ରମିକ ନେତା କମ୍ରେଡ ଦ୍ୱାରିକା ମୋହନ ମିଶ୍ର ନିଜ ରେମୁଆଁ ସ୍ଥିତ ବାସଭବନରେ ତାଙ୍କ ଇହଲୀଳା ସମ୍ବରଣ କରିଥିବା ସମ୍ବାଦ ହସ୍ତଗତ ହୋଇଛି । କମ୍ରେଡ ମିଶ୍ର ଏକାଧାରରେ କେବଳ ଶ୍ରମିକ ନେତା ନଥିଲେ, ସମାଜ
Read More...

ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଗ୍ରସ୍ତ ପୂର୍ବରୁ ତାଳଚେର ଉପଜିଲ୍ଲାପାଳଙ୍କ ବହୁ ପ୍ରତିକ୍ଷୀତ ତାଳଚେର ମେଡିକାଲ କଲେଜ…

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ପାଞ୍ଚଶହ ଶଯ୍ୟା ବିଶିଷ୍ଟ ତାଳଚେର ମେଡିକାଲ କଲେଜ ଦୀର୍ଘ ବର୍ଷ ହେଲା ଏମ୍‌ସିଏଲ୍ କର୍ତ୍ତୃପକ୍ଷ ଦ୍ୱାରା ନିର୍ମିତ ହୋଇଥିଲେ ସୁଦ୍ଧା କାର୍ଯ୍ୟକ୍ଷମ ହୋଇ ପାରୁ ନଥିବାରୁ ବିଗତ ଦିନରେ ଜନ ଅସନ୍ତୋଷ ସହ ତାଳଚେର ମେଡିକାଲ କ୍ରିୟା ଅନୁଷ୍ଠାନ କମିଟି ଆନ୍ଦୋଳନ
Read More...

ଏରିଆ ଖବର ପକ୍ଷରୁ ୭ମ ସ୍ଵନକ୍ଷତ୍ର ଦିବସ ପାଳିତ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ଅନୁଗୁଳ ଜିଲ୍ଲା ତାଳଚେର ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଥିବା ପଞ୍ଚାୟତ ସଭାଗୃହ ଠାରେ ଏରିଆ ପାକ୍ଷୀକ ଖବର କାଗଜ ପକ୍ଷରୁ ୭ମ ସ୍ଵନକ୍ଷତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଦେବୀ ମିଶ୍ର, ସମ୍ମାନିତ
Read More...

ପ୍ରଭୁ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟୋମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନିକିଆ ତାଳଚେର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ତାଳଚେର ବ୍ଲକ ଗୁରୁଜାଙ୍ଗ ଗ୍ରାମରେ ପ୍ରଭୁ ହନୁମାନଙ୍କର ନୂତନ ବିଗ୍ରହ ପ୍ରତିଷ୍ଠା
Read More...

ହିଙ୍ଗୁଳା ମଣ୍ଡଳ ଯୁବମୋର୍ଚ୍ଚା ଟିମ୍‌ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଲୋଚନା

ତାଳଚେର, (ଆର୍ତ୍ତତ୍ରାଣ ପାଣି) : କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୁଇ ଦିନିଆ କଣିହାଁ ଅଂଚଳ ଗସ୍ତ କାର୍ଯ୍ୟକ୍ରମ ରହିଥିଲା । ଏହି ସମୟରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବିଭିନ୍ନ ଗ୍ରାମକୁ ଯିବା ସହିତ ବିଭିନ୍ନ ବର୍ଗର
Read More...

ବିଜେପି କଣିହାଁ ମଣ୍ଡଳ ତରଫରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଦୀର୍ଘ ରାତି ପର୍ଯ୍ୟନ୍ତ ଆପତ୍ତି ଅଭିଯୋଗ ଶୁଣିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେର, (ଆର୍ତ୍ତତ୍ରାଣ ପାଣି) : କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟୁମିତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଦୁଇ ଦୁନିଆ କଣିହାଁ ଅଞ୍ଚଳ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର
Read More...