Browsing Tag

subarnapur news

ଗଞ୍ଜେଇ ଚୋରା ଚାଲାଣ ଲିଙ୍କ : ୱେବ ସାମ୍ୱାଦିକ ଗିରଫ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : କଣ୍ଟେନରରେ ଗଞ୍ଜେଇ ଚୋରା ଚାଲାଣ ଲିଙ୍କରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ମହୁଲବାହାଲି ଗ୍ରାମର ୱେବ ସାମ୍ୱାଦିକ ପ୍ରଶାନ୍ତ ପ୍ରଧାନକୁ ଗିରଫ କରିଛି ସୋନପୁର ପୁଲିସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ନାରାୟଣ ନାଏକ ।
Read More...

ଧର୍ମପରାୟଣା ମହିଳା ଦ୍ରୌପଦୀ ମିଶ୍ରଙ୍କ ପରଲୋକ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସକାଳ ଭୋର ୫ଟା ବେଳେ ତରଭା ସହର ନିବାସୀ ଦ୍ରୌପଦୀ ମିଶ୍ର (୭୫)ଙ୍କ ଦେହାନ୍ତ ହୋଇଯାଇଛି । ସେ ସ୍ୱର୍ଗତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସୋମନାଥ ମିଶ୍ରଙ୍କ ଧର୍ମପତ୍ନୀ ଅଟନ୍ତି । ସେ ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡ଼ିତ ଥିଲେ । ଆଜି ଭୋର
Read More...

୮ ମାସର ଗର୍ଭବତୀ ନବବଧୂଙ୍କୁ ପିଟିପିଟି ହତ୍ୟା ନେଇ ଏସପିଙ୍କ ବଡ ବୟାନ

ସୁବର୍ଣ୍ଣପୁର, ( ରାଜ କିଶୋର ତ୍ରିପାଠ ) : ସୁବର୍ଣ୍ଣପୁର ସହରର ରାମକୃଷ୍ଣ ନଗରଠାରେ ଭଡ଼ାରେ ରହୁଥିବା ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ସାନ ଯାଲୋଇ ଗାଁର ଉତ୍ତମ ପାଣିଗ୍ରାହୀଙ୍କ ପୁଅ ଲିଙ୍କନ ପାଣିଗ୍ରାହୀ ତାଙ୍କ ସ୍ତ୍ରୀ ରୁନୁକୁ ଯୌତୁକ ପାଇଁ ପିଟିପିଟି ହତ୍ୟା ମାମଲାର ପର୍ଦ୍ଦା ଫାଶ
Read More...

ଇଙ୍କଫେଷ୍ଟର ବୌଦ୍ଧିକ ମଞ୍ଚରେ ଷଷ୍ଠ ସନ୍ଧ୍ୟାର କଥାଚକ୍ର

ଭାଷା ଓ ସାହିତ୍ୟ ପାଇଁ ସୁବର୍ଣ୍ଣପୁର ରାଜ ଦରବାରର ର ବଡ ଅବଦାନ ଥିଲା ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ରାଜଦରବାର ସୃଜନ, ମୁଦ୍ରଣ ଓ ମୂଲ୍ୟବୋଧ” ବିଷୟରେ ଇଙ୍କଫେଷ୍ଟର ଷଷ୍ଠ ସନ୍ଧ୍ୟାରେ ଏକ ଆଲୋଚନାଚକ୍ର ବୌଦ୍ଧିକ ମଞ୍ଚରେ ଅନୁଷ୍ଠିତ ହୋଇଯାଇଛି । ଏହି କଥାଚକ୍ରରେ
Read More...

ସର୍ବ ଭାରତୀୟ ରାମଧୂନ କପ୍ ଫୁଟବଲ୍

ସେମିଫାଇନାଲରେ ଭୁବନେଶ୍ୱର ଜଗା ୟୁନାଇଟେଡ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସ୍ଥାନୀୟ ଗାନ୍ଧି ଷ୍ଟାଡିୟମ୍‌ ଠାରେ ସୋନପୁର ରାମଧୂନ କ୍ଲବ ଓ ଜିଲ୍ଲା କ୍ରୀଡ଼ା ସଂଘର ମିଳିତ ଆନୁକୂଲ୍ୟରେ ଚାଲିଥିବା ୧୭ତମ ସର୍ବ ଭାରତୀୟ ରାମଧୂନ୍ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ପୁଲ-ବିର ପ୍ରଥମ
Read More...

