କୋଇଲା ବୋଝେଇ ଟ୍ରେଲର୍ ଧକ୍କାରେ ୧ ଗୁରୁତର
ସୁନ୍ଦରଗଡ଼ : ଆଜି ପୂର୍ବାହ୍ନ ସାଢେ ୧୦ଟାରେ ହେମଗିର ଥାନା ରତନପୁରରେ ଏକ କୋଇଲା ବୋଝେଇ ଟ୍ରେଲର ଧକ୍କାରେ ଜଣେ ନବବିବାହିତା ଗୁରୁତର ଆହତ ହୋଇଥିବା ଜଣାପଡିଛି । ତାଙ୍କ ଗୋଡ଼ ଭାଙ୍ଗି ଯାଇଥିବା ସୂଚନା ରହିଛି । ରାସ୍ତା କଡ଼ ନଳକୂଅକୁ ପାଣି ଆଣିବାକୁ ଯାଉଥିବା ବେଳେ ଟ୍ରେଲରଟି ତାଙ୍କ ଉପରେ!-->…
Read More...
Read More...