ପୁସ୍ତକ ଓ ସାରସ୍ଵତ ମେଳା “ଇଙ୍କଫେଷ୍ଟ”ର ପଞ୍ଚମ ସନ୍ଧ୍ୟା

ଶିଶୁର ସାମଗ୍ରିକ ବିକାଶ ପାଇଁ ଅଭିଭାବକ ପ୍ରଥମେ ନିଜକୁ ଗଢ଼ିବା ଆବଶ୍ୟକ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ର‌ୟାଲ ପଡ଼ିଆରେ ଚାଲିଥିବା ପୁସ୍ତକ ଓ ସାରସ୍ୱତ ମେଳା ଇଙ୍କଫେଷ୍ଟ-୨୦୨୬ ପଞ୍ଚମ ସନ୍ଧ୍ୟାରେ ‘ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥାରେ ଅଭିଭାବକତ୍ୱ ଉପରେ ଏକ
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ଓଡ଼ିଶା ସାହିତ୍ୟ ଅନୁଷ୍ଠାନର ଏକକ ସମ୍ପର୍କ ଅଭିଯାନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ତୃତୀୟ ଦିବସ ବୁଧବାର ଦିନ ସୁବର୍ଣ୍ଣପୁର ଜିଲ୍ଲାରେ ଏକକ ସମ୍ପର୍କ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡକ୍ଟର ନୃପରାଜ୍ ସାହୁଙ୍କୁ ଏକକ ଅଭିଯାତ୍ରୀ, ଯୁଗଯାତ୍ରୀ ସାହିତ୍ୟ
Read More...

ରିଜର୍ଭ ପଡ଼ିଆ ଠାରେ ନୂତନ ହୋମଗାର୍ଡଙ୍କୁ ନେଇ ଦିକ୍ଷାନ୍ତ ସମାରୋହ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ରିଜର୍ଭ ପଡ଼ିଆ ଠାରେ ନୂତନ ନିଯୁକ୍ତି ପାଇଥିବା ହୋମଗାର୍ଡଙ୍କୁ ନେଇ ପାସିଂ ପ୍ୟାରେଡ ତଥା ଦିକ୍ଷାନ୍ତ ସମାରୋହ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଏସପି ଶ୍ରୀ ନାରାୟଣ ନାଏକ ଯୋଗଦେଇ ଦୀର୍ଘ ଏକ ମାସର
Read More...

ଅଲ୍ ଇଣ୍ଡିଆ ରାମଧୂନ କପ୍ ଫୁଟବଲ୍

ପ୍ରଥମ ସେମି ଫାଇନାଲରେ କଟକ ମଙ୍ଗଳା କ୍ଲବ ୬-୦ ଗୋଲରେ ବିଜୟୀ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଗାନ୍ଧି ଷ୍ଟାଡିୟମ୍ ଠାରେ ୧୭ ତମ ସର୍ବଭାରତୀୟ ରାମଧୂନ୍ କ୍ଲବ ଫୁଟବଲ ଟୁର୍ଣ୍ଣକ୍ଷମେଣ୍ଟର ତୃତୀୟ ଦିବସରେ ମଙ୍ଗଳା କ୍ଲବ କଟକ ଓ କଲିକତା ବେଙ୍ଗଲି ଏକାଡେମୀ ଦଳ ମଧ୍ୟରେ
Read More...

୨ ଲକ୍ଷ ଟଙ୍କା ଯୌତୁକ ପାଇଁ ଆଠମାସର ଗର୍ଭବତୀ ନବବଧୂଙ୍କୁ ପିଟି ପିଟି ହତ୍ୟା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : "ବାପା ମୋତେ ଆଉ ମୋ ଶ୍ୱଶୁର ଘରୁ ତୁମେ ନେବାକୁ ନେହୁରା ହୁଅନି" "ମୋ ଭାଗ୍ୟକୁ ମୋ ଉପରେ ଛାଡ଼ିଦିଅ" ବିବାହର ଚାରି ଦିନ ପରେ ହିଁ ମୁଁ ଭୋଗୁଥିବା ନିର୍ଯ୍ୟାତନା ଏବେ ବଢି ବଢି ଚାଲିଛି" "ପ୍ରତିଦିନର ମାଡ଼ ଗାଳି ଏବେ ମୋର ଦେହସୁହା ହେଇଗଲାଣି" ।
Read More